Browsing Tag

Subarnapur

ଧାନ କ୍ଷୟକ୍ଷତି ଦାବୀରେ ଓଦା ଧାନ ବସ୍ତା ସହ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ସାମ୍ନାରେ ଧାରଣା ଦେଲେ ଚାଷୀ

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ନେତୃତ୍ୱରେ ସଂଗଠନ ପକ୍ଷରୁ ଶତାଧିକ ଚାଷୀ ରବି ଧାନ ନ ଉଠିବା ଓ ମଣ୍ଡିରେ ଧାନ ପଡ଼ି ବର୍ଷା ଜନିତ କ୍ଷୟକ୍ଷତିରେ ଧାନ ଗଜା ହୋଇଯିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ…
Read More...

ମଣ୍ଡିରୁ ଉଠୁନି ଧାନ, ବର୍ଷାରେ ଓଦା ହୋଇ ଗଜା ହେବାକୁ ବସିଲାଣି

ସୁବର୍ଣ୍ଣପୁର: ଅଦିନିଆ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲା ଚାଷୀଙ୍କ ଅମଳ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ ଖୋଲା ଆକାଶତଳେ ରହିଥିବା ବେଳେ ବର୍ଷା କାରଣରୁ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାର ବିଭନ୍ନ ବ୍ଲକର ଧାନ କ୍ରୟକେନ୍ଦ୍ରରେ ଚାଷୀଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ…
Read More...

ଆରବିଆଇ ପକ୍ଷରୁ କ୍ଷେତ୍ରସ୍ତରୀୟ ଆର୍ଥକ ସାକ୍ଷରତା କାର୍ୟ୍ୟକ୍ରମ ପାଳିତ

ସୁବର୍ଣ୍ଣପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ବର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ନୂତନ ଟାଉନ ହଲରେ ଏକ କ୍ଷେତ୍ରସ୍ତରୀୟ ଆର୍ଥକ ସାକ୍ଷରତା କାର୍ୟ୍ୟକ୍ରମ (ଏଫ୍ଏଲ୍‌ଏଫ୍ଏଲ୍‌ଇ) ଅନୁଷ୍ଠିତ ହୋଇଯାଇଛି। ଆରବିଆଇ ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ,…
Read More...

ଜିଲ୍ଲାପାଳ ଅନ୍ୟା ଦାସଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ରବି ନାରାୟଣ ନାଏକ

ସୁବର୍ଣ୍ଣପୁର( ଓମ୍ ପ୍ରକାଶ ମିଶ୍ର);-ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାରେ ଚାଲିଥିବା ମନରେଗା କାମ ମେସିନ୍ ଦ୍ଵାରା କରାଯାଉଥିବା  ଅଭିଯୋଗ ସତ୍ତ୍ୱେ ମଧ୍ୟ ବିଭାଗୀୟ ଅଧିକାରୀ…
Read More...

ସୁବର୍ଣ୍ଣପୁର ଜିଲ୍ଲା ବିଧାୟକ ନିରଞ୍ଜନ ପୂଜାରୀ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ଜିଲ୍ଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ତଥା ଓଡ଼ିଶାର ପ୍ରଭାବଶାଳୀ ନେତା ଭାବେ ବେଶ ପରିଚିତ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ।…
Read More...

ଜିଲ୍ଲାର କ୍ରୀଡ଼ାବିତ ମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରି କ୍ରୀଡା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ…

ସୁବର୍ଣ୍ଣପୁର-: ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ତଥା ପ୍ରୋତ୍ସାହନ ନିମନ୍ତେ ଆଜି ସୁବର୍ଣ୍ଣପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଭିଡିଓ କନଫରେନସିଙ୍ଗ ହଲ ଠାରେ ଅନୁଷ୍ଠିତ…
Read More...

ସୁବର୍ଣ୍ଣପୁର ଇଷ୍ଠଦେବୀ ମା’ ସୁରେଶ୍ଵରୀଙ୍କ ପୀଠରେ ସ୍ଵଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର -: ମା' ସୁରେଶ୍ଵରୀ ଙ୍କ ମନ୍ଦିର ଭିତର ଦୁଆର ଓ ଭୋଗ ମଣ୍ଡପ ସଫେଇ କଲେ ସ୍ବେଚ୍ଛାସେବୀ । ଆଜି ସୁବର୍ଣ୍ଣପୁର ର ଇଷ୍ଠଦେବୀ ମା' ସୁରେଶ୍ଵରୀ ଙ୍କ ପୀଠ ରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ସ୍ବଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।…
Read More...

ଗୋଟିଏ ରାତିରେ ୩ଟି ସିରିଜ ଚୋରି

ସୁବର୍ଣ୍ଣପୁର -: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବାରମ୍ବାର ଚୋରି ହେଉଛି । ଦୁର୍ବୃତ୍ତ ମାନେ ଖୋଲାଖୋଲି ଚୋରି କରୁଥିବା ବେଳେ ପୁଲିସ ଚୋରଙ୍କ ଟେର ପାଉନି । ଗତ ମାସରେ ବିନିକା ଥାନା ସମ୍ମୁଖ ସବ୍ ପୋଷ୍ଟ ଅଫିସରୁ କିଛି ଦୁର୍ବୃତ୍ତ ଚୋରି ଉଦ୍ୟମ କରି ୬ଟି…
Read More...

ବିଧାୟକ ରଘୁନାଥ ଜଗଦଲା ଓୟୁଏଟିର ପରିଚାଳନା ବୋର୍ଡ ସଦସ୍ୟଭାବେ ନିର୍ବାଚିତ

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର,ବୀରହାରାଜପୁର ଅଞ୍ଚଳ ବିଧାୟକ ରଘୁନାଥ ଜଗଦଲା ଓଡ଼ିଶା କୃଷି ବିଶ୍ୱଦ୍ୟାଳୟ ଓ ପ୍ରଯୁକ୍ତି ବିଦ୍ୟାଳୟ(ଓୟୁଏଟି )ର ପରିଚାଳନା ବୋର୍ଡ ସଦସ୍ୟଭାବେ ନିର୍ବାଚିତ ହୋଇଛନ୍ତି ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଭୁବନେଶ୍ବର ଏକାମ୍ର…
Read More...

ପଞ୍ଚଭୂତରେ ଲିନ ହେଲେ ବିଜେପି ନେତା ଗଦାଧର ପଣ୍ଡା

ସୁବର୍ଣ୍ଣପୁର-: ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ବଡ଼ଖମାର ଗ୍ରାମର ବରିଷ୍ଠ ବିଜେପି ନେତା ଗଦାଧର ପଣ୍ଡା (୭୦)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ସେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ  ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା…
Read More...