Browsing Tag

stock market

ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।

ଭାରତୀୟ ପୁଞ୍ଜି ବଜାରରୁ ମୁଁହ ଫେରାଉଛନ୍ତି ବିଦେଶୀ ନିବେଶକ । ଚଳିତ ୨୦୨୬ ମସିହାର ପ୍ରଥମ ୧୬ ଦିନରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ୨୨,୫୩୦ କୋଟି ଟଙ୍କା (୨.୫ ବିଲିଅନ ଡଲାର) ଉଠାଇ ନେଲେଣି। ବିଶେଷ କରି ୨୦୨୫ ମସିହାରୁ ବିଦେଶୀ ନିବେଶକମା‌ନେ ଭାରତ ବଜାରରୁ ମୁହଁ…
Read More...

ଭାରତ-ପାକ୍ ଯୁଦ୍ଧ ବନ୍ଦ ହେବା ଭାରତୀୟ ନିବେଶକ ଏବଂ ବଡ ବ୍ୟବସାୟୀଙ୍କୁ ବଡ ଫାଇଦା ଆଣି ଦେଇଛି

ନୂଆଦିଲ୍ଲୀ-: ଭାରତ-ପାକ୍ ଯୁଦ୍ଧକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଗୋଟିଏ କଥା ଉଙ୍କି ମାରୁଥିଲା, ତାହା ହେଉଛି ଯୁଦ୍ଧ ହେଲେ ଦେଶ ବହୁତ ବର୍ଷ ପଛକୁ ପଳାଇବ । ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିବ । ଯୁଦ୍ଧ ହୋଇଥିଲେ ବୋଧ ହୁଏ ଏକଥା ସତ ବି ହୋଇପାରିଥାନ୍ତା, କିନ୍ତୁ ଭାରତ-ପାକ୍ ଯୁଦ୍ଧ ବନ୍ଦ…
Read More...

ନିଫଟି ସୂଚକାଙ୍କ ୫୫୦ରୁ ଅଧିକ ପଏଣ୍ଟ ବଢି ୨୪ହଜାର ୫୦୦ ପାର କରିଛି

ମୁମ୍ବାଇ-: ଆରବିଆଇ ରେପୋ ହାର ହ୍ରାସ ଠାରୁ ଆରମ୍ଭ କରି ଟ୍ରମ୍ପଙ୍କ ଇଲେକ୍ଟ୍ରୋନିକ୍ସ ଉପରେ ଶୁଳ୍କରୁ ମୁକ୍ତି ଦେବା ପର୍ଯ୍ୟନ୍ତ, ଏସୀୟ ବଜାରରୁ ଭାରତୀୟ ବଜାର ପର୍ଯ୍ୟନ୍ତ ସବୁକିଛି ଏକ ବୁଷ୍ଟର ଡୋଜ୍ ଭାବରେ କାମ କରିଛି। ଗୋଟିଏ ପଟେ ୱାଲ ଷ୍ଟ୍ରିଟରୁ ଜାପାନ ପର୍ଯ୍ୟନ୍ତ ଏସୀୟ ବଜାରରେ ଉଷ୍ମତା…
Read More...

୪୦୦୦ ପଏଣ୍ଟକୁ ଖସିଛି ସେନସେକ୍ସ, ୧୧୫୦ ପଏଣ୍ଟ ଡାଉନ୍‌‌ରେ ଖୋଲିଛି ନିଫ୍ଟ

ବ୍ୟୁରୋ-: ଭାରତୀୟ ସେୟାର ବଜାରରେ ଭୂକମ୍ପ ଦେଖାଦେଇଛି । ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ୪୦୦୦ ପଏଣ୍ଟକୁ ସେନସେକ୍ସ ଖସି ଆସିଛି । ୧୧୫୦ ପଏଣ୍ଟ ଡାଉନ୍‌‌ରେ ନିଫ୍ଟ ଖୋଲିଛି । ୧୯୦୦ ପଏଣ୍ଟ ଡାଉନ୍‌‌ ମିଡକ୍ୟାପ ରହିଥିବା ସୂଚନା ମିଳିଛି । ଆଜିର…
Read More...

ଷ୍ଟକ୍ ମାର୍କେଟରେ ଭୂକମ୍ପ, ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କଲା BSE

ମାର୍କେଟ୍ ଖୋଲୁ ଖୋଲୁ କ୍ରାସ୍। ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ମାର୍କେଟ ଖୋଲିବା ପରେ ସେନସେକ୍ସ ୧୬୨୭ ପଏଣ୍ଟ ଖସି ୭୯ ୩୫୪ ଓ ନିଫ୍ଟି ୫୦୨ ଖସି ୨୪୨୧୫ରେ ପହଞ୍ଚିଛି। ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ଆମେରିକାରେ…
Read More...

ଖସିବାରେ ଲାଗିଛି ସେୟାର ମାର୍କେଟ !

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣର ପ୍ରଭାବ ସାରା ବିଶ୍ୱ ଉପରେ ପଡିବାରେ ଲାଗିଛି । କେବଳ ସାମରିକ ଦୃ୍‌ଷ୍ଟିକୋଣରୁ ନୁହୈଁ ବରଂ ଅର୍ଥନୀତି ଉପରେ ମଧ୍ୟ ସମାନ ପ୍ରଭାବ ପଡୁଥିବାର ଦେଖିବାକୁ ମିଳୁଛି । ଯୁଦ୍ଧ ସିନା ୟୁକ୍ରେନ ରେ ହେଉଛ କିନ୍ତୁ ତାର ପ୍ରଭାବ ସାରା ବିଶ୍ୱରେ ଦେଖାଦେଇଛି ।…
Read More...