ସୁବର୍ଣ୍ଣପୁର ସହରରେ ଝୁଲଣ ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି…
ସୁବର୍ଣ୍ଣପୁର ସହରରେ ଝୁଲଣ ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି। ଦୋଳ ପୂର୍ଣ୍ଣିମା ସକାଳେ ସହରର ରାଜ ଉଆସ ସମ୍ମୁଖରେ ଥିବା ବଡ଼ ଗୋପାଳଜୀଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପରେ ସନ୍ଧ୍ୟାରେ ବଡ଼ ଗୋପାଳଜୀଙ୍କୁ ମନ୍ଦିର ପରିସରରେ ଥିବା ଝୁଲଣ ମଣ୍ଡପରେ ଉପବେସନ ପରେ…
Read More...
Read More...