Browsing Tag

Subhashree Pattanaik

ଦୀର୍ଘ୍ୟ ୨୨ ଘଣ୍ଟା ପରେ ନଦୀରେ ଭାସି ଯାଇଥିବା କାଉଡିଆଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ୱର/ଶରତ ନାୟକ: ୨୨ ଘଣ୍ଟା ପରେ ନଦୀରେ ଭାସି ନିଖୋଜ ଥିବା ଦୁଇ କାଉଡ଼ିଆ ମୃତ ଦେହ ଉଦ୍ଧାର । ଗତକାଲି ଶାଳନ୍ଦୀ ନଦୀରେ ଭାଶି ଯାଇଥିଲେ ଦୁଇ କାଉଡ଼ିଆ ଦୁଇ ଜଣ ନିଖୋଜ ଥିଲେ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବରଦା ଗ୍ରାମରେ ଶାଳନ୍ଦୀ ନଦିରୁ ଜଳାଭିଷେକ ପାଇଁ ପାଣି ନେଇ ସାନଜୟୀ ଗ୍ରାମର…
Read More...

ମଲା ମାଛ ପାଇଁ ଧାରଣାରେ ବସିଲେ ଯୁବ ସମାଜସେବୀ

ଟାଙ୍ଗୀ / ବେଦପ୍ରକାଶ ନାୟକ : ରାସ୍ତା ରୋକ କରି ଗଣ ଧାରଣାରେ ବସିଛନ୍ତି ସମାଜସେବୀ ଆଉ ସାଙ୍ଗରେ ରହିଛି ମଲା ମାଛ ।ଯେ ପର୍ୟ୍ୟନ୍ତ ନ୍ୟାୟ ନମିଳିବ ସେ ପର୍ୟ୍ୟନ୍ତ ରାସ୍ତାରୁ ଉଠିବି ନାହିଁ ବୋଲି ନାରା ଦେଉଛନ୍ତି । ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ବାଙ୍କୀ ଖୋର୍ଦ୍ଧା ମୁଖ୍ୟ ରାସ୍ତାର ଆଜି ଏହି…
Read More...

ଅଲରାଉଣ୍ଡର ଜାଡେଜାଙ୍କ ନୂଆ ଟାଲେଣ୍ଟ; ଆମେରିକାରେ ଗଳିରେ କରୁଛନ୍ତି ଡ୍ୟାନ୍ସ

ବ୍ୟୁରୋ : ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ନୂଆ ଟାଲେଣ୍ଟ ତାଙ୍କ ଫ୍ୟାନ୍ସଙ୍କୁ ଖୁସି କରାଇଛି ।ଏସିଆ କପ୍ ଏବଂ ବିଶ୍ୱକପ ପୂର୍ବରୁ ପରିବାର ସହ ଛୁଟି ମନାଉଛନ୍ତି ଜାଡେଜା ।ଆମେରିକା ଗଳିରେ ଛୁଟିର ମଜା ନେଇ ନାଚୁଥିବାର ନଜର ଆସିଛନ୍ତି ଜାଡେଜା । ତାଙ୍କର ଏହି ଡ୍ୟାନ୍ସ ଦେଖି ତାଙ୍କ ଫ୍ୟାନ୍ସ…
Read More...

କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତି, କେନ୍ଦ୍ରୀୟ ବିଦ୍ୟାଲୟରେ ସାଂସଦ କୋଟା ସଂରକ୍ଷଣକୁ ମନା

ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତି ।କେନ୍ଦ୍ରୟ ବିଦ୍ୟାଳୟରେ ସାଂସଦ କୋଟା ସଂରକ୍ଷଣ ରଖିବାକୁ ମନା କରିଛନ୍ତି କେନ୍ଦ୍ର ସରକାର ।ସଂସଦର ସଦସ୍ୟଙ୍କ କୋଟା ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଲଟର ପ୍ରତି ସେକ୍ସନରେ ୪୦ରୁ ଅଧିକ ଛାତ୍ର ନାମ ଲେଖାଉଛନ୍ତି । ଏହାଦ୍ୱାରା ଛାତ୍ର ଶିକ୍ଷକଙ୍କ…
Read More...

ଅନେକ ବିବାଦ ପରେ କାଲି ହେବ ଶ୍ରୀମନ୍ଦିରରେ ବନକଲାଗି ନୀତି

ପୁରୀ : ଅନେକ ବିବାଦ ପରେ କାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଆସନ୍ତାକାଲି ଶ୍ରାବଣ ମଳ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ୬ଘଣ୍ଟାରୁ ରାତି ୧୧ଟା ଭିତରେ ଏହି ନୀତି ସମ୍ପାଦିତ ହେବ। ଏହି ନୀତି ଚାଲୁଥିବା ସମୟରେ ସର୍ବସାଧାରଣ ଦର୍ଶନ…
Read More...

ବିସ୍ଫୋରକ ସହ ରକେଟ ଇଂଚର ଓ ବନ୍ଧୁକ ଜବତ କଲେ ବିଏସଏଫ ଯବାନ

କାଲିମେଳା : ସହୀଦ ସପ୍ତାହ ପରେ ପରେ ବିଏସଏଫ ଯବାନଙ୍କୁ ମିଳିଛି ବଡ଼ ସଫଳତା । କାଲିମେଳା ଥାନା ଅନ୍ତର୍ଗତ ଆମପଦର ଏଲକାନୁର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛନ୍ତି । ୧୪୨ ବାଟାଲିୟନର ବିଏସଏଫ ଯବାନ ଆଜି ଏହି ଜଙ୍ଗଲରେ ସର୍ଚ ଅପରେସନ କରୁଥିବା…
Read More...

୨୦୨୩ ଦିନିକିଆ ବିଶ୍ୱକପ ଟିମ ଘୋଷଣା କଲା ଅଷ୍ଟ୍ରେଲିଆ

ବ୍ୟୁରୋ : ୨୦୨୩ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଟିମ ଘୋଷଣା କରିଛି । ଟିମରେ ୧୮ ଜଣ ସଦସ୍ୟ ରହିଛନ୍ତି ଏବଂ ଲାବୁଶେନଙ୍କୁ ବାଦ ଦିଆଯାଇଛି । ଟିମରେ ଡେଭିଡ ଓ୍ଵାର୍ଣ୍ଣନର ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ବିଶ୍ୱକପ ଛଡା ନୂଆ ଟି-୨୦ ଅଧିନାୟକ ମଧ୍ୟ ଘୋଷଣା କରିଛି । ଏରୋନ ଫିଞ୍ଚ ଇଣ୍ଟରନ୍ୟାସନାଲ…
Read More...

ଓଡିଶା ପାଇଁ ଖୁସି ଖବର; ଏଥର କଳାହାଣ୍ଡିରୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର : ଓଡିଶା ପାଇଁ ଖୁସି ଖବର, ଖୁବଶିଘ୍ର ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ଉଡିବ ବିମାନ । ଏହା ନେଇ ଡିଜିସିଏ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ବିମାନ ଉଡାଣ ଭରିବ । ଗତମାସରେ ଡିଜିସିଏ ଟିମ୍ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ଅନୁମତି…
Read More...

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର, ତିନି ଜଣ ଗୁରୁତର

ବଡଚଣା / ବେଦପ୍ରକାଶ ନାୟକ : ଯାଜପୁର ବ୍ରିଜ ତଳକୁ ଖସି ପଡିଲା କାର ତିନି ଗୁରୁତର । ସୂଚନା ଅନୁଯାଇ ଗତ କାଲି ବିଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥ ର ଝାଟିଆପଡା ନିକଟରେ ଏକ କାର ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଛି । ବ୍ରିଜ ତଳେ ଯାଇଥିବା କୁଆଁରିଆ ନାଳରେ କାର ଟି ପଡି ଯିବାରୁ…
Read More...

ନିଶାସକ୍ତ ସ୍ୱାମୀର ଆକ୍ରମଣ ରେ ସ୍ତ୍ରୀ ମୃତ୍ୟୁ

ନବରଙ୍ଗପୁର / ଟୁକୁନା ଖୁରା : ନିଶାସକ୍ତ ସ୍ୱାମୀର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ। ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ନିଶାସକ୍ତ ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ ଡାଇଭଟ୍ଟା ଗାଁରେ ଘଟିଛି ଏପରି ଘଟଣା । ଗ୍ରାମର ରବି ଖିଲ ନିଜ ସ୍ତ୍ରୀ ସସ୍ମିତା ଖିଲଙ୍କୁ ହତ୍ୟା…
Read More...