Browsing Tag

Subhadra Yojana’

ମହିଳାଙ୍କ ପାଇଁ ଖୁସି ଖବର, ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ନୂଆ ବର୍ଷରେ ଆସିବାକୁ ଯାଉଛି ସୁଭଦ୍ରା ଟଙ୍କା । ନୂଆ କରି ଆବେଦନ କରିଥିବା ଏବଂ ୨ୟ କିସ୍ତିରୁ ବାଦ୍ ପଡିଥିବା ଲକ୍ଷ ଲକ୍ଷ ମହିଳାଙ୍କ ଖାତାକୁ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ଟଙ୍କା । ଏ ନେଇ ବଡ଼ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂର୍ବରୁ ଘୋଷଣା…
Read More...

୩ ଦୋକାନକୁ ସିଲ୍ କଲା ଏନ୍ଫୋର୍ସମେଣ୍ଟ ଟିମ୍

ଜଟଣୀରେ ଥିବା ତିନୋଟି ଅନଧିକୃତ ଦୋକାନ ଘରକୁ ଆଜି ଜଟଣୀ ପୌର ପରିଷଦର ଏନ୍ଫୋର୍ସମେଣ୍ଟ ଟିମ୍ ,ଜଟଣୀ ପୋଲିସର ଉପସ୍ଥିତରେ ତାଲା ପକେଇବା ସହ ସିଲ୍ କରିଛି । ଅନଧିକୃତ ଦୋକାନ ମାଲିକଙ୍କୁ ଏନେଇ ଆଗରୁ ଏକାଧିକ ଥର ନୋଟିସ୍ ମଧ୍ଯ ଦିଆ ଯାଇଥିଲା କିନ୍ତୁ ସେମାନେ ନୋଟିସ୍ କୁ ବେଖାତିର କରିବାରୁ ଆଜି…
Read More...

ନୂଆବର୍ଷରେ ଏକାଥରେ ମିଳିବ ୨ଟି ସୁଭଦ୍ରା କିସ୍ତି, ଏବେ ହିଁ କରନ୍ତୁ ଆବେଦନ

ଭୁବନେଶ୍ଵର: ନୂଆବର୍ଷରେ ଏକାଥରେ ମିଳିବ ୨ଟି ସୁଭଦ୍ରା କିସ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ସୁଭଦ୍ରା ଯୋଜନା ପାଇଁ ଏବେ ଚାଲିଛି ଆବେଦନ । ଯେଉଁମାନେ ପୂର୍ବରୁ ଏହି ଯୋଜନାରେ ସାମିଲ ହୋଇନାହାଁନ୍ତି ସେମାନଙ୍କୁ ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ…
Read More...

ଖୋଲିଲା ସୁଭଦ୍ରା ପୋର୍ଟାଲ୍, ମାର୍ଚ୍ଚ ୮ରେ ଏକାଥରେ ୨ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ

ଭୁବନେଶ୍ଵର: ମାର୍ଚ୍ଚ ୮ରେ ଏକାଥରେ ୨ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ । ଆଜିଠୁ ସୁଭଦ୍ରା ପୋର୍ଟାଲରେ ଆରମ୍ଭ ହୋଇଛି ଆବେଦନ । ମାସେ ଯାଏଁ ଆବେଦନ କରି ହେବ । ଆବଶ୍ୟକ ପଡିଲେ ସମୟ ସୀମା ମଧ୍ୟ ବୃଦ୍ଧି ହୋଇପାରେ । ଦ୍ଵିତୀୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ରେ…
Read More...

ଖୁସି ଖବର: ୬୦ ବର୍ଷ ବୟସରୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ !

ଭୁବନେଶ୍ଵର: ୬୦ ବର୍ଷ ଟପିବା ପରେ ସୁଭଦ୍ରାରୁ ବାଦ ପଡିଛନ୍ତି କି ? ଏହି କାରଣରୁ ନାଁ କଟିଥିଲେ ଆପଣ ପେନସନ୍ ପାଇଁ ଆବେଦନ କରିପାରିବେ। ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଭତ୍ତା ! ୬୦ ବର୍ଷ ହୋଇଥିବା ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ। ମଧୁ ବାବୁ ପେନସନ ଯୋଜନା…
Read More...

ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍‌

ଭୂବନେଶ୍ଵର: ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍‌ । ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଣିକି ହିତାଧିକାରୀ ଅଭିଯୋଗ କଲେ ବିଭାଗ ଉତ୍ତର ରଖିପାରିବ । ପୂର୍ବରୁ ପୋର୍ଟାଲ ଥିଲା, କେବଳ ଅଭିଯୋଗ ଆସୁଥିଲା କିନ୍ତୁ ଉତ୍ତର…
Read More...

ସୁଭଦ୍ରାରେ ପୁଣି ଯୋଡି ହେବେ ଯୋଗ୍ୟ ହିତାଧିକାରୀ, ଆଜି ବସିବ ସୁଭଦ୍ରା ସମୀକ୍ଷା ବୈଠକ

ଭୁବନେଶ୍ଵର: ଆଜି ସୁଭଦ୍ରା ଯୋଜନାର ହେବ ସମୀକ୍ଷା ବୈଠକ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ହେବ ଆଲୋଚନା । ସେଥିପାଇଁ ୩ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଓ…
Read More...

ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ୩ୟ କିସ୍ତି ଟଙ୍କା

ଭୁବନେଶ୍ଵର: ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ୩ୟ କିସ୍ତି ଟଙ୍କା । ଜୟପୁରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ।୧ କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା । ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ…
Read More...

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି, କୋରାପୁଟରୁ ରିଲିଜ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ପ୍ରତି ୬ ମାସରେ ୫ ହଜାର ଟଙ୍କା ମିଳୁଛି । ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଓଡ଼ିଶାରେ…
Read More...

ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:- ସୁଭଦ୍ରା ପୋର୍ଟାଲ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୁଣି ଥରେ ସୁଭଦ୍ରା ପୋର୍ଟାଲ ଖୋଲିବାକୁ ଯାଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ ପଡ଼ିଥିବା…
Read More...