Browsing Tag

sudesana jana

୫-ଟି ସଚିବଙ୍କ ରାୟଗଡା ଗସ୍ତର ଦ୍ୱିତୀୟ ଦିନ ବିଜୁ ଏକ୍ସପ୍ରେସ୍ ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି

ରାୟଗଡା :ରାୟଗଡା ଜିଲ୍ଲା ଗସ୍ତର ଦ୍ୱୀତିୟ ଦିନରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହିତ…
Read More...

ଟ୍ରେନ୍ ଦୁର୍ଘଟଣାଗ୍ରସ୍ତଙ୍କୁ ରିଲାଏନ୍ସ ର ସହାୟତା

ମୁମ୍ବାଇ: ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ପୀଡ଼ୀତ ଲୋକମାନଙ୍କ ଲାଗି ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବିଭିନ୍ନ ପ୍ରକାର ରିଲିଫ ସହାୟତା ଘୋଷଣା କରାଯାଇଛି । ଛଅ ମାସ ପର୍ୟ୍ୟନ୍ତ ମାଗଣାରେ ରାସନ, ଆହତମାନଙ୍କୁ ଔଷଧ ଓ ଆବଶ୍ୟକ ସ୍ଥଳେ ଡାକ୍ତରଖାନାରେ ଚିକିତ୍ସା, ଆମ୍ବୁଲାନ୍ସକୁ ମାଗଣାରେ ଇନ୍ଧନ, ୧…
Read More...

ଯାନ୍ତ୍ରିକ ତ୍ରୁଟି ଯୋଗୁ କଟୁଛି ବିଜୁଳି : ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଜୁଳି କାଟ ହେଉଛି। ପାୱାରକଟ ଶବ୍ଦ ବ୍ୟବହାର କରିବା ଭୁଲ। ପାୱାର କଟ ଅର୍ଥ ଆମ ପାଖରେ ଆବଶ୍ୟକତା ଠାରୁ କମ ପାୱାର ଅଛି। ଲୋକଙ୍କୁ ଦେଲା ବେଳେ କାଟିକି ଦେବାକୁ ପାୱାର କଟ କୁହାଯାଏ। ଏବେ ଯେଉଁ କିଛି ସ୍ଥାନରେ ୨ରୁ ୪ ଘଣ୍ଟା ଲାଇନ…
Read More...

ବର୍ଷାପାଇଁ ସ୍ଥଗିତ ରହିଲା ମ୍ୟାଚ

ଆଜିର ଆଇପିଏଲ ମ୍ୟାଚରେ ଅଟଲ ବିହାରୀ ବାଜପାଇ ଷ୍ଟାଡିୟମରେ ଚେନ୍ନାଇ ଓ ଲକ୍ଷ୍ନୌ  ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହେଉଛି । ଯେଉଁଠାରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ନିସ୍ପତି ନେିଇଥିଲା । ଲକ୍ଷ୍ନୌ  ଏବେଯାଏ ୧୯ ଓଭରରେ ୧୨୫ରନ କରିଥିବା ବେଳେ ବାର୍ଷା ପାଇଁ ମଞାଚ ସ୍ଥଗିତ ରହିଛି…
Read More...

ଆଇପିଏଲରୁ ବାଦ ପଡିଲେ କେ ଏଲ ରାହୁଲ

ଲକ୍ଷ୍ନୌ ସୁପର ଜାଏଣ୍ଟର ଅଧିନାୟକ କେ ଏଲ ରାହୁଲ ଆଇପିଏଳରୁ ବାଦ ବଡିଛନ୍ତି । ବ୍ୟାଙ୍ଗଲୋର ବିପକ୍ଷରେ ଖେଳିଥିବା ମ୍ୟାଚ ସମୟରେ ରାହୁଲଙ୍କୁ ଡାହାଣ ଜଙ୍ଘରେ ଆଘାତ ଲାଗିଛି । ତେଣୁ ସେ ଆଇପିଏଲ ମ୍ୟାଚ ଖେଳିପାରିବେ ନାହିଁ । ବିସିସିଆଇ ଓ ମେଡିକାଲ ଟିମ ଦ୍ୱାରା ଏହି ନିର୍ଣ୍ଣୟ ନେଇଛନ୍ତି । ଜୁନ…
Read More...

ଓଡ଼ିଶା ଆସିପାରନ୍ତି ନୀତିଶ କୁମାର

ଭୁବନେଶ୍ୱର:ଆସନ୍ତା ୫ ତାରିଖ ଓଡ଼ିଶା ଆସିପାରନ୍ତି ନୀତିଶ କୁମାର ।ଏହି ସମୟରେ ନୀତିଶ କୁମାର ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଯଦି ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୁଏ ତେବେ କଣ ଆଲୋଚନା ହେବ ତାହା ଉପରେ ସମସ୍ତଙ୍କର ନଜର ରହିବ । କାରଣ ବିହାର ମଖ୍ୟମନ୍ତ୍ରୀ ନୀତାଶ କୁମାର ତୃତୀୟ…
Read More...

ମୋ ବସ ଡ୍ରାଇଭର ର କୌଣସି ଭୁଲ ନାହିଁ 

ଭୁବନେଶ୍ୱର:ଗତ କାଲି ଅତିରିକ୍ତ ଜିଲ୍ଲାପାଳ ଗାଡ଼ିକୁ ପିଟିଥିଲା ମୋ ବସ । ମୋ ବସରେ ହୋଇଥିବା ଆକ୍ସିଡେନ୍ଟ ହୋଇଥିଲା । ଅତିରିକ୍ତ ଜିଲ୍ଲା ପାଳଙ୍କ କାର ୟୁନିଟ ୬ ପଟୁ ଆସୁଥିବା ବେଳେ ଏଜି ଛକ ରୁ ଆସୁଥିବା ମୋ ବସ ନଂ -୨୩ ପଛପଟୁ ଅତିରିକ୍ତ ଜିଲ୍ଲପାଳ ଙ୍କ ଗାଡିକୁ ଧକ୍କା ଦେଇଥିଲା ଫଳରେ…
Read More...

ଦିନେ ଗୁପ୍ଚୁପ୍ ବିକୁ ଥିଲେ ଆଜି ସଫଳ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟର ଯଶସ୍ୱୀ ଜୈସୱାଲଙ୍କ ଖେଳକୁ ଦେଖି ଲୋକେ ପ୍ରଶଂସା କରିଛନ୍ତି। ଯଶସ୍ୱୀ ରବିବାର ଆଇପିଏଲର ୧୦୦୦ତମ ମ୍ୟାଚ୍ରେ ନିଜର ଜଲୱା ଦେଖାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି…
Read More...

ଜେଇଇର ଓଡ଼ିଶା ଟପ୍ପର ହେଲେ ପ୍ରିୟଙ୍କା ସର

ଭୁବନେଶ୍ୱର: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ଦ୍ୱିତୀୟ ପର୍ୟ୍ୟାୟ ୨୦୨୩ ଫଳାଫଳ ଆଜି ପ୍ରକାଶ ପାଇଛି।୯୯.୯୮ ପର୍ସେଣ୍ଟେଜ ସହ ଓଡିଶା ଟପ୍ପର ହେଇଛନ୍ତି ପ୍ରିୟଙ୍କା ସର । ସୂଚନା ମୁତାବକ ସର୍ବଭାରତ ସ୍ତରରେ ୪୩ ଜଣ ୧୦୦…
Read More...

ରେସଲର ସପକ୍ଷରେ କେଜ୍ରିୱାଲ

ଦିଲ୍ଲୀ:ଗତ କିଛି ଦିନ ହେଲା ଦିଲ୍ଳୀର ଜନତର ମନତରରେ ରେସଲରମାନେ ଧାରଣାରେ ବସିଛନ୍ତି ।କ୍ଷୈୁନ ନିର୍ଜାତନା ମାମଲାରେ ରେସର ଫେଡେରେସନର ମୁଖ୍ୟ ସଭାପତି ବ୍ରିଜଭୂଷଣ ସିଂଙ୍କୁ ଗିରଫ ଦାବିରେ ଗତ ସାତ ଦିନ ଧରି ଧାରଣାରେ ବସିଛନ୍ତି ।କୁସ୍ତି କ୍ଷେଦ୍ଧାଙ୍କୁ ଆଜି ପ୍ରିୟଙ୍କା ଗାନ୍ଧି ଧାରଣାରେ…
Read More...