ନା ଅଛି ଅର୍ଥ ନା ଇନ୍ଧନ, ଶ୍ରୀଲଙ୍କା ପରେ ଏବେ ପାକିସ୍ତାନ
ବ୍ୟୁରୋ: ଶ୍ରୀଲଙ୍କା ପରେ ଏବେ ପାକିସ୍ତାନରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଦୁର୍ଦ୍ଦିନୀ କଳାବାଦଲ । ଏଠାରେ ଅତ୍ୟାବଶ୍ୟକ ଦ୍ରବ୍ୟର ଘୋର ଅଭାବ ପରିଲକ୍ଷିତ ହେଲାଣି । ଦେଶ ଚଳାଇବାକୁ ନା ଅଛି ଅର୍ଥ ନା ଅଛି ଇନ୍ଧନ । ଦେଶକୁ କିପରି ଚଳାଇବେ ସେହି ଚିନ୍ତାରେ ଶାହାବାଜ୍ ସରକାର । ପାକିସ୍ତାନରେ…
Read More...
Read More...