ଭୋଟ ଦାନ ଅଧିକାରରୁ ବଞ୍ଚିତ ୫ ରୁ ୭ ଲକ୍ଷ ଛାତ୍ରଛାତ୍ରୀ ଯୁବ ଭୋଟର
ଦେଶରେ ୬୧ ତମ ସମ୍ବିଧାନ ସଂଶୋଧନ ର ମୂଳ ଲକ୍ଷ୍ୟ ଥିଲା କିପରି ଯୁବକ ଛାତ୍ର ଛାତ୍ରୀ ମାନଙ୍କୁ ଭୋଟ ଦାନର ଅଧିକାର ପ୍ରଦାନ କରାଯାଇପାରିବ । ମାତ୍ର ଓଡିଶା ରେ ଚଳିତ ପଞ୍ଚାୟତ ନିର୍ବାଚନ ରେ ଛାତ୍ର ଛାତ୍ରୀ ମାନେ ଭୋଟ ଦାନ ଅଧିକାର ରୁ ବଞ୍ଚିତ ହେବାକୁ ଯାଉଛନ୍ତି । କାରଣ ଉତ୍କଳ ବିଶ୍ୱବିଦ୍ୟାଳୟ…
Read More...
Read More...