ସିପିଆଇ(ଏମ) ଘୋଷଣା କଲା ତାରକା ପ୍ରଚାରକ ତାଲିକା
(ସରୋଜ ରାଉତ / ଭୁବନେଶ୍ୱର): ଆଗାମୀ ନିର୍ବାଚନ ପାଇଁ ସିପିଆଇ (ଏମ) ଓଡିଶା ରାଜ୍ୟ କମିଟି ପକ୍ଷରୁ ତାରକା ପ୍ରଚାରକ ତାଲିକା ଘୋଷିତ ହୋଇଛି । ଏଥିରେ ୪୦ ଜଣଙ୍କ ନାମ ସିଇଓଙ୍କୁ ପ୍ରଦାନ କରାଯାଇଛି । ତାଲିକାରେ ସର୍ବଭାରତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ପଲିଯ୍ବ୍ୟୁରୋ ସଭ୍ୟ ପ୍ରକାଶ…
Read More...
Read More...