Browsing Tag

Student

ପାରାଦୀପ ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ

ପାରାଦୀପ-: ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ । ଲାଇଟ ହାଉସ ପାଖରେ ୮ ଛାତ୍ର ଗାଧୋଇଲା ବେଳେ  ଅଘଟଣ ଘଟିଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ପାରାଦୀପ ସମୁଦ୍ରରେ ଗାଧୋଉଥିଲେ । ଜଣେ ନିଖୋଜ ଛାତ୍ରଙ୍କୁ ସିଆଇଏସଏଫ ପକ୍ଷରୁ ଖୋଜାଖୋଜି ଚାଲିଛି । ସୂଚନା…
Read More...

ମଝିରେ ମଝିରେ କ୍ଲାସ ନକଲେ ଭିସା ହରାଇବେ ଛାତ୍ରଛାତ୍ରୀ

ଆମେରିକା-: ଭାରତୀୟ ଓ ଅନ୍ୟ ବିଦେଶୀ ଛାତ୍ରଛାତ୍ରୀ ମଝିରେ ମଝିରେ କ୍ଲାସ ନ କରିବା କିମ୍ବା ଅଧାରୁ ସେମାନଙ୍କ ପାଠ୍ୟକ୍ରମ ନ ଛାଡ଼ିବାକୁ ଆମେରିକା ଚେତାବନୀ ଦେଇଛି । ଏହାଦ୍ବାରା ଛାତ୍ରଛାତ୍ରୀମାନେ ଭିସା ହରାଇବା ଆଶଙ୍କା ରହିଛି । ଭବିଷ୍ୟତରେ ସେମାନେ କୌଣସି ଆମେରିକୀୟ ଭିସା ପାଇଁ ଆବେଦନ ବି…
Read More...

ଜମ୍ମୁର କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛନ୍ତି…

ଭୁବନେଶ୍ୱର-: ଲଗାତାର ୩–୪ ଦିନ ହେବ ଜମ୍ମୁ ଅଶାନ୍ତ ରହିଥିବା ବେଳେ ଏବେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛନ୍ତି ଓଡ଼ିଶା ସରକାର। ଜମ୍ମୁର କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ…
Read More...

IIT ହାଇଦ୍ରାବାଦରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ,ପରିବାର ଲୋକ କଲେ ହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର: IIT ହାଇଦ୍ରାବାଦରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟ ହୋଇଛି । ହଷ୍ଟେଲ ବନ୍ଦ କୋଠରିରୁ ମିଳିଲା ମୃତ ଦେହ । ମୃତ ଛାତ୍ରୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଝିଅ ନମିତା ନାଏକ । ସଂଗାରେଡ୍ଡୀରେ ଥିବା ଆଇଆଇଟି, ହାଇଦ୍ରାବାଦରେ ନମିତା ଏମଟେକ କରୁଥିଲେ ।…
Read More...

ଶିକ୍ଷକଙ୍କ ମାଡ଼ରେ ଅଷ୍ଟମ ଶ୍ରେଣୀର ଛାତ୍ର ଗୁରୁତର

ଗଞ୍ଜାମ/ରଜନୀକାନ୍ତ ପାତ୍ର: ଶିକ୍ଷକ ମାଡ଼ରେ ଛାତ୍ର ଲହୁଲୁହାଣ । ଗଂଜାମ ଜିଲ୍ଲା ପୋଲସରା କଣଛାଇ ଗାଁ ବିଦ୍ୟଳୟର ଜଣେ ଶିକ୍ଷକ ଜଣେ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କରିଥିବାର ଅଭିଯୋଗ ହୋଇଛି । ଶିକ୍ଷକଙ୍କ ମାଡରେ ଅଷ୍ଟମ ଶ୍ରେଣୀର ଛାତ୍ର ଗୁରୁତର ଅ।ହାତ ହୋଇଛନ୍ତି । ଛାତ୍ରଙ୍କୁ ବୁଗୁଡା…
Read More...

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍ ୟୁନିଫର୍ମ ଓ ଜୋତା

ଭୁବନେଶ୍ୱର: ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଭଳି ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ୟୁନିଫର୍ମ ମିଳିବ। ତେବେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ । ନୂଆ ଲୁକ୍ ଓ ନୂଆ ରଙ୍ଗର ପୋଷାକରେ…
Read More...

ଆଦର୍ଶ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ଗୋରୁମହିଷାଣୀ ସନ୍ନିକଟ ଆଦର୍ଶ ବିଦ୍ୟାଳୟରେ ଆଜି ୭୪ ତମ ଵନୋତ୍ସବ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ…
Read More...

ପାକିସ୍ତାନୀ ଛାତ୍ରଙ୍କ ଅଜବ କାରନାମା; ପରୀକ୍ଷା ଖାତାରେ ଉତ୍ତର ବଦଳରେ ଲେଖିଲେ ଗୀତ

ଇସଲାମାବାଦ: ପାକିସ୍ତାନୀ ଛାତ୍ରଙ୍କ ଅଜବ କାରନାମା । ପରୀକ୍ଷା ଖାତାରେ ଉତ୍ତର ବଦଳରେ ଗୀତ ଲେଖି ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଏମିତି ଏକ ଉତ୍ତର ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଛାତ୍ର ଜଣକ ପଦାର୍ଥ ବିଜ୍ଞାନ (ଫିଜିକ୍ସ) ଉତ୍ତର ଖାତାରେ ଉତ୍ତର ବଦଳରେ କିଛି…
Read More...

ମିଛ ଖେଳ ସତ ପାଲଟିଗଲା

ଭୁବନେଶ୍ୱର: ଦୀର୍ଘ ୧୬ଘଣ୍ଟା ପରେ ପାଣି ଭିତରୁ ଉଦ୍ଧାର ହେଲେ ନବନ ଶ୍ରେଣୀ ଛାତ୍ର ସୁମିତେନ୍ଦ୍ର ସାହୁଙ୍କ ମୃତଦେହ। ଆଜି ସକାଳୁ ଏକ ଘଣ୍ଟା ପାଣି ଭିତରେ ଖୋଜିବା ପରେ ସୁମିତେନ୍ଦ୍ରଙ୍କ ମୃତଦେହକୁ ଠାବ କରିଥିଲା ଅଗ୍ନିଶମ ବିଭାଗ । ସେପଟେ ସୁମିତେନ୍ଦ୍ରଙ୍କ ସାଙ୍ଗ ପୋଲିସ ଆଗରେ କହିଛନ୍ତି…
Read More...

ପ୍ରଥମ ବର୍ଷର ଛାତ୍ରୀଙ୍କୁ ସିନିୟରଙ୍କ ନିର୍ଯାତନା

ଗଞ୍ଜାମ/ ରଜନୀକାନ୍ତ ପାତ୍ର:ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିନାୟକ ଆଚାର୍ୟ୍ୟ କଲେଜ ପରେ ଏବେ ଖଲ୍ଲିକୋଟ ଜୁନିୟର କଲେଜରେ ରାଗିଂ ଅଭିଯୋଗ ହୋଇଛି । ଜଣେ ପ୍ରଥମ ବର୍ଷର ଛାତ୍ରୀକୁ ରାଗିଙ୍ଗ ଅଭିଯୋଗ ହୋଇଛି । ଦ୍ୱିିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ…
Read More...