ଟି-୨୦ ବିଶ୍ବକପ୍ : ୟୁଏଇକୁ ୭୯ରନରେ ହରାଇଲା ଶ୍ରୀଲଙ୍କା
ଗିଲଙ୍ଗ୍ : ଗିଲଙ୍ଗ ( ଅଷ୍ଟ୍ରେଲିଆ)ର ସାଇମଣ୍ଡ ଷ୍ଟାଡିୟମଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-ଏର ଏକ ମ୍ୟାଚରେ ୟୁଏଇକୁ ୭୯ ରନରେ ହରାଇଦେଇଛି ଶ୍ରୀଲଙ୍କା । ନିଜର ପ୍ରଥମ ମ୍ୟାଚରେ ନାମିବ୍ୟାଠାରୁ ୫୫ ରନରେ ହାରିଯାଇଥିବା ଶ୍ରୀଲଙ୍କାର ଏହା ପ୍ରଥମ ବିଜୟ । ଆଜିର ମ୍ୟାଚରେ ୟୁଏଇ ଟସଜିତି…
Read More...
Read More...