Browsing Tag

sprinkled

ଗୋମୂତ୍ର ସିଞ୍ଚନ କରି ବିଧାନସୌଧ ପରିସରକୁ ଶୁଦ୍ଧ କଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ

ବେଙ୍ଗାଲୁରୁ: ରାଜ୍ୟରେ ନୂଆ କଂଗ୍ରେସ ସରକାର ଗଠିତ ହେବା ପରେ ଆଜିଠାରୁ କର୍ଣ୍ଣାଟକ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ମେ ୨୪ ତାରିଖ ପର୍ୟ୍ୟନ୍ତ ଚାଲିବ। ବରିଷ୍ଠ କଂଗ୍ରେସ ନେତା ଆର୍. ଭି. ଦେଶପାଣ୍ଡେ ଏହି ଅଧିବେଶନର କାମଚଳା ବାଚସ୍ପତି ହେବେ। ତେବେ ଆଜି…
Read More...