Browsing Tag

SRILANKA

ଶ୍ରୀଲଙ୍କାରେ ହଟିଲା ଜରୁରୀକାଳୀନ ପରିସ୍ଥିତି

ଖରାପ ଆର୍ଥିକ ସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ସବୁକିଛି ଗଡ଼ବଡ଼ ଚାଲିଛି । ମନ୍ତ୍ରୀମାନେ ଦେଶ ଛାଡ଼ୁଥିବା ବେଳେ ଜନତାମାନେ ରାସ୍ତାରେ ଧାରଣା ଦେଉଛନ୍ତି । ଏହାରି ମଧ୍ୟରେ ଶ୍ରୀଲଙ୍କାରେ ହଟିଛି ଜରୁରୀକାଳୀନ ପରିସ୍ଥିତି । ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ମଙ୍ଗଳବାର…
Read More...

ଦର ବୃଦ୍ଧିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଲେ ଶ୍ରୀଲଙ୍କାର ଜନତା

କଲମ୍ବୋ : ଶ୍ରୀଲଙ୍କାରେ ଧୀରେ ଧୀରେ ବଢିବାରେ ଲାଗିଛି ଶଙ୍କଟ । ସେଠାରେ ଆକାଶ ଛୁଆଁ ହେଲାଣି ଦରଦାମ୍ ବୃଦ୍ଧି । ଏପରିକି ଦର ଦାମ ବୃଦ୍ଧିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଲେଣି ସାଧାରଣ ଜନତା । ସରକାରଙ୍କ ଏପରି ଆଇନକୁ ବିରୋଧ କରି ଶ୍ରୀଲଙ୍କଲାର ବିଭିନ୍ନ ସହରରେ ଦେଖିବାକୁ ମିଳିଛି ଅଶନ୍ତୋଷ ।…
Read More...

ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି ଶ୍ରୀଲଙ୍କା

ଶ୍ରୀଲଙ୍କା : ଋଣଗ୍ରସ୍ତ ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି। ବିଦେଶରୁ ଆବଶ୍ୟକ ଜିନିଷ ପତ୍ର ଆମଦାନୀ ନିମନ୍ତେ ଦେଶ ପାଖରେ ଆବଶ୍ୟକ ବିନିମୟ ଭଣ୍ଡାର (ଡଲାର) ନାହିଁ। ଡଲାର ଅଭାବ ଯୋଗୁଁ ଶ୍ରୀଲଙ୍କା ସରକାର ବିଦେଶରୁ ଇନ୍ଧନ, ଔଷଧ, ଖାଦ୍ୟ ଓ କାଗଜ ଆମଦାନୀ କରିପାରୁ…
Read More...