Browsing Tag

Subash Rout

ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର

ବ୍ୟୁରୋ:ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଜାତୀୟ ମାନବାଧିକାର କମିଶନ । କନ୍ଧମାଳର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀ ଗର୍ଭବତୀ ହେବା ଓ ଶିଶୁପୁତ୍ର ପ୍ରସବ ପରେ ଛାତ୍ରୀ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଘଟଣାକୁ ଗୁରୁତ୍ୱର…
Read More...

ଆସନ୍ତାକାଲି କଂଗ୍ରେସକୁ ମିଳିବ ନୂଆ ସଭାପତି

ବ୍ୟୁରୋ:ଭାରତର ବରିଷ୍ଠ ଦଳ ତଥା ଜାତୀୟ କଂଗ୍ରେସ ପଲିଟିକ୍ସି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦଳର ସଭାପତି ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ଚାଲିଥିଲା କଷରତ । ଗତକାଲି ଏ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉଭୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଛି ।…
Read More...

ପାରାଦୀପରୁ ୧୭ ମାନସିକ ଭିନ୍ନକ୍ଷମ ରୋଗୀ ଉଦ୍ଧାର

ପାରାଦୀପ /ପ୍ରଶାନ୍ତ ସ୍ୱାଇଁ :ପାରାଦୀପ ରୁ ଉଦ୍ଧାର ହେଲେ ୧୭ ମାନସିକ ଭିନ୍ନକ୍ଷମ ରୋଗୀ । ଆଜି ଏମାନେ ପାରାଦୀପ ର କୋଣ ଅନୁକୋଣ ରେ ବୁଲୁଥିବା ସମୟରେ ବ୍ୟାସ ଫାଉଣ୍ଡେସନ ପକ୍ଷରୁ ଉଦ୍ଧାର କରାଯାଇ ତାଙ୍କୁ ନୀଳାଚଳ ସେବାଶ୍ରମ କଣାସ ପୁରୀ କୁ ସ୍ଥାୟୀ ବନ୍ଦବୋସ୍ତ କରିବା ପାଇଁ ନିଆଯାଇଥିବା…
Read More...

ପାରାଦୀପ ଲେବର ଟ୍ରଷ୍ଟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

ପାରାଦୀପ /ପ୍ରଶାନ୍ତ ସ୍ୱାଇଁ :ପାରାଦୀପ ବନ୍ଦର ଲେବର ଟ୍ରଷ୍ଟ ନିର୍ବାଚନ ପାଇଁ ଆଜି ଶେଷ ଦିନ ରେ ଚାଲିଛି ନାମାଙ୍କନ ପତ୍ର ଦାଖଲ। ଆସନ୍ତା ୨୮ ତାରିଖ ରେ ଏହି ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିନିମନ୍ତେ ମୋଟ ୩୯୧ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ। ପ୍ରତ୍ୟେକ ଦିନ ବିଭିନ୍ନ…
Read More...

କୋଭିଡ ପଜିଟିଭି ଖେଳାଳି ବି ବିଶ୍ୱକପ ଖେଳିପାରିବେ

ବ୍ୟୁରୋ :ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିଶ୍ୱକପ୍ ପ୍ରସ୍ତୁତିକୁ ନେଇ ଆଇସିସି ଏକ ବଡ ପରିବର୍ତ୍ତନ ଆଣିଛି । କୋଭିଡ ପଜିଟିଭି ଖେଳାଳି ବି ମ୍ୟାଚ ଖେଳିପାରିବେ । ସଂକ୍ରମିତ ଖେଳାଳିଙ୍କୁ ଆଉ ଆଇସୋଲେସନରେ ରହିବାକୁ ପଡିବନି । ଏ ନେଇ…
Read More...

୧୯ ରେ ଗଜଲକ୍ଷ୍ମୀଙ୍କ ଭସାଣୀ

ପାଲଲହଡା /ପିତାମ୍ବର ନାୟକ : ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ସୁଲିଆ ବଜାର ୱେଲ ଫେୟାର ଆସୋସେସନ ଆନୁକୂଲ୍ୟରେ ଗଜଲଷ୍ମୀ ପୂଜା ବଡ଼ ଧୁମ ଧାମ ରେ ହାଉଥିବା ଦେଖିବାକୁ ମିଳୁଛି ।ପ୍ରତେକ ସନ୍ଧ୍ୟାରେ ମା ଙ୍କ ସନ୍ଧ୍ୟା ଆଳତି ଭୋଗ ସହିତ ମେଲୋଡି ,ଡ୍ୟାନ୍ସ ,ଓ ମିନାବଜାର ରେ ଭିଡ଼ ଜମୁଥିବା…
Read More...

ଜଳେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ପାଳନ

ଜଳେଶ୍ୱର/ ଅଜିତ୍ ସାହୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ସାରା ରାଜ୍ୟରେ ବଡ ଧୁମ୍ ଧାମ୍ ରେ ପାଳନ କରାଯାଇଛି । କୋଉଠି ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି ତ ଆଉ କୋଉଠି ଗଛ ଲଗାଇ ସଚେତନତା ସୃଷ୍ଟି କରାଯାଇଥିଲା । ପୁଣି କେଉଁଠି ମନ୍ଦିରରେ ଦୀପ ଜାଳି ଦୀର୍ଘାୟୁ ଜୀବନ କାମନା…
Read More...

କଂଗ୍ରେସ ପାଇବ ଅଣଗାନ୍ଧି ସଭାପତି

ବ୍ୟୁରୋ :ଦୁଇ ଦଶନ୍ଧି ପରେ କଂଗ୍ରେସ ନିଜର ପ୍ରଥମ ଅଣ-ଗାନ୍ଧୀ ସଭାପତି ହେବାକୁ ଯାଉଛି । ଆଜି କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେଉଛି । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ସକାଳ ୧୦ଟାରୁ ୪ଟା ପର୍ୟ୍ୟନ୍ତ କଂଗ୍ରେସ ର ୯ ହଜାର ସଦସ୍ୟ ମତଦାନ କରିବେ । ତେବେ ଏହି ନିର୍ବାଚନରେ…
Read More...

ଗୋପରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ପାଳନ

ଗୋପ /ଜୟନ୍ତ ସେଠୀ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଜନ୍ମ ଦିନ ଅବସର ରେ ତାଙ୍କର ଦୀର୍ଘାୟୁ କାମନା କରଯାଇଛି ମହାପ୍ରଭୁ ଶ୍ରୀଜଗନ୍ନଥ ଙ୍କ ନିକଟ ରେ । ପୁରୀ ରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ମହାପ୍ରଭୁ ଙ୍କ ନିକଟରେ ଦୀପ ଦାନ କରାଯାଇଛି। ବିଜୁ ଯୁବ ଜନତା ଦଳ ର ଉପ ସଭାପତି…
Read More...

କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ

କୋରାପୁଟ/ ମନୋଜ ଦାସ : ମୁଖ୍ୟମନ୍ତ୍ରୀ ଙ୍କ ୭୭ ତମ ଜନ୍ମଦିନକୁ ଅତି ଧୁମ ଧାମ ରେ ପାଳିଥିଲେ ରାଜ୍ୟବାସୀ । ସେହିଭଳି କୋରାପୁଟ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳିଥିଲା ବିଜେଡି। ଜୟପୁର ବିଜେଡି କାର୍ୟ୍ୟାଳୟ ରେ ପ୍ରଥମେ କେକ କାଟି ପରେ ଏକ ରକ୍ତଦାନ ଶିବିର…
Read More...