Browsing Tag

state

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ, ବାତ୍ୟା ଆଶଙ୍କା ନେଇ ସତର୍କତା

ଭୁବନେଶ୍ୱର,୧୨/୦୬: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଯାହା ସକ୍ରିୟ ରହିଛି । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ବଳୟ ବାତ୍ୟାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କାରଣ ଏହା…
Read More...

୩ ବର୍ଷର ଝିଅକୁ ହତ୍ୟା କଲା ବାପା

କୁଚିଣ୍ଡା ୧୨।୦୬: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଯୌତୁକ ବାହାଲ ଗାଁର ଅଭାବନୀୟ ଘଟଣା । ପାରିବାରିକ କଳହର କରୁଣ ପରିଣତି । ୩ବର୍ଷର ଝିଅକୁ ହତ୍ୟା ପରେ ଅନ୍ୟ ୩ଝିଅ ଓ ମାକୁ ହତ୍ୟା ଉଦ୍ୟମ । ସମସ୍ତେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି…
Read More...

ବାହାରେ ସଟର୍, ଭିତରେ ବେପାର : ସିଲ୍ ହେଲା ଶ୍ରୀମାନ ଶ୍ରୀମତୀ କ୍ଲଥ୍ ଷ୍ଟୋର୍

ଚଣ୍ଡିଖୋଲ,୧୨/୦୬:   ଲକଡାଉନ କଟକଣା ଉଲଘଂନ କରି ଚାଲି ଥିଲା ବେପାର । ଲୁଗା ଦୋକାନ ସିଲ୍ କଲା ପ୍ରଶାସନ । ଯାଜପୁର ଜିଲ୍ଲା ଜାରକାଠାରେ ଶ୍ରୀମାନ ଶ୍ରୀମତୀ ଲୁଗା ଦୋକାନକୁ ପ୍ରଶାସନ ସିଲ୍ କରିଛି । ସୂଚନାନୁସାରେ, ଦୋକାନ ଆଗରେ ସଟର ବନ୍ଦ କରି ଭିତରେ ଗ୍ରାହକଙ୍କୁ ପୁରାଇ ବସ୍ତ୍ର ବିକ୍ରି…
Read More...

ଇଟା ଭାଟିରୁ ଏକ ମାଈ ହରିଣ ଉଦ୍ଧାର

ବାରଙ୍ଗ,୧୨/୦୬: ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ନୂଆସାହି ଇଟା ଭାଟିରୁ ଏକ ମାଈ ହରିଣ ଉଦ୍ଧାର କରାଯାଇଛି । ସିଟି ଫରେଷ୍ଟ ପକ୍ଷରୁ ହରିଣଟିକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । କୁଆଖାଇ ନଦୀ ପଠା ହୋଇ ଏହି ହରିଣଟି ପୁରୀ ମେନ୍ କେନାଲରେ ପସି ନୂଆ ସାହି ଇଟା ଭାଟିରେ ବୁଲୁ ଥିଲା ।…
Read More...

ଓଡ଼ିଶା ପୋଲିସରେ ନିଯୁକ୍ତି ପାଇପାରିବେ କିନ୍ନର

ଭୁବନେଶ୍ୱର: କିନ୍ନରଙ୍କ ପାଇଁ ଖୁସି ଖବର । ଓଡ଼ିଶା ପୋଲିସରେ ନିଯୁକ୍ତି ପାଇପାରିବେ କିନ୍ନର । ୪୭୭ ସବ ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଙ୍ଘ…
Read More...

ସୋନୁ ସୁଦଙ୍କୁ ଭେଟିବା ପାଇଁ ଖାଲି ପାଦରେ ହାଇଦ୍ରାବାଦରୁ ମୁମ୍ବାଇ ପହଞ୍ଚିଲେ ଫ୍ୟାନ୍, ଫଟୋ ସେୟାର କରି ଅଭିନେତା…

ନୂଆଦିଲ୍ଲୀ ୧୧/୦୬: କରୋନା ମହାମାରୀରେ ସୋନୁ ସୁଦ ଲୋକଙ୍କୁ ନିରନ୍ତର ସାହାଯ୍ୟ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରତିଦିନ ଅଭିନେତାଙ୍କ ବିଷୟରେ କିଛି ଭିଡିଓ କିମ୍ବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ବ୍ୟତୀତ ସୋନୁ ସୁଦ ନିଜେ ମଧ୍ୟ ତାଙ୍କ ସୋସିଆଲ୍ ଆକାଉଣ୍ଟରେ କିଛି ନା…
Read More...

ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଜଳେଶ୍ବର ୧୧।୬: ପେଟ୍ରୋଲ ଦର ଶତକ ଛୁଇଁଲା । ଡିଜେଲ ଦର ମଧ୍ୟ ଶତକ ଛୁଇଁବାକୁ ଲଗାତର ପ୍ରୟାସ ଜାରି ରଖିଛି । ଖାଇବା ତେଲ ମଧ୍ୟ ଦ୍ବିଶତକରେ ପହଞ୍ଚି ଗଲାଣି । ଏପରି ସମୟରେ ଖାଉଟି ହେଉଛନ୍ତି ହନ୍ତସନ୍ତ.। ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ରଖି ପାରୁନଥିବାରୁ ଶାସନ କରିବାରେ…
Read More...

ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା !

ମୋରଡା, ୧୧/୦୬ : ନାବାଳକକୁ ଗୋଡାଇ ଗୋଡାଇ ହାଣିଲେ । ଛଟପଟ ହୋଇ ଚାଲିଗଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡାରେ। ଜଣେ ନାବାଳକଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସୂଚନା ଅନୁସାରେ, ମୋରଡା ଥାନା ଅନ୍ତର୍ଗତ ମହୁଲବଣୀ ଗାଁରେ ଏହି…
Read More...

୨୪ ଘଣ୍ଟାରେ ଘନୀଭୂତ, ୯ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର,୧୧/୦୬: ଓଡ଼ିଶାକୁ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ପାଦ ଥାପିଛି ଦକ୍ଷିଣ ଓଡ଼ିଶାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ପ୍ରବେଶ କରିଛି । ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ,…
Read More...

ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଭୁବନେଶ୍ୱର, ୧୧।୦୬ : ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । କରୋନାରେ ଆକ୍ରାନ୍ତ ହୋଇ ପ୍ରଫେସର ରାଧାମୋହନ ଶେଷ ନିଶ୍ୱାତ ତ୍ୟାଗ କରିଛନ୍ତି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଇହଲୀଳା ସମ୍ପନ୍ନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ତାଙ୍କର ପରଲୋକରେ…
Read More...