Browsing Tag

Subash Rout

ପେଟ୍ରୋଲ ଚୋରି ଅଭିଯୋଗରେ ଥାନାରେ ଏତଲା

ବସ୍ତା / ଅଜିତ ସାହୁ :ଘରେ ପଶି ସୁନା,ରୂପା, ଟଙ୍କା,ଗହଣା ,ମୂଲ୍ୟବାନ ଆସବାପତ୍ର ଚୋରି ଘଟଣା ଶୁଣିଥିବେ। ତେବେ ରାତି ଅଧିଆ ବାଇକ ରୁ ପେଟ୍ରୋଲ ଚୋରି କରିବା ହୁଏତ ଶୁଣି ନଥିବେ। ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ରଘୁନାଥପୁର ପଞ୍ଚାୟତ ରାମଚକ ଗ୍ରାମରେ।…
Read More...

ଛଟ୍ ପୂଜାରେ ରାଇରଙ୍ଗପୁରରେ ଭକ୍ତଙ୍କ ସମାଗମ

ରାଇରଙ୍ଗପୁର /ସତ୍ୟନାରାୟଣ ପାଲ : ହିନ୍ଦୁ ଧର୍ମର ଅନେକ ପର୍ବ ମଧ୍ୟରେ ଛଟ୍ ପର୍ବ ଏକ ଅନନ୍ୟ ପର୍ବ ।ଉତ୍ତର ଭାରତୀୟ ସଂପ୍ରଦାୟ ତରଫରୁ ଛଟ୍ ପର୍ବ ଅଥବା ସୂର୍ଯ୍ୟ ଉପାସନା ଧୁମ୍ ଧାମରେ ପାଳିତ ହୁଏ । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଅନ୍ୟମାନେ ମଧ୍ୟ ଏହି ପର୍ବରେ ସାମିଲ ହୋଇ ଆସ୍ଥା ଓ…
Read More...

ପ୍ରାଣୀ ଚିକିତ୍ସାଳୟ କର୍ମଚାରୀଙ୍କ ଶପଥ ପାଠ

ସାଲେପୁର/ ତାରାକାନ୍ତ ନାୟକ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସାଲେପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ତାଙ୍କ ଅଧୀନରେ ଥିବା ସମସ୍ତ ପ୍ରାଣୀ ସହାୟକ କେନ୍ଦ୍ର ର କର୍ମଚାରୀ ମାନେ ଜନସାଧାରଣଙ୍କୁ ଦୁର୍ନୀତି ମୁକ୍ତ ସେବା ଯୋଗାଇ ଦେବା ପାଇଁ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ରଖି…
Read More...

ଅବାଧ ନିର୍ବାଚନ ପରିଚାଳନା ପାଇଁ ସିିଇଓଙ୍କୁ ଦାବି ପତ୍ର : ବିଜେଡି

ବ୍ୟୁରୋ : ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଛି ବିଜେପି । ପୂର୍ବରୁ ମିଛରେ ବିଭିନ୍ନ ଅପପ୍ରଚାର କରିଥିଲା ବିଜେପି । ସେଥିରେ ବିଫଳ ହେବା ପରେ ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଛି ବିଜେପି । ବିଜେପି ଜାଣିଶୁଣି ସାଧାରଣ ଲୋକଙ୍କୁ ଧମକାଇବା ସହ ଲୋକଙ୍କ ପକେଟରୁ ଟଙ୍କା ଛଡାଉଛି ବୋଲି ବିଜେଡି ଅଭିଯୋଗ…
Read More...

ଆଜି ସୁପ୍ରିମୋ ନବୀନ କରିବେ ପ୍ରଚାର

ଧାମନଗର : ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ଦୁଇ ଦିନ । ଆସନ୍ତାକାଲି ସରିବ ପ୍ରଚାର ଅବଧି । ଆଜି ଧାମନଗରରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବନ୍ତୀ…
Read More...

ସାଲପୁରରେ ଗିରିଗୋବର୍ଦ୍ଧନ ପୂଜା

ସ।।ଲେପୁର /କୃଷ୍ଣଙ୍କୁ କିଏ କେତେ ପ୍ରକାର ପୂଜା କରିଥାନ୍ତି ସେମିତି କୃଷ୍ଣଙ୍କୁ ବି ଗିରିଗୋବର୍ଦ୍ଧନ ଭାବେ ପୂଜା କରାଯାଏ । ପୁରାଣ ବର୍ଣ୍ଣିତ ଶ୍ରୀ କୃଷ୍ଣ ଯେତେବେଳେ ଇନ୍ଦ୍ରରାଜା ଙ୍କ କୋପ ରେ ମୁଷଳ ଧାରା ରେ ବର୍ଷା ଜାରି ରଖିଥିଲେ ସେତେବେଳେ ଗୋପାଳ ମାନଙ୍କ ସମେତ ବହୁ ଗୋମାତା ମାନେ ନିଜ…
Read More...

କୋରାପୁଟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ

କୋରାପୁଟ /ମନୋଜ ଦାସ : କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ଆରମ୍ଭ ହୋଇଛି ଅନ୍ତଃକଲେଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍ ରେ ନବରଙ୍ଗପୁରର ଡାବୁଗାଁ ଭୈରବ ଡିଗ୍ରୀ କଲେଜ ୧-୦ ଗୋଲରେ କୁନ୍ଦୁରା ବିଜୁ ପଟ୍ଟନାୟକ…
Read More...

ଭଦ୍ରକରେ ସିଇଓଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର / ହରପ୍ରସାଦ ବିଶୋଇ : ନିର୍ବାଚନ ଆଦର୍ଶ ଅଚରଣବିଧି ଉଲଂଙ୍ଘନ୍ନ ଅଭିଯୋଗ ଆଧାରରେ ଆଜି ଭଦ୍ରକ ଗସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଲୋହାନୀ। ଏହି ଗସ୍ତରେ ଆସି ଭଦ୍ରକ ଜିଲ୍ଲାପାଳଙ୍କ ସହ ମିଶି ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାପାଳଙ୍କ ମୁଖ୍ୟ…
Read More...

୧୩ ଜଣ ଓଏଏସଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର /ହରପ୍ରସାଦ ବିଶୋଇ :୧୩ ଜଣଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି କରାଯାଇଛି । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ତୁଷାରକାନ୍ତ ମହାନ୍ତି, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଏ ଏବଂ ପିଜି ବିଭାଗ ସଚିବ ମନୋଜ କୁମାର ମହାନ୍ତି, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର…
Read More...

ଅଜଣା ଶବକୁ ନିଜ କାନ୍ଧରେ ଉଠାଇଲେ ପୋଲିସ କର୍ମଚାରୀ

ମାଲକାନାଗିରି /ସୂର୍ଯ୍ୟକାନ୍ତ ବେହେରା: ମାନବିକତାର ପରିଚୟ ଦେଲେ ଚିତ୍ରକୋଣ୍ଡା ଥାନା ର ପୋଲିସ କର୍ମଚାରୀ । ଏମିତି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରି ର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ । ଗତକାଲି ଚିତ୍ରକୋଣ୍ଡା ଥାନାର ଗୃହରକ୍ଷୀ ସୋନୁ ନାଗଙ୍କ ଦେହ ଅସୁସ୍ଥ…
Read More...