ରାମନବମୀରେ ଶୋଭା ବଢାଇଲା ସୂର୍ଯ୍ୟତିଳକ
ଅଯୋଧ୍ୟା: ରାମନବମୀ ଅବସରରେ ଅଯୋଧ୍ୟାରେ ବିରାଜିତ ହୋଇଥିବା ରାମଲଲାଙ୍କ ସୂର୍ଯ୍ୟତିଳକ ହୋଇଛି । ଏହି ଶ୍ରୀରାମଲଲାଙ୍କ ସୂର୍ଯ୍ୟତିଳକ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଛି । ଠିକ୍ ମଧ୍ୟାହ୍ନ ବେଳେ ଦେଖିବାକୁ ମିଳିଥିଲା ଏହି ଅଭିନବ ଦୃଶ୍ୟ । ବିଜ୍ଞାନର ଫର୍ମୁଲା ଅନୁସାରେ ଏହା ସମ୍ପନ୍ନ…
Read More...
Read More...