Browsing Tag

Sports

ଆଇସିସି ରାକିଙ୍ଗରେ ରାହୁଲଙ୍କ ଲମ୍ବ ଡିଆଁ

ନୂଆଦିଲ୍ଲୀ: ସେଞ୍ଚୁରିୟନ ଟେଷ୍ଟର ଏଚ୍ଛଳ ପରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳୀ କେ.ଏଲ ରାହୁଲଙ୍କୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା । ପ୍ରଥମେ ରୋହିତଙ୍କ ଅନୁପସ୍ଥିତି ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ଦଳର ଅଧିନାୟକ ପଦ ଦେଇଛି ବିସିସିଆଇ । ଏହାପରେ…
Read More...

ମଇଦାନକୁ ଫେରିବ ସେହୱାଗ-ଯୁବରାଜଙ୍କ ଯୋଡି

ନୂଆଦିଲ୍ଲୀ: ଅବସର ପରେ ପୁଣି ଥରେ ମଇଦାନକୁ ଫେରିବେ ଭାରତର ଷ୍ଟାର ଖେଳାଳୀ ବିରେନ୍ଦ୍ର ସେହୱାଗ ଏବଂ ଯୁବରାଜ ସିଂହ । ପୁଣି ପଡିଆରେ ଦେଖିବାକୁ ମିଳିବ ଛକା-ଚୌକାର ଧମାକା । କ୍ରିକେଟର ବିସ୍ଫୋରକ ଓପନର ଭାବେ ପରିଚିତ ବୀରୁ ଏବଂ ଶେଷରେ ନିଆରା ଶୈଳୀରେ ବିସ୍ଫୋରକ ସଟ ଖେଲି ମ୍ୟାଚ ବିଜୟୀ…
Read More...

ଘୋଷଣା ହେଲା ଦକ୍ଷିଣ ଆଫ୍ରିକାର ଦିନିକିଆ ଦଳ

ଜୋହାନ୍ସବର୍ଗ: ଭାରତ ବିପକ୍ଷ ଦିନିକିଆ ଘରୋଇ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା । ଏହି ସିରିଜ ପାଇଁ ତେମ୍ବା ବାଭୁମାଙ୍କୁ ଅଧିନାୟକ ଭାର ଦେଇଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ । ତେବେ ଏହି ସିରିଜରେ ଦିନିକିଆ ଡେବ୍ୟୁ କରି ପାରନ୍ତି ଦ୍ରୁତ ବୋଲର ମାର୍କୋ ଜନସେନ…
Read More...

ଇଣ୍ଡିଆ ହାତରେ ଏସିଆ କପ

ନୂଆଦିଲ୍ଲୀ: ଏସିଆ କପ ଉପରେ ଟିମ ଇଣ୍ଡିଆ ଟିମ ୟଙ୍ଗଷ୍ଟାରଙ୍କ କବଜା । ଶ୍ରୀଲଙ୍କାକୁ ୯ ୱିକେଟରେ ମାତ ଦେଇ ଦଳ ପିନ୍ଧିଲା ଚମ୍ପିଆନର ମୁକୁଟ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ ।…
Read More...

କ୍ରିକେଟରୁ ସନ୍ନ୍ୟାସ ନେଲେ ଟେଲର

ୱେଲିଂଟନ: କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ନ୍ୟୁଜିଲାଣ୍ଡର ଭେଟେରାନ ଖେଳାଳୀ ରସ ଟେଲର । ନିଜ ଟ୍ୱିଟର ହାଣ୍ଡଲରେ ସେ ଏ ନେଇ ସୂଚନା ଦେଇଛନ୍ତି । ଘରୋଇ ପରିବେଶରେ ବାଂଲାଦେଶ ବିପକ୍ଷରେ ଟେଷ୍ଟରୁ ଏବଂ ଅଷ୍ଟ୍ରେଲିଆ (ବିଦେଶ) ଓ ନେଦରଲାଣ୍ଡ୍ସ (ଘରୋଇ) ବିପକ୍ଷରେ ଦିନିକିଆ ସିରିଜ ଖେଳି…
Read More...

ସେଞ୍ଚରିୟନରେ ଐତିହାସିକ ବିଜୟ

ସେଞ୍ଚୁରିୟନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି ବିରାଟ ବ୍ରିଗେଡ । ମ୍ୟାଚର ପଞ୍ଚମ ଦିନରେ ସହଜ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଘରୋଇ ଦଳ ବିରୋଧରେ ଭର୍ତକୁ ମିଳିଛି ୧୧୩ ରନର ଏକ ବୃହତ ବିଜୟ । ଶେଷ ଦିନରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୧୧ରନ…
Read More...

ମଜବୁତ ସ୍ଥିତିରେ ଭାରତ

ସେଞ୍ଚୁରିୟନ: ସେଞ୍ଚୁରିୟନରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ମଜବୁତ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୯୪ ରନ ସଂଗ୍ରହ କରିଛି ଦକ୍ଷିଣ ଆଫ୍ରିକା । ତେଣୁ ପଞ୍ଚମ ଦିନରେ ଦଳକୁ ବିଜୟ ଲକ୍ଷ ରହିଛି ୨୧୧ ରନ । ସେହିପରି ଭାରତକୁ ବିଜୟ ହାସଲ…
Read More...

ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

ସେଞ୍ଚୁରିୟନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ୱିକେଟ କିପର ରିଷଭ ପନ୍ତ । ପୂର୍ବତନ ଅଧିନାୟକ ତଥା ୱିକେଟ କିପର ଏମ.ଏସ ଧୋନୀଙ୍କୁ ମଧ୍ୟ ପନ୍ତ ପଛରେ ପକାଇଛନ୍ତି । ଟେଷ୍ଟରେ ୧୦୦ ୱିକେଟ ଶିକାର କରିବାରେ ସେ ଧୋନୀଙ୍କୁ ଅତିକ୍ରମ କରିଛନ୍ତି…
Read More...

ମ୍ୟାଚର ତୃତୀୟ ଦିନରେ ଭାରତକୁ ଝଟକା

ସେଞ୍ଚୁରିୟନ: ସେଞ୍ଚରିୟନରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚର ତୃତୀୟ ଦିନରେ ଭାରତକୁ ଲାଗିଛି ଝଟକା । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ଆହତ ହୋଇଛନ୍ତି ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମରାହ । ପାଦରେ ଆଘାତ ଲାଗିବାରୁ ପଡିଆରୁ ବାହାରକୁ ଯାଉଥିବା ଦେଖିବାକୁ…
Read More...

ଅଷ୍ଟ୍ରେଲିଆ ନମ୍ବର ୱାନ

ନୂଆଦିଲ୍ଲୀ: କ୍ରିକେଟ ଅଷ୍ଟ୍ରେଲିଆକୁ ମିଳିଲା ନୂଆବର୍ଷର ଭେଟି । ଆସେସ ସିରିଜର ତୃତୀୟ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଫଳରେ ୫ ମ୍ୟାଚବିଶିଷ୍ଟ ସିରିଜରେ ୩-୦ରେ ଦଳ ଆଗୁଆ ରହିଛି । ବଜୟ ସହିତ ଅଷ୍ଟ୍ରେଲିଆ ଆଉ ଏକ ବଡ ଫାଇଦା ମଧ୍ୟ ମିଳିଛି । ଏହି ବିଜୟ ସହ ଦଳ ଆଇସିସି…
Read More...