Browsing Tag

state

ଓଡ଼ିଶାରେ ନର୍ସରୀ ବିକାଶ ପାଇଁ ୱେଭ୍ ଓ କଡିଅମ୍ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ

ଭୁବନେଶ୍ୱର : ଓଡ଼ିଶାରେ ନର୍ସରୀ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷରେ ନିକଟରେ ରାଜ୍ୟର ୱାଲ୍ଡେନ୍ ଉଡ୍ସ ଇକୋ ଭିଲେଜ ଏବଂ ଆନ୍ଧ୍ରପ୍ରଦେଶର ସାର୍ ଆର୍ଥର କଟ୍ଟନ୍ ନର୍ସରୀ ଫାର୍ମର୍ସ ଆସୋସିଏସନ୍ ଓ କଡିଅମ ନର୍ସରୀ ଫାର୍ମର୍ସ ପ୍ରଡ୍ୟୁସର୍ସ ଆସୋସିଏସନ୍ ମଧ୍ୟରେ ଏକ ରାଜିନାମା…
Read More...

ଶ୍ରୀମନ୍ଦିରରେ ବିରାଜିଲେ ଶ୍ରୀଜିଉ

ଗୋପ/ଜୟନ୍ତ କୁମାର ସେଠୀ: ଶ୍ରୀମନ୍ଦିର ରତ୍ନ ବେଦୀରେ ବିରାଜମାନ କରିସାରିଛନ୍ତି ମହାପ୍ରଭୁ । ଆଜିଠାରୁ ପୁଣି ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଛି। ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏ ଦୀର୍ଘ ଏକ ମାସ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁପସ୍ଥିତ ଯୋଗୁ ଅନ୍ନ ଭୋଗ ବନ୍ଦ ଥିବା ବେଳେ ଆଜି ଠାରୁ…
Read More...

ଶ୍ରୀଜିଉ ଭଙ୍ଗା କିରିଟ ପିନ୍ଧିବା ନେଇ ଜଗନ୍ନାଥର ବିରୋଧ

ଗୋପ/ଜୟନ୍ତ କୁମାର ସେଠୀ: ସୁନା ବେଶରେ ମହାପ୍ରଭୁ ଭଙ୍ଗା କିରିଟ ପିନ୍ଧିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କୁ ଯେଭଳି ଭଙ୍ଗା କିରିଟ ପିନ୍ଧାଗଲା ତାହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ଯେଉଁଠି ମହାପ୍ରଭୁଙ୍କର…
Read More...

ଲୁଟ ଘଟଣା, ୧୨ ଗିରଫ

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ଗତ କଛିଦିନ ତଳେ ଆସିକା ଓ ଗାଙ୍ଗପୁର ଥାନା ଅଞ୍ଚଳରରେ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ମରଣାସ୍ତ୍ର ଦେଖାଇ ହୋଇଥିବା ଟଙ୍କା ଲୁଟ ଘଟଣାର ପର୍ଦାଫାଶ କରିଛି ପୋଲିସ । ଏହି ଲୁଟ ଘଟଣାରେ ସମ୍ପୃକ୍ତ ୧୨ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ମୁଖ୍ୟତଃ…
Read More...

ଦୁର୍ଗନ୍ଧ ପରିସରକୁ ସଫା କଲେ ସମାଜେସେବୀ

ମାଲକାନଗିରି/ସୂଯ୍ୟକାନ୍ତ ବେହେରା: କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ଭାଗରେ ଥିବା ଯାତ୍ରୀ ପ୍ରତିକ୍ଷାଳୟ ଓ ଲୋକଙ୍କ ସହାୟତା ନିମନ୍ତେ ନିକଟ ଅତୀତରେ ଏଟିଏମ ଲୋକାର୍ପିତ ହୋଇଥିଲା । କିନ୍ତୁ ଏହି ଏଟଏମ ପରିସରରେ ଦୁର୍ଗନ୍ଧ ହେଉଛି । କାହିଁକି ନାଁ ପାଖରେ ଥିବା…
Read More...

ସାମ୍ବାଦିକ ସଂଗ୍ରାମଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଦେଲେ ପୁରାତନ ଇଂଜିନିୟରିଂ ବନ୍ଧୁ

ଗୋପ/ଜୟନ୍ତ କୁମାର ସେଠୀ: କୋଭିଡରେ ଆକ୍ରାନ୍ତ ହୋଇଥିବା କୋଣାର୍କର ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର ଗତ ମେ ୨୩ରେ ପ୍ରାଣ ହରାଇଥିଲେ । ଏହି ଯୁବ ସାମ୍ବାଦିକ ଜଣକ ଦୈନିକ ଓଡ଼ିଆ ଖବର କାଗଜ ସମୟରେ କାମ କରୁଥିଲେ । ମୃତ ସାମ୍ବାଦିକ ହେଲେ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର…
Read More...

ମାଣିକେଶ୍ୱରୀ ପୀଠରୁ କୋସଲ  ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ

କଳାହାଣ୍ଡି/ଗୋଲାପ ସାହୁ: ଭବାନୀପାଟଣା ମାଣିକେଶ୍ୱରୀ ପୀଠରୁ କୋସଲ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ପଶ୍ଚିମ ଓଡିଶା ମଧ୍ୟରେ ରହିଥିବା କୋସଲ ଅଂଚଳକୁ ନେଇ ରାଜନୀତି ବାରମ୍ବାର ହେଉଛି ।ଏହି ଅଞ୍ଚଳକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରି କୋଶଲ ସ୍ୱାଭିମାନ ଅଭିଯାନ…
Read More...

ଯୁବକଙ୍କ ନାଁରେ ଥାନାରେ ଏତଲା ଦେଲେ ରାଣୀ

ଗୋପ/ଜୟନ୍ତ କୁମାର ସେଠୀ: କେନ୍ଦ୍ରାପଡା ରାଜକନିକା ଅଞ୍ଚଳର ଦିଲ୍ଲୀପ ବିନ୍ଧାଣି ନାମକ ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରିବା ଅଭିଯୋଗରେ ଟାଉନ ଥାନାରେ ଏତଲା। ଏତଲା ଦେଲେ ଯାତ୍ରା ଜଗତର ନାୟିକା ତଥା ଚର୍ଚ୍ଚିତ ରାଣି ପଣ୍ଡା ଦେଲେ ଏତଲା। କଫ୍ୟୁ ଯୋଗୁଁ…
Read More...

ଇଣ୍ଟେନମେଣ୍ଟ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ହିଞ୍ଜିଳି ସବରେଜିଷ୍ଟ୍ରୀ କାର୍ୟ୍ୟାଳୟରେ ପ୍ରାୟ ପ୍ରତ୍ୟେକ ଦିନ ଇଣ୍ଟରନେଣ୍ଟ ସମସ୍ୟା ଲାଗି ରହୁଛି । କାର୍ୟ୍ୟାଳୟକୁ ବହୁ ଦୂର ଦୂରାନ୍ତରୁ ଲୋକ ମାନେ ଆସନ୍ତି ଜାଗା ରେଜିଷ୍ଟ୍ରି କରିବାକୁ । କିନ୍ତୁ ପ୍ରାୟ ସବୁ ସମୟରେ କାର୍ୟ୍ୟାଳୟରେ ଲିଙ୍କ ଫେଲ। ଉକ୍ତ…
Read More...

ଆଜି ଇଦ୍ ଉଲ୍ ଜୁହା

ଆଜି ଇଦ୍ ଉଲ୍ ଜୁହା । ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନନ୍ଦର ସହ ପାଳନ କରନ୍ତି । କରୋନା କଟକଣା ଥିବା ବେଳେ ଇଦ ଉଲ ଜୁହା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି । ତେବେ କୋରୋନା ମହାମାରୀ ଯୋଗୁଁ କଟକଣା ମଧ୍ୟରେ ଏହି ପର୍ବ ଅନୁଷ୍ଠିତ ହେଉଥିବା ବେଳେ, ବିଭିନ୍ନ ମସଜିଦ୍…
Read More...