Browsing Tag

#sudan #planecrash #46died

ସୁଦାନରେ ବଡ ଧରଣର ବିମାନ ଦୁର୍ଘଟଣା…

ଗତକାଲି ଅର୍ଥାତ ମଙ୍ଗଳବାର ସୁଦାନର ଓମଡୁରମାନ ସହରରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ପାଖାପାଖି ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକ ଉଭୟ ରହିଛନ୍ତି । ଏନେଇ ସେନା ଏବଂ ସ୍ୱାସ୍ଥ୍ୟ ଅଧିକାରୀ…
Read More...