Browsing Tag

Subhashree Pattanaik

IIT ହାଇଦ୍ରାବାଦରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ,ପରିବାର ଲୋକ କଲେ ହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର: IIT ହାଇଦ୍ରାବାଦରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟ ହୋଇଛି । ହଷ୍ଟେଲ ବନ୍ଦ କୋଠରିରୁ ମିଳିଲା ମୃତ ଦେହ । ମୃତ ଛାତ୍ରୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଝିଅ ନମିତା ନାଏକ । ସଂଗାରେଡ୍ଡୀରେ ଥିବା ଆଇଆଇଟି, ହାଇଦ୍ରାବାଦରେ ନମିତା ଏମଟେକ କରୁଥିଲେ ।…
Read More...

ଅଜଣାଗାଡି ଧକ୍କାରେ କଲରାପତିଆ ବାଘର ମୃତ୍ୟୁ

ଭଞ୍ଜନଗର : ଗାଡି ଧକ୍କାରେ କଲରାପତିଆ ବାଘ ମୃତ୍ୟୁ । ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ନିକଟରେ ଗାଡି ଧକ୍କାରେ ବାଘର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରାତିରେ ବାଘଟି ରାସ୍ତାରେ ବୁଲୁଥିବା ସମୟରେ ଅଜଣା ଗାଡିର ଧକ୍କାରେ ବାଘଟିର ମୃତ୍ୟୁ ଘଟିଛି । ବନ ବିଭାଗ ଦ୍ୱାରା ବାଘଟିକୁ…
Read More...

ଆଜି ଶ୍ରୀମନ୍ଦିରରେ ହେବ ବନକଲାଗି , ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରମନ୍ଦିରରେ ହେବ ବନକଲାଗି । ବହୁ ବାଦ ବିବାଦ ପରେ ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ । ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ବନକଲାଗି ନୀତି ଅନୁଷ୍ଠିତ ହେବ । ନୀତି ସମୟରେ ସର୍ବସାଧାରଣ ନିମନ୍ତେ ୪ ଘଣ୍ଟା…
Read More...

କଟକରେ ଫୁଟିଲା ଗୁଳି: ଜଣେ ମୃତ

କଟକ: କଟକରେ ଫୁଟିଲା ଗୁଳି । କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସେଜଣେ ରଜମିସ୍ତ୍ରୀ ହୋଇଥିବା କୁହାଯାଉଛି । ସେ ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ।…
Read More...

ମଦ୍ୟପ ବ୍ୟକ୍ତିଙ୍କ ଘରକୁ ଜିବାର ବନ୍ଦୋବସ୍ତ କରିବେ ସରକାର

ବ୍ୟୁରୋ: ଦୁର୍ଘଟଣା ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାଶ କରିଥାନ୍ତି । ମଦ୍ୟପ ମାନଙ୍କ ଦ୍ୱାରା ସଡକ ଦୁର୍ଘଟଣା ଅଧିକାଶଂ ସମୟରେ ହୋଇଥାଏ । କିଛି ଦେଶ ଏହା ଉପରେ କଠୋର କାର୍ଯ୍ୟ ଅନୁଷ୍ଠାନ ନିୟନ୍ତି ତ ଆଉକିଛି ଦେଶ ସଚେତନଧର୍ମୀ କାର୍ଯ୍ୟକ୍ରମ କରିଥାନ୍ତି । ଏହି ସବୁ ଭିତରେ ଇଟାଲି…
Read More...

ମୁଣ୍ଡଳୀ ନିକଟ ମହାନଦୀରେ ବୁଡି ଦୁଇ କଲେଜ ଛାତ୍ର ନିଖୋଜ

ଭୁବନେଶ୍ୱର: ମହାନଦୀରେ ବୁଡି ଦୁଇ କଲେଜ ଛାତ୍ର ନିଖୋଜ । ମୁଣ୍ଡଳୀ ନିକଟ ମହାନଦୀରେ ଘଟିଛି ଏଭଳି ଅଘଟଣ । ନିଖୋଜ ଛାତ୍ର କଟକ ଅଞ୍ଚଳର ହୋଇଥିବା ସୂଚନା ରହିଛି । ଏବେ ଦୁଇ ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀର ଟିମ୍ । ବାଙ୍କୀ ଦେବୀଦ୍ୱାରା ପୀଠରେ ଗାଧୋଇବା ବେଳେ ଘଟିଛି ଅଘଟଣ । …
Read More...

କ୍ରିକେଟରୁ ସନ୍ୟାସ ନେଇ ପୁଣି ପ୍ରତ୍ୟାବର୍ତ୍ତନ କଲେ ମନୋଜ ତିୱାରୀ

ବ୍ୟୁରୋ : କ୍ରକେଟରୁ ୫ ଦିନ ପୂର୍ବେ ସନ୍ୟାସ ନେଇଥିବା କ୍ରିକେଟର ମନୋଜ ତିୱାରୀ ନିଜ ନିଷ୍ପତି ବଦଳାଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ମନୋଜ ଏବେ ବେଙ୍ଗଲ ପାଇଁ ଖେଳିବାକୁ ଚାହୁଁଛନ୍ତି । ବେଙ୍ଗଲ କ୍ରିକେଟ ଆସୋସିଏସନ ଅଧ୍ୟକ୍ଷ ତାଙ୍କୁ ଖେଳ ଜାରି ରଖିବା…
Read More...

ଘରୋଇ ଝଗଡା ସହି ନପାରି ନଦୀକୁ ଲମ୍ଫ ମାରିଲେ ମହିଳା

ପାରାଦୀପ: ମହାନଦୀରୁ ଉଦ୍ଧାର ହେଲେ ଜୀବିତ ମହିଳା ।ପରିବାରିକ କଳହକୁ ସହି ନପାରି ଆତ୍ମହତ୍ୟାର ଉଦ୍ୟମ କରିଛନ୍ତି ମହିଳା । ମହାନଦୀକୁ ଲମ୍ଫମାରି ଜିବନ ଦେବାକୁ ପ୍ରୟାଶ କରୁଥିଲେ । ଜଗତସିଂହପୁର ଜିଲ୍ଲା ଭୁତୁମୁଣ୍ଡାଇ ପୋଲରୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା । ପ୍ରଖର ନଦୀର…
Read More...

ବନ୍ଦହେଲା ହିରାକୁଦର ୧୦ଟି ଗେଟ

ସମ୍ବଲପୁର : ହୀରୀକୁଦ ଜଳଭଣ୍ଡାର ଜଳ ସ୍ତର ଧିରେ ଧିରେ କମିବାରେ ଲାଗିଛି । କମିବା ଜଳସ୍ତରକୁ ଦେଖି ଆଜି ହୀରାକୁଦର ୧୦ଟି ଗେଟ ବନ୍ଦ କରିଛନ୍ତି କତ୍ତୃପକ୍ଷ । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା କମ ରହିଥିବାରୁ ଗେଟ ବନ୍ଦ କରାଯାଇଛି । ବାମ ପଟରୁ ୭ଟି ଏବଂ ଡାହାଣ ପଟରୁ ୩ଟି ଗେଟ ବନ୍ଦ…
Read More...

ନିଶାସକ୍ତ ହୋଇ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ

ଭୁବନେଶ୍ୱର: ମଧ୍ୟରାତ୍ରିରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ  । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ଛକରେ ଥିବା କିମ୍ଭିରିଆ ବସ୍ତିରେ ଘଟିଛି ଏହିପରି ଏକ ଭୟାନକ ଘଟଣା । ଏହି ବସ୍ତିର ସତ୍ୟଘନ ସ୍ୱାଇଁ ଓ ତାଙ୍କ ସ୍ତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା ଜଣେ ଯୁବକ । ଯୁବକ ଜଣକ ନିଶାଶକ୍ତ…
Read More...