Browsing Tag

Subash Rout

ଛତିଶଗଡରେ ଇଡିର ଘନଘନ ରେଡ୍

ବ୍ୟୁରୋ:ଆକ୍ସନ ମୁଡ୍ରେ ଇଡି । ଛତିଶଗଡ଼ରେ ଇଡି କରିଛି ବଡ ଧରଣର ଚଢାଉ । ମାଇନିଂ କେସରେ ଇଡି ଘନଘନ ଚଢାଉ ଜାରି ରଖିଛି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଘନିଷ୍ଠ ଅଫିସରଙ୍କ ଘରେ ରେଡ୍ ହୋଇଛି । ପ୍ରାୟ ୧୨ଟି ସ୍ଥାନରେ ଚଢ଼ାଉ କରିଛି ଇଡି । ରାୟଗଡ଼ ଜିଲ୍ଲାପାଳ ରାନୁ ସାହୁଙ୍କ ଘରେ ଆଜି ରେଡ…
Read More...

ବଲାଙ୍ଗୀରରେ ଶିଶୁ ଚାଲାଣ ଜବତ

ବଲାଙ୍ଗୀର /ଜଗନ୍ନାଥ ଧରୁଆ :ପାଟଣାଗଡ଼ରୁ ବାହାର ରାଜ୍ୟକୁ ଶିଶୁ ଚାଲାଣ ବେଳେ ୫ ଶିଶୁ ସମେତ ୧୫ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଭାନପୁର ଏବଂ ପାଇକମାଲ ଥାନା ନୀଳାପଥର ଗାଁର ବୋଲି ଜଣାପଡୁଛି। ଖପ୍ରାଖୋଲ ପୁଲିସ ଆଜି ଏମାନଙ୍କୁ ଉଦ୍ଧାର କରିଛି। ଏହି…
Read More...

କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର:କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି । କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଲକର ବିଇଓ ଅଫିସ୍ରେ କାର୍ଯ୍ୟରତ ଥିଲେ ଏହି କିରାଣୀ । ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସହିତ ଏକ କାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବର୍ହିଭୂତ ଠୁଳ…
Read More...

ଉଡାଣ ବେଳେ କ୍ରାସ ହେଲା ମିଗ୍ ବିମାନ

ବ୍ୟୁରୋ :ମିଗ୍ ବିମାନ ସହ ଏକ ବଡ ଧରଣର ର୍ଦୁଘଟଣା ଘଟିଛି । ଏହି ର୍ଦୁଘଟଣାଟି ଗୋଆର ସମୁଦ୍ର ତଟରେ ହୋଇଥିବା ଜଣାପଡିଛି । ଭାରତୀୟ ନୌସେନାର ମିଗ୍-୨୯ଳ ଉଡାଣ ବେଳେ ସମୁଦ୍ରକୁ ଖସି ପଡଥିିଲା । ର୍ଦୁଘଟଣାରେ ପାଇଲଟକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବିମାନର ବୈଷୟିକ ତ୍ରୁଟି…
Read More...

ଉପଦେଷ୍ଟା ନିଯୁକ୍ତି ପାଇଲେ ଅନୁଭବ

ବ୍ୟୁରୋ:ଆଜି ଇଲେକ୍ଟ୍ରୋନିକ୍ ଓ ଇନଫରମେସନ ଟେକ୍ନୋଲଜି ବିଭାଗର ନୂତନ ଉପଦେଷ୍ଟା ନିଯୁକ୍ତି ଦିଆଯାଇଛି । ନୂତନ ଉପଦେଷ୍ଟା ଭାବେ ଶ୍ରୀ ଅନୁଭବ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ବିଭାଗର ସଚିବ ଶ୍ରୀ ମନୋ ମିଶ୍ରଙ୍କ ଉପସ୍ଥିତିରେ ଏହି ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ଓସିଏସିର ସିଇଓ …
Read More...

ଆସିକାରେ ବିଜେଡିର ପଦଯାତ୍ରା

ଆସିକା/କମଳିନୀ ହୋତା:ବିଜେଡି ପକ୍ଷରୁ ଗତକାଲି ଦୁଇଟି ପଂଚାୟତରେ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା ।ପ୍ରଥମେ ମୁନିଗାଡ଼ି ପଂଚାୟତର କେଶରାପଲ୍ଲୀ ଗ୍ରାମରୁ ଏହି ପଦଯାତ୍ରା ଆରମ୍ଭ ହୋଇ ମୁନିଗାଡ଼ି, ସିଂଗିପୁରୁ, ବନ୍ଥପଲ୍ଲୀ ଆଦି ଗ୍ରାମରେ ପଦଯାତ୍ରା ସହିତ ପଥପ୍ରାନ୍ତ ସଭା କରି ଲୋକମାନଙ୍କୁ…
Read More...

ଧାରଣାରେ ବସିଲେ ଛଟେଇ ଶ୍ରମିକ

ପାରାଦୀପ / ପ୍ରଶାନ୍ତ କୁମାର  :ପାରାଦୀପ ନୂଆବଜାର ସ୍ଥିତ କେନ୍ଦ୍ରୀୟ ଶ୍ରମ ଅଧିକାରିଣୀ ଙ୍କ କାର୍ୟ୍ୟାଳୟ ଆଗରେ ଥାଳି ତାଟିଆ ଧରି ଧାରଣା ରେ ବସିଲେ ୬୦ ରୁ ଅଧିକ ଛଟେଇ ଶ୍ରମିକ ଜ୍ଝ ପାରାଦୀପ ତୈଳ ବିଶୋଧନାଗାର ରେ କାର୍ୟ୍ୟରତ ଏଲ୍ ଆଣ୍ଡ୍ ଟି କମ୍ପାନୀ ର ସବ୍ କଣ୍ଟ୍ରାକ୍ଟର ତୁଆମାନ୍ ଓ…
Read More...

ପଶ୍ଚିମବଙ୍ଗରେ ଲାଗୁ ହେଲା ୧୪୪ ଧାରା

ବ୍ୟୁରୋ:ପଶ୍ଟିମବଙ୍ଗରେ ଏକ ବ୍ୟାପକ ହିସାଂକାଣ୍ଡ ଦେଖିବାକୁ ମିଳିଛି । ଏହି ହିସାଂକାଣ୍ଡ ସ୍ଥାନୀୟ ଅଚଂଳରେ ଭୟାବହ ବାତାବରଣ ସୃଷ୍ଟି କରିଛି । ଲୋକଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ୧୪୪ ଧାରା ଲାଗୁ କରିଛିି । ଏହି ଘଟଣାଟି ପଶ୍ଚିମବଙ୍ଗର ମୋମିନପୁରରେ ଦେଖିବାକୁ…
Read More...

ହରିଶଙ୍କରକୁ ମୁଖ୍ୟମନ୍ତ୍ରୀଙ୍କ ଅଣଦେଖା

ବଲାଙ୍ଗୀର /ଜଗନ୍ନାଥ ଧରୁଆ :ପଶ୍ଚିମ ଓଡ଼ିଶାର ସୁପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ର ଉନ୍ନତି କରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ର ପ୍ରତିଶୃତି ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ, ପୂର୍ବତନ ଓ ଟି ଡ଼ି ସି ଚ୍ୟାୟାର ମେନ ତଥା ସ୍ଥାନୀୟ…
Read More...

ବସ୍ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ପାପଡାହାଣ୍ଡି / ଅନିଲି ପ୍ରଭାତ ଭତ୍ରା :ରାଇଘର ରୁ କଟକ ଯାଉଥିବା କିଙ୍ଗ ଫିସର ବସ କୁ କିଛି ଦୁର୍ବୁତ୍ତ ଆକ୍ରମଣ କରିଥିଲେ । ଦଶହରା ଦିନ ବଲାଙ୍ଗୀର ଜିଲ୍ଲା ର ସଇତାଲା ପାଖେ ବସ କୁ ପଥର ମାଡ଼ କରିଥିବା ବେଳେ ପୁଣି ଆଜି କିଛି ଦୁବୃତ୍ତ କିଙ୍ଗଫିସର ବସ ଉପରେ ପଥର ମାଡ କରିଛନ୍ତି ଯାହା ଫଳରେ…
Read More...