Browsing Tag

students

ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ହଷ୍ଟେଲକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି । ହଷ୍ଟେଲ ମିଳି ନଥିବାରୁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଧାରଣାରେ ବସିଲେ ପିଜି ଡିପାର୍ଟମେଣ୍ଟର ଦ୍ୱିତୀୟ ବର୍ଷର ଛାତ୍ର । ହଷ୍ଟେଲରେ ସିଙ୍ଗଲରୁମ ମିଳୁନଥିବା ନେଇ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ ।…
Read More...

ଛାତ୍ରୀଙ୍କ ଆଗରେ ଶିକ୍ଷକଙ୍କର ଅଶ୍ଳୀଳ କାମ…

ନୂଆଦିଲ୍ଲୀ: ପିଲାମାନେ ତାଙ୍କ ପିତା, ମାତାଙ୍କ ପରେ ଯଦି କାହାକୁ ଦେବତାର ଆଖ୍ୟା ଦେଇଥାନ୍ତି, ତେବେ ସେ ହେଉଛନ୍ତି ଗୁରୁ ଅଥବା ଶିକ୍ଷକ । କିନ୍ତୁ ଆଜି କାଲି ଯୁଗରେ କିଛି ଶିକ୍ଷକଙ୍କର କଳାକାରନାମା ଯୋଗୁଁ ଶିକ୍ଷକଙ୍କ ଉପରେ ଭରଷା ଉଠିବାରେ ଲାଗିଛି । ଏହିପରି ଲଜ୍ୟାକର ଘଟଣା ସାମ୍ନାକୁ…
Read More...

ୟୁକ୍ରେନରେ ଫସିଛନ୍ତି ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀ ; ଚିନ୍ତାରେ ପରିବାର

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସେପଟେ ୟୁକ୍ରେନରେ ଡାକ୍ତରୀ ପଢ଼ୁଥିବା ଢେଙ୍କାନାଳର ଦୁଇଜଣ ଛାତ୍ରଛାତ୍ରୀ ସମେତ ପ୍ରାୟ ୪୦ରୁ ଅଧିକ ଓଡ଼ିଆ ପିଲା ଫସିରହିଥିବା ଜଣାପଡିଛି । ତେବେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ୱାଇଁଙ୍କ…
Read More...

ପୁଣି ଛାତ୍ରଛାତ୍ରୀ ସ୍କୁଲ ଆସିବା ନେଇ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ଯୋଗୁ ଦୁଇ ବର୍ଷ ହେଲା ପିଲାମାନେ ସ୍କୁଲ୍ ଯାଇନାହାନ୍ତି । ତେଣୁ ପିଲାଙ୍କ ପାଠ ପଢା ଉପରେ ବେଶ ପ୍ରଭାବ ପଡିଛି। ଏହିସବୁ ପରିସ୍ଥିତି ଦେଖି ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯାଇଛି । ସେହିପରି ଆସନ୍ତା ୧୪ରୁ ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ସ୍କୁଲ…
Read More...

୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ଥିବାରୁ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ଯାହାଦ୍ୱାରା ପିଲାଙ୍କ ଭବିଷ୍ୟତ ଉପରେ ବେଶ ପ୍ରଭାବ ପକାଇଛି । ତେଣୁ କୋଭିଡ଼ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଯାହାର ଆଜି ବିଚାର କରି…
Read More...

ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ସଂକ୍ରମଣକୁ ନଜରରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ଅବଧୀକୁ ବଢାଇଛନ୍ତି । ଏଥିପାଇଁ ସାରା ରାଜ୍ୟରେ ଲକଡାଉନ ହୋଇଥିବା ବେଳେ ସ୍କୁଲ ପିଲାଙ୍କ ନିକଟରେ କିଭଳି ବହି ପହଞ୍ଚିବ ସେଥିପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି ।…
Read More...

‘ବିଫ୍‌ ଫେଷ୍ଟିଭାଲ୍‌’ ଏବଂ ‘କିସ୍‌ ଅଫ୍‌ ଲଭ୍‌’କୁ ସମାଲୋଚନା କଲେ ଉପରାଷ୍ଟ୍ରପତି

(ଶୁଭସ୍ମିତା ଦାଶ): କିସ୍‌ କରିବାର ବା ଚୁମ୍ବନ ଦେବାର ଅଛି, ନିଜ ରୁମ୍‌ରେ ଯାଇ କିସ୍‌ କର, କିନ୍ତୁ ସର୍ବସାଧାରଣରେ ଏପରି କରିବା କ’ଣ ଦରକାର । ଏହା ଆମ ସଂସ୍କୃତି ଉପରେ ଖରାପ ପ୍ରଭାବ ପକାଉଛି । ଏଥିସହିତ ଜାତି, ଧର୍ମ, ଖାଦ୍ୟ ପସନ୍ଦ ଏବଂ ସଂସ୍କୃତିକୁ ନେଇ ଲାଗି ରହିଥିବା ସ୍ଥିତିରେ…
Read More...