Browsing Tag

sree mandir

ବନକଲାଗି ନିତି ବିଶୃଙ୍ଖଳା ପ୍ରସଙ୍ଗ, ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

ପୁରୀ /ସଞ୍ଜୟ ମହାପାତ୍ର : ବନକଲାଗି ନିତି ବିଶୃଙ୍ଖଳା ପ୍ରସଙ୍ଗ। ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ। ଚାରିଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ। ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ହୋଇଛି ନୋଟିସ। ୨୦୧୮ ପରିଚାଳନା କମିଟି ନିସ୍ପତି ଅନୁସାରେ ପ୍ରତି ବୁଧବାର ବନକଲାଗି…
Read More...

ନୀଳାଦ୍ରି ଅବଢା ପାଇଁ ସକାଳୁ ଭକ୍ତଙ୍କର ଲମ୍ବା ଲାଇନ

ପୁରୀ: ସରିଛି ମହାବାହୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ୧୨ଦିନର ଲୀଳାଖେରା ସାରି ଶ୍ରୀମନ୍ଦିରକୁ ଫେରିଛନ୍ତି ଶ୍ରୀଜିଉ । ଏବେ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଏହା ସହ ଆଜି ଭକ୍ତ ମାନେ ନୀଳାଚଲ ଅବଢା ପାଇଛନ୍ତି । ସେଥିପାଇଁ ଆଜି ସକାଳୁ ଭକ୍ତଙ୍କର ଲମ୍ବା…
Read More...

‘ଉତ୍ସବ’ ଆପରେ ଠକେଇ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖିଲା ସିଂହଦ୍ୱାର ପୋଲିସ

ପୁରୀ: ଅନଲାଇନ ଯୋଗେ ଶ୍ରୀମନ୍ଦିରରେ ପୂଜା କରିବା ନାଁରେ ଠକେଇ ପ୍ରସଙ୍ଗ । ସୋସିଆଲ ମିଡିଆରେ ‘ଉତ୍ସବ’ ଆପକୁ ନେଇ ଆସିଥିବା ଖବର ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖିଲା ସିଂହଦ୍ୱାର ଥାନା ପୋଲିସ । ଚିଠିରେ ଘଟଣାର ସତ୍ୟାସତ୍ୟ ଉପରେ ତଦନ୍ତ କରିବାକୁ ଉଲ୍ଲେଖ କରାଯାଇଛି । ଶ୍ରୀ…
Read More...

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ/ ଜୟନ୍ତ କୁମାର ସେଠି: ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣଦର୍ଶନ । ଆଜି ଶ୍ରୀମନ୍ଦିରରେ ୠକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ । ତେଣୁ ଅପରାହ୍ନ ୧ଟା ଠାରୁ ଅପରାହ୍ନ୫ଟା ପର୍ୟ୍ୟନ୍ତ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରୁକ୍ମିଣୀ ହରଣ…
Read More...

ଶ୍ରୀ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ, ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ ଟା ପର୍ୟ୍ୟନ୍ତ…

ପୁରୀ/ଜୟନ୍ତ କୁମାର ସେଠି: ଆଜି ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀତିଥିରେ ଶ୍ରୀ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା୬.୦୦ ଟା ରୁ ରାତ୍ର ୧୦.୦୦ ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁ ଙ୍କ ବନକ…
Read More...

ରତ୍ନଭଣ୍ଡାର ଚାବି ପରେ ହଜିଛି ଶ୍ରୀମନ୍ଦିର ପ୍ରଶାସନ ଦୁଇଟି ଫାଇଲ

ପୁରୀ: ରତ୍ନଭଣ୍ଡାର ଚାବି ପରେ ହଜିଛି ଶ୍ରୀମନ୍ଦିର ପ୍ରଶାସନ ଦୁଇଟି ଫାଇଲ । ଏ ନେଇ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆ ଯାଇଛି । ଏହା ଏକ ସରକାରୀ ଷଡ଼ଯନ୍ତ୍ର ବୋଲି ଏଫଆଇଆର ଉଲ୍ଲେଖ ରହିଥିବା ବେଳେ ଘଟଣାର ତଦନ୍ତ ପାଇଁ ଦାବି କରିଛି ଜଗନ୍ନାଥ ସେନା । ପୂବରେୁ ରତ୍ନଭଣ୍ଡାରର…
Read More...