Browsing Tag

Spy

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ ।

ବିପଦରେ ଆଣ୍ଡ୍ରଏଡ୍ ଫୋନ୍ । ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ । କମ୍ପାନୀ ସ୍ପଷ୍ଟ କରିଛି ଯେ, ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଫୋନ୍ ଗୁଡିକ ଆଉ ସୁରକ୍ଷାରେ ଅପଡେଟ୍ ପାଇବେ ନାହିଁ । ଏହାର ଅର୍ଥ ହେଉଛି, ଏଭଳି ଡିଭାଇସ୍ ଗୁୃଡିକ ଏବେ…
Read More...

ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସଚିବ…

ରାଜସ୍ଥାନ-: ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସଚିବ ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଗିରଫ କରାଯାଇଛି । ତାଙ୍କ ନାମ ଶକୁର ଖାନ ହୋଇଥିବାବେଳେ ସେ ଜୈସଲମେରର ବାସିନ୍ଦା ବୋଲି ସୂଚନ ରହିଛି । ତାଙ୍କୁ…
Read More...

ପାକିସ୍ତାନ ପାଇଁ ଗୁପ୍ତଚର କାମ କରି ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଓକିଲ କୁମାର ମୁକେଶ

ନୂଆଦିଲ୍ଲୀ-: ପାକିସ୍ତାନ ପାଇଁ ଗୁପ୍ତଚର କାମ କରି ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଜଣେ ଓକିଲ ମିଳିଛି। ତାଙ୍କ ପାଇଁ କୁମାର ମୁକେଶଙ୍କୁ ଓକିଲ ଭାବରେ ନିଯୁକ୍ତ କରାଯାଇଛି। ମୁକେଶ କହିଛନ୍ତି ଯେ ଜ୍ୟୋତି ଗତକାଲି ମୋତେ ତାଙ୍କର ସରକାରୀ ଓକିଲ ଭାବରେ ବାଛିଛନ୍ତି । ଆଜି ମୁଁ…
Read More...

ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥବା ଅଭିଯୋଗରେ ଉତ୍ତର ପ୍ରଦେଶ ATS ଟିମ୍ ରାମପୁର ବ୍ୟବସାୟୀ ଶହଜାଦଙ୍କୁ…

ମୁରାଦାବାଦ-: ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥବା ଅଭିଯୋଗରେ ଉତ୍ତର ପ୍ରଦେଶ ATS ଟିମ୍ ରାମପୁର ବ୍ୟବସାୟୀ ଶହଜାଦଙ୍କୁ ମୁରାଦାବାଦରୁ ଗିରଫ କରିଛି । ଗିରଫ ବ୍ୟବସାୟୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ କସମେଟିକ୍ ସାମଗ୍ରୀ, ପୋଷାକ, ମସଲାର ବେଆଇନ ବ୍ୟବସାୟ କରୁଥିଲା । ଆଃ ସେଇ ବେଆଇନ…
Read More...

ପାକିସ୍ତାନକୁ ଭାରତୀୟ ସେନାର ଗୁପ୍ତ ସୂଚନା ପଠାଇବା ଅଭିଯୋଗରେ ମହିଳା ୟୁଟ୍ୟୁବର ଜ୍ୟୋତି ଗିରଫ

ନୂଆଦିଲ୍ଲୀ-: ପାକିସ୍ତାନକୁ ଭାରତୀୟ ସାମରିକର ଗୁପ୍ତ ସୂଚନା ପଠାଇବା ଅଭିଯୋଗରେ ମହିଳା ୟୁଟ୍ୟୁବର ଜ୍ୟୋତିଙ୍କୁ ଗିରଫ କରାଯାଇଛି । ହରିୟାଣାର ହିସାରର ଜଣେ ମହିଳା ୟୁଟ୍ୟୁବର ଜ୍ୟୋତିଙ୍କୁ ପାକିସ୍ତାନକୁ ଗୋପନୀୟ ସାମରିକ ସୂଚନା ପଠାଇବା ଅଭିଯୋଗରେ ଗିରଫ କରାଯାଇଛି । ୨୦୨୩ ମସିହାରେ, ସେ…
Read More...

ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ହ୍ୱାଟସଆପ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସୂଚନା ପଠାଉଥିଲା

ଚଣ୍ଡିଗଡ଼-: ହରିୟାଣା ପୋଲିସ ପାନିପଥର ସେକ୍ଟରରୁ ଜଣେ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରିଛି । ଅଭିଯୁକ୍ତର ନାମ ନୌମାନ ଇଲାହି (୨୮) ହୋଇଥିବା ବେଳେ ସେ ମୂଳତଃ ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାର କୈରାନା ସହରର ବାସିନ୍ଦା ବୋଲି ଜଣାପଡିଛି । ପୋଲିସର ସୂଚନା ଅନୁଯାୟୀ, ନୌମାନ ପାକିସ୍ତାନରେ…
Read More...