ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖରୁ ଖୋଲିବ ସବୁ ଧର୍ମାନୁଷ୍ଠାନ
ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ତେଣୁ ସବୁ ଆସ୍ତେ ଆସ୍ତେ ସ୍ୱାଭାବିକ ହେବାରେ ଲାଗିଛି । ଏହାରିମଧ୍ୟରେ ଅପେକ୍ଷାର ଅନ୍ତ ଘଟିଛି । ଖୁବ ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବ । ଆସନ୍ତା ୧୨ ତାରିଖରୁ ଖୋଲିବ ସବୁ ଧର୍ମାନୁଷ୍ଠାନ । କୋଭିଡ୍…
Read More...
Read More...