Browsing Tag

state

ଜାମିଆର କବରସ୍ଥାନରେ ଦାନିଶି ସିଦ୍ଦିକଙ୍କ ହେବ ଅନ୍ତିମ ସଂସ୍କାର, ପ୍ରୋଟୋକଲ୍ ଭାଙ୍ଗି ମଞ୍ଜୁରୀ ଦେଲେ କୁଳପତି

ନୂଆଦିଲ୍ଲୀ ୧୮।୦୭: ଜାମିଆ ଇସଲାମିଆ ବିଶ୍ଵ ବିଦ୍ୟାଳୟରେ ହେବ ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ତଥା ପୁଲଟିଜର ବିଜେତା ଦାନିଶ ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର। ଆଫଗାନିସ୍ତାନରେ ତାଲିବାନ ଆକ୍ରମଣରେ ଦାନିଶ ସିଦ୍ଦିକଙ୍କ ମୃତ୍ୟୁ ଘଟିଥିଲା। ଏହି ବିଷୟରେ ସୂଚନା ଦେଇଛି ଜାମିଆ ଇସଲାମିଆ ବିଶ୍ଵ…
Read More...

ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ନାମକରଣ ପଛରେ କଣ ରହିଛି କାହାଣୀ, ରାବଣ ସହ ଅଛି ସମ୍ପର୍କ

ଦେଓଘର ୧୮/୦୭ : ଦେଶର ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଦେଓଘରରେ ସ୍ଥିତ ବୈଦ୍ୟନାଥ ଅନ୍ୟତମ। ପୌରାଣିକ ବିଶ୍ୱାସ ଅନୁଯାୟୀ ମାତା ସତୀଙ୍କ ୫୨ ଖଣ୍ଡରେ ମାତା ସତୀଙ୍କ ହୃଦୟ ଏଠାରେ ପଡିଗଲା। ମନ୍ଦିରର ଶୀର୍ଷରେ ତ୍ରିଶୂଲ ପରିବର୍ତ୍ତେ ପଞ୍ଚସୁଲ ରହିଛି। ଏହାର ଦର୍ଶନ ଦ୍ୱାରା ହିଁ ସବୁ ମନୋସ୍କାମନା…
Read More...

ସ୍ମୃତିର ଓଡ଼ିଶା ପକ୍ଷରୁ ୭ମ ଜାତୀୟ ରଥଯାତ୍ରା ଭଜନ ସମାରୋହ ଏବଂ ରଥଯାତ୍ରା ସମ୍ମାନ ୨୦୨୧ ଆୟୋଜିତ

ଭୁବନେଶ୍ୱର, ୧୮/୦୭: ସ୍ମୃତିର ଓଡ଼ିଶା ଆନ୍ତର୍ଜାତିକ ଟ୍ରଷ୍ଟ ପକ୍ଷରୁ ୭ମ ଜାତୀୟ ରଥଯାତ୍ରା ଭଜନ ସମାରୋହ ଏବଂ ୭ମ ରଥଯାତ୍ରା ସମ୍ମାନ ୨୦୨୧ ଆୟୋଜିତ ହୋଇଯାଇଛି । ପୁରୀରେ ଏହି ଟ୍ରଷ୍ଟ ଭଜନ ସମାରୋହ ଆୟୋଜନ କରିଥିବା ବେଳେ ଭର୍ଚୁଆଲ୍ ମୋଡ୍‌ରେ ମଧ୍ୟ ଆୟୋଜନ କରାଯାଇଥିଲା ।ଟ୍ରଷ୍ଟର ସଂସ୍ଥାପକ…
Read More...

ଲୋପ ପାଉଛି ପାରମ୍ପରିକ ଧାନ ବିହନ

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ହିଞ୍ଜିଳିକାଟୁ ଅଞ୍ଚଳରେ ଚାଷୀ ତାର ପୁରୁଣା କୈଶଳରେ ଚାଷ କରିବା ଦ୍ୱାରାରା ଆଉ ଅଧିକ ଲାଭବାନ ହୋଇପାରୁନାହିଁ । ତେଣୁ ଆଧୁନିକ ପ୍ରଣାଳୀରେ ଚାଷ କରିବା ସହ ଆଧୁନିକ ପ୍ରଣାଳୀରେ ବିହନ ବ୍ୟବହାର କରିବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ଧାନ ବିହନ ଲୋପ…
Read More...

ଉଲଘଂନ ଅଭିଯୋଗରେ ଲଜରେ ଚଢ଼ାଉ

ପୁରୀ/ଜୟନ୍ତ କୁମାର ସେଠୀ : ରଥଯାତ୍ରାରେ ପ୍ରଶାସନ ପକ୍ଷରୁ ଜାରି କଟକଣା ଉଲଘଂନ ଅଭିଯୋଗରେ ପୁରୀରେ ଏକ ଲଜ ବିରୋଧରେ କାର୍ୟ୍ୟନୁଷ୍ଠାନ ନିଆଯାଇଛି। ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜ ବିରୋଧରେ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ସିଲ କରାଯାଇଛି। ଅଭିଯୋଗ ଅନୁସାରେ ରଥଯାତ୍ରା ଦିନ ଉକ୍ତ…
Read More...

ଆଜି ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡପ ଅବଢ଼ା

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ମହାପ୍ରଭୁଙ୍କ ଆଡପ ଅବଢ଼ା ଆଜି ଗୁଣ୍ଡିଚା ମନ୍ଦିରରୁ ବାହାରିଛି। ବ୍ୟବସ୍ଥା ଅନୁଯାୟୀ ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡରେ ୨ଟି କାଉଁଣ୍ଟର ହୋଇଛି । ଭକ୍ତ ମାନେ ସେଠାରେ ଟୋକନ କାଟି ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇ ପାରିବେ । ସୁଆର…
Read More...

ଉଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ/ ଜଗନ୍ନାଥ ମହାନ୍ତି: ରଥଯାତ୍ରାରେ କର୍ଫ୍ୟୁ ଲାଗିଥିବା ସତ୍ୱେ ଅନେକ ରାଜ୍ୟ ବାହାର ଵ୍ୟକ୍ତି, ଅଣ ସେବାୟତ ମହାପ୍ରଭୁଙ୍କ ରଥ ଟାଣିବା ସହ ଛାତ ଉପରେ ବସି ରଥଯାତ୍ରା ଦେଖିଚନ୍ତି। ଏଣୁ ନୀୟମ ଉଲଘଂନ କରିଥିବା ଵ୍ୟକ୍ତିଙ୍କ ବିରୋଧରେ କଡା କାର୍ୟ୍ୟନୁଷ୍ଠାନ ଦାବି କରିଛି ପୁରୀ ଜିଲ୍ଲା ଯୁବ…
Read More...

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ରାଲି

ଭଦ୍ରକ/ସେକ ଫାଇଜାନ କାଦ୍ରି: ଦରଦାମ ବୃଦ୍ଧି ପ୍ରତିବାଦରେ ଭଦ୍ରକରେ କଂଗ୍ରେସର ସାଇକେଲ ରାଲି । ପେଟ୍ରୋଲ, ଡିଜେଲ ଆଦି ଖଣିଜ ତୈଳ ଓ ରନ୍ଧନ ଗ୍ୟାସର ଦର ଦିନକୁ ଦିନ ବୃଦ୍ଧି ପାଇ କରୋନା ମହାମାରୀ କାଳରେ ସାଧାରଣ ଜନତାଙ୍କ ଆରô୍ଥକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଖାଇବା ତେଲ ଓ ଅନ୍ୟାନ୍ୟ…
Read More...

ଫିଲାଟେଲିକ ବ୍ୟୁରୋ ସ୍ଥାନାନ୍ତରକୁ ବିରୋଧ 

କଟକ/ଜଗନ୍ନାଥ ମହାନ୍ତି : କଟକ ସ୍ଥିତ ରାଜ୍ୟର ପ୍ରଥମ ଐତିହାସିକ ଫିଲାଟେଲିକ ବ୍ୟୁରୋକୁ ସ୍ଥାନାନ୍ତରିତ ପ୍ରସଙ୍ଗ। ବକ୍ସି ବଜାର ସ୍ଥିତ ଜିପିଓ ପରିସରରେ ଥିବା ଓଡିଶାର ପ୍ରଥମ ଫିଲାଟେଲିକ ବ୍ୟୁରୋକୁ କଟକରୁ ସ୍ଥାନାନ୍ତରିତ କରିବା ପାଇଁ  ଡାକ ବିଭାଗ ପକ୍ଷରୁ ଜାରି କରାଯାଇଛି ଚିଠି। କଟକରୁ…
Read More...

ବ୍ରହ୍ମପୁର ବିଧାୟକଙ୍କୁ କରୋନା ଯୋଦ୍ଧା ସମ୍ମାନ

ହିଞ୍ଜିଳି/ରଜନୀକାନ୍ତ ପାତ୍ର : ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏନେଇ ସୋମବାର ଗଜପତିନଗର ନିବାସୀ ଗଞ୍ଜାମ ଜିଲ୍ଲା କୁର୍ମୀକ୍ଷତ୍ରିୟ ସମାଜ ପକ୍ଷରୁ ତାଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ…
Read More...