Browsing Tag

Subarnapur

ବେଇଆଇନ କଫ ସିରପ ଜବତ, ୩ ଗିରଫ

ସୋନପୁର: ବେଆଇନ କଫ ସିରପ କାରବାରକୁ ନେଇ ତିନି ଜଣଙ୍କୁ ଗିରଫ କରିଛି ସୋନପୁର ଟାଉନ ଥାନା ପୋଲିସ। ମିଳିଥିବା ସୂଚନା ଅନୁସାରେ ୧୦୦ ବୋତଲ କପସିରପ ଏବଂ ଏକ ସ୍କୁଟି ଜବତ କରିଛି ପୋଲିସ। ସୋନପୁର ଟାଉନ ଥାନା ଅଞ୍ଚଳରେ କିଛି ଦିନ ହେଲା ବେଆଇନ ଭାବେ କପସିରପ କାରବାର ଚାଲିଥିଲା। ତେବେ ସୋନପୁର…
Read More...

ବାଲ୍ୟ ବିବାହ ରୋକିଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର: ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ବହୁବିଧ ପଦକ୍ଷେପ ନିଆଯାଉଛି । ଗୁରୁବାର ବିନିକା ବ୍ଲକ ଫୁଲମୁଠି ଓ ଚରଦା ଗ୍ରାମରେ ୨ ଜଣ ନାବାଳିକାଙ୍କ ବିବାହ…
Read More...

ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ସରପଞ୍ଚଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

ସୁବର୍ଣ୍ଣପୁର: ବିନିକା ବ୍ଲକ ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବିନିକା ବ୍ଲକ ସଭାଗୃହଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ବ୍ଲକ ଅନ୍ତର୍ଗତ ସମସ୍ତ ୧୬ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ…
Read More...

ସୁବର୍ଣ୍ଣପୁରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଲଙ୍ଗଳକଟା ରାସ୍ତା କଡ଼ରେ ଥିବା ଜୁବେରି ଇଞ୍ଜିନିୟରିଂ କମ୍ପାନୀର ପ୍ଲାଷ୍ଟିକ ପାଇପ ଗଦାରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି…
Read More...

ଗରିବ କଲ୍ୟାଣ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ସୁବର୍ଣ୍ଣପୁର : ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗ ଦେଇ ଥିଲେ । ହିମାଚଳ ପ୍ରଦେଶର ରିଚ୍ ମଇଦାନରୁ ଏହି କାର୍ଯ୍ୟକ୍ରମରେ…
Read More...

ଗାନ୍ଧୀ ଷ୍ଟାଡିୟମରେ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଆଜି ସୁବର୍ଣ୍ଣପୁର…
Read More...

ତୁରନ୍ତ ସମାଧାନ ହେଲା ୭ ଗୋଟି ଅଭିଯୋଗ 

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ଡି ଆର ଡି ଏ ସମ୍ମିଳନୀ କକ୍ଷ ଠାରେ  ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର  ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେନ୍ଦ୍ର କୁମାର ପଣ୍ଡା ଯୁଗ୍ମ…
Read More...

ଚାଷ ଜମିରୁ ସୌମିତ୍ରୀଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର  : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମାଲେଝୁଲି ନିକଟ ମଞ୍ଜୁରିଆପାଲି ଜମି ଭିତରୁ ବଗବେରା ଅବଲ୍ଲୀନଗର ଗାଁର ସୌମିତ୍ରୀ ଭୋଇ ଓରଫ୍ କଳାକାହ୍ନୁ (୪୮)ଙ୍କ ମୃତଦେହ ରବିବାର ପୁଲିସ ଉଦ୍ଧାର କରିଛି । ତେବେ ସୌମିତ୍ରୀଙ୍କୁ ପିଟି ପିଟି ମାରି ଦିଆଯାଇଥିବା ତାଙ୍କ ପୁଅ…
Read More...

ଖଇରମାଲ ବ୍ୟାରେଜ ନିର୍ମାଣ କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦେଶର ସର୍ବୋଚ୍ଚ ତାପମାତ୍ରା ଏଠାରେ ରେକର୍ଡ କରାଯାଇଛି । ଏହା ଜଣାପଡ଼ିବା ପରେ ଜିଲ୍ଲାର ଲୋକଙ୍କ ମନରେ ଏକ ଅଜଣା ଭୟ ଖେଳି ଯାଇଛି । ଜିଲ୍ଲାର କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଆଗାମୀ ଦିନରେ ଜିଲ୍ଲାକୁ ମରୁଭୂମିରେ ପରିଣତ…
Read More...

ବ୍ୟକ୍ତିଗତ ସ୍ଵଛତା ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ଅପରିହାର୍ଯ୍ୟ

ସୁବର୍ଣ୍ଣପୁର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷ ଠାରେ ସ୍ଵଛତା ପକ୍ଷ୍ ପାଳନ  ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ବିଶ୍ବ ରଞ୍ଜନ ପତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଡା. ପ୍ରଦୀପ କୁମାର…
Read More...