Browsing Tag

Subash Rout

ନାବାଳକକୁ ମରଣାନ୍ତକ ଆକ୍ରମଣ

ସାଲେପୁର /ଜ୍ୟୋସ୍ନାରାଣୀ ସିଂ :ନାବାଳକକୁ ମରଣାତ୍ମକ ଆକ୍ରମଣ କରିଛନ୍ତି ଜଣେ ନିଶାସକ୍ତ ବ୍ୟକ୍ତି । କଟକଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ହଳଧରପୁର ଗ୍ରମରେ ଏଭଳି ଘଟଣା ଘଟିଛି । ଗୁରୁତର ନାବାଳକ ଜଣକ ହେଲେ ହଳଧରପୁର ଗ୍ରାମର ସେକ ଫୟାଜୁଉଦ୍ଦିନ ଙ୍କ ପୁତ୍ର ସେକ ନଜୀରୁଦ୍ଦିନ। ନଜୀରୁଦ୍ଦିନ…
Read More...

ଆଇଏସ୍ ସ୍ତରରେ ବଡ ଅଦଳବଦଳ

ଭୁବନେଶ୍ୱେର :ଆଇଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରା ଯାଇଛି । ଗତକାଲି ବିଭିନ୍ନ ନିଗମର ଅଧକ୍ଷ୍ୟ ଓ ଉପଦେଷ୍ଟାମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଜି ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି । ନୟାଗଡ ଜିଲ୍ଲାପାଳ ଭାବେ ରବିନ୍ଦ୍ର ନାଥ ସାହୁଙ୍କୁ ବଦଳି କରାଯାଇଥିବା ବେଳେ ଓଡିଶା ଷ୍ଟେଟ…
Read More...

ୱାର୍ଲଡ ସିଲ୍ଡ ସେଣ୍ଟର ସମୀକ୍ଷା କଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୁର :ଆଜି ୱାର୍ଲଡ ସିଲ୍ଡ ସେଣ୍ଟର ପରିଦର୍ଶନରେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ । ଏହି ଅବସରରେ ଯୁବଗୋଷ୍ଠୀଙ୍କୁ ଉସାହ କରିବା ପାଇଁ ପ୍ରେରଣା ଦେଇଛନ୍ତି । ଓଡିଶାର ଯୁବ ଗୋଷ୍ଠାଙ୍କୁ ବିଶ୍ୁ ସ୍ଥରୀୟ କୈ÷ଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବା…
Read More...

ବାମନଘାଟିରୁ ୧୦ ଓସିଏସ

ରାଇରଙ୍ଗପୁର /ସତ୍ୟନାରାୟଣ ପାଲ: ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ବାମନଘାଟି ଉପଖଣ୍ଡ ରୁ ଦଶ ଜଣ ସଫଳ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ରୁ ଦଶ ଜଣ ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ରାଇରଙ୍ଗପୁର ବ୍ଲକ ରୁ ତିନି ଜଣ,…
Read More...

ତେଜସ୍ୱୀ ନେବେ ସୁପ୍ରିମ ଦାୟିତ୍ୱ-ଲାଲୁ

ବ୍ୟୁରୋ:ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆର୍ଜେଡିର କାର୍ଯ୍ୟକାରୀଣି ବୈଠକରେ ଗୁରୁତ୍ୱପୂୂୂୂୂୂୂୂୂୂୂୂୂୂୂୂୂୂୂୂର୍ଣ୍ଣ ନିଷ୍ଫତି ନେଲେ ଲାଲୁ । ଦଳର ସୁପ୍ରିମ ଲାଲୁ ଯାଦଭ ଏହି ଜାତୀୟ କାର୍ଯ୍ୟକାରୀଣି ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏମିତି କି ଦଳର ପରବର୍ତ୍ତୀ…
Read More...

ଓସିଏସରେ ବରୀରୁ ୪ ସଫଳକାରୀ

ବରୀ / ସତ୍ୟଜିତ ବାରିକ :ନିଜର ନିଷ୍ଠା, କର୍ତ୍ତବ୍ୟପରାୟଣତା ମଣିଷ ଙ୍କୁ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚାଇ ଥାଏ। ଜୀବନରେ ବହୁ ବାଧା ବିଘ୍ନ ସତ୍ତ୍ୱେ ନିଧିଷ୍ଠ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଯେଉଁ ମାନେ ଉଦ୍ୟମ କରିଥାନ୍ତି ସେମାନେ ଦିନେ ନିଶ୍ଚୟ ସଫଳତା ପାଆନ୍ତି।ସେହିଭଳି ବରୀ ବ୍ଲକ ରେ ସିଭିଲ…
Read More...

ରାଇରଙ୍ଗପୁରରେ ନୂଆ ସପିଙ୍ଗ୍ ମଲ୍

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର ।ଏହି ସହର ଉପରେ ପଡୋଶୀ ଝାରଖଣ୍ଡ, ପଶ୍ଚିମବଙ୍ଗ ଲୋକେ ମଧ୍ୟ ନିର୍ଭର କରନ୍ତି ।ସହରର ବାଣିଜ୍ୟ ପେଣ୍ଠସ୍ଥଳୀ ହେଉଛି ରାଇରଙ୍ଗପୁର ।ହେଲେ ଏଠାରେ ସପିଂ ମଲ ନ ଥିବାରୁ ଏଠାକାର ଲୋକେ ସୁଦୂର…
Read More...

ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ପାଳନ

ଗୋପ/ ଜୟନ୍ତ ସେଠୀ :ଗୋପବନ୍ଧୁଙ୍କ ଜିଲ୍ଲାସ୍ତରୀୟ ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ସତ୍ୟବାଦୀ ସୁଆଣ୍ଡୋ ସ୍ଥିତ ଜନ୍ମ ମାଟିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗୋପବନ୍ଧୁ ଙ୍କ ତ୍ୟାଗ କୁ ମନେ ପକାଇଛନ୍ତି ବିଭିନ୍ନ ବର୍ଗର ଲୋକେ । ଏହି କାର୍ୟ୍ୟକ୍ରମ ରେ ଅନେକ…
Read More...

ପ୍ରପେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ

ଆସିକା /କମଳିନୀ ହୋତା :ମୁସଲମାନ ସମ୍ପ୍ରଦାୟର ଗୁରୁ ତଥା ଭଗବାନ ପ୍ରପେଟ ମହମ୍ମଦ ଙ୍କ ଜନ୍ମ ଦିନଟିକୁ ଆସିକା ଜାମିୟା ମସଜିଦ ଠାରେ ମୁସଲମାନ ସମ୍ପ୍ରଦାୟ ଭକ୍ତଙ୍କ ଦ୍ୱାରା ଅତି ଧୁମଧାମ ର ସହିତ ପାଳିତ ହୋଇଛି । ଆଜି ଭୋର ୫ଟାରେ ସମସ୍ତ ଭକ୍ତ ଜାମିୟା ମସଜିଦ ଠାରେ ପହଞ୍ଚି ନମାଜ ପାଠ କରିଥିଲେ…
Read More...

ଆସିକା ସୋସାଇଟି ନିର୍ବାଚନ ପାଇଁ କଡା ଟକ୍କର

ଆସ୍କା/ କମଳିନୀ ହୋତା :ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ପରିଚାଳନା ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନାମାଙ୍କନ ଦାଖଲର ଶେଷ ସମୟ ସୁଦ୍ଧା ୧୫ ଗୋଟି ଜୋନରୁ ମୋଟ ୪୩ ଗୋଟି ପାର୍ଥିପତ୍ର ଦାଖଲ ହୋଇଛି।…
Read More...