Browsing Tag

#subarnapur #reporterstoday

ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା…

ସୁବର୍ଣ୍ଣପୁର,ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମର ବଶିଷ୍ଠ ମଲ୍ଲିକଙ୍କ ଗତ ୫ରେ ଝାରସୁଗୁଡା ଜିଲ୍ଲା ବଡ଼ମାଳ ଛକରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଯୁବକ ଜଣକ ଏକ ଘରୋଇ କମ୍ପାନୀରେ ଅଗ୍ନିଶମ କର୍ମଚାରୀ  ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଓଡ଼ିଶା…
Read More...

ସାହିତ୍ୟ ପୁସ୍ତକ ତଥା ଲେଖକଙ୍କୁ ଉତ୍ସାହିତ କରିବା ପାଇଁ ଆସ ବହିଟିଏ କିଣିବା ଅଭିଯାନ

ସୁବର୍ଣ୍ଣପୁର,ସଂସ୍କୃତି ପରମ୍ପରା ର ମହାନ ପର୍ବ ଓଡିଆ ପକ୍ଷ ପାଳନ ଅବସରରେ ଅପ୍ରେଲ ୯ ତାରିଖ ବୁଧବାର ଦିନ ଓଡ଼ିଆ ସାହିତ୍ୟ ପୁସ୍ତକ ତଥା ଲେଖକ ଲେଖିକାଙ୍କୁ ଉତ୍ସାହିତ ସହ ପ୍ରୋତ୍ସାହିତ କରିବା ପାଇଁ ଆସ ବହି ଟିଏ କିଣିବା ଅଭିଯାନ ପାଳନ କରଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ…
Read More...