ଆସନ୍ତା କାଲି ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ:କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦଶମୀ କଳ ତିଥି ହୋଇଥିବାରୁ ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠି ହେବ । ଏହି ନୀତି ଅପରାହ୍ନ ୫ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ଦ୍ୱତୀୟ ଭୋଗମଣ୍ଡପରେ ଭୋଗ ଶେଷ ହେବା ପରେ ଏହି ନୀତି…
Read More...
Read More...