Browsing Tag

student death

କେନାଲରେ ବୁଡି ଜଣେ ଛାତ୍ର ମୃତ

( ମମତା ସାମଲ): କେନ୍ଦ୍ରପଡା ଜିଲ୍ଲା ନୋଳସାହି ଗ୍ରାମରେ ଘଟିଛି ଅଘଟଣ । ଛାତ୍ର କେନାଲରେ ଗାଧୋଉଥିବାବେଳେ ଗୋଡ ଖସିଯାଇ ୮ ବର୍ଷର ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ସୁଧର ମଲ୍ଲିକଙ୍କ ପୁଅ ତୁଷାର ମଲ୍ଲିକ ବୋଲି ଜଣାପଡିଛି ।
Read More...

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀ ରେ ବୁଡି ଛାତ୍ର ମୃତ

(ଜଗନ୍ନାଥ ଅଗ୍ରୱାଲ) : ଅନୁଗୋଳ ଜିଲ୍ଲା ନିଶା ଗ୍ରାମରେ ଅଘଟଣ । ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀ ରେ ବୁଡି ଛାତ୍ର ମୃତ । ମୃତ ଛାତ୍ର ଜଣକ ହେଲେ ଚନ୍ଦନ ପରିଡା । ସେ ନିଶା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର। ବସନ୍ତ ପରିଡାଙ୍କ ପୁଅ ଚନ୍ଦନ ପରିଡା (୧୫) ଆଜି ପୋଖରୀ (ଖାଣ୍ଡରା…
Read More...