Browsing Tag

Sports

ଆରମ୍ଭ ହେବ U-19 ବିଶ୍ୱକପ

ପ୍ରୋଭିଡେନ୍ସ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ୧୯ ବର୍ଷରୁ କମ ଦିନିକିଆ ବିଶ୍ୱକପ । ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ବେଳେ ଦଳଗୁଡିକୁ ୪ଟି ଗ୍ରୁପରେ ରାଉଣ୍ଡ ରବିନ ଏବଂ ନକଆଉଟ ପର୍ଯ୍ୟାୟ ଟ୍ରଫି ପାଇଁ କରିବେ ଲଢେଇ । ୱେଷ୍ଟଇଣ୍ଡିଜର ୪ଟି ଭେନ୍ୟୁ ଯଥା ଆଣ୍ଟିଗୁଆ, ଗୁଏନା, ସେଣ୍ଟ…
Read More...

ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ଟାର୍ଗେଟ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଶେଷ ହୋଇଛି ଭାରତର ଦ୍ୱିତୀୟ ଇନିଂସ । ମାତ୍ର ୧୯୮ ରନରେ ଅଟକିଛି ଭାରତର ଗାଡି । ତେବେ ଏଥିରୁ ଏକା ୧୦୦ ରନର ପାଳି ଖେଳିଛନ୍ତି ୱିକେଟ କିପର ରିଷଭ ପନ୍ତ । ଅଧିନାୟକ ବିରାଟ କୋହଲି ୧୪୩ ବଲ ଖେଳି ୨୯ ରନ ସଂଗ୍ରହ କରିଥିବା ବେଳେ ଉପ…
Read More...

ଦଳ ପ୍ରତି ଅସନ୍ତୋଷ ହୋଇ ଛାଡିଲେ ଖେଳ

ଭୁବନେଶ୍ୱର: ହକି କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ଦୁଃଖଦ ଖବର । ଭାରତୀୟ ହକି ଦଳରୁ ଅବସର ନେଲେ ମହିଳା ଖେଳାଳୀ ଲିଲିମା ମିଞ୍ଜ । ତେବେ ତାଙ୍କ ଅବସରର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତୀୟ ଦଳ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଅବସର ନିଷ୍ପତ୍ତି ନେଇଛନ୍ତି ଲିଲିମା । ଏନେଇ ସେ ନିଜେ…
Read More...

ପାକିସ୍ତାନର କ୍ରିକେଟ ଚକ୍ରାନ୍ତ

ନୂଆଦିଲ୍ଲୀ: ଭାରତ ସହ ମ୍ୟାଚ ଖେଳିବା ପାଇଁ ଚକ୍ରାନ୍ତ କରୁଛି ପାକିସ୍ତାନ । ୪ଟି ଦେଶକୁ ନେଇ ଆୟୋଜନ ହେବ ଏକ ସିରିଜ । ଏ ନେଇ ସୂଚନା ଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ମୁଖ୍ୟ ରମିଜ ରାଜା । ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ନେଇ ଏହି ସିରିଜ ଆୟୋଜନ କରିବାକୁ…
Read More...

ଭିଭୋ IPL ହେଲା ଟାଟା IPL

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ସହ ଶେଷ ହୋଇଛି ଭିଭୋର ଯାତ୍ରା । ଫଟାଫଟ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟକୁ ମିଳିଛି ନୂଆ ମୁଖିଆ । ବଦଳଯିବ ସ୍ପନସର ନାଁ । ଭିଭୋ ଜାଗାରେ ରହିବ ଟାଟା । ଭିଭୋ ଆଇପିଏଲ ନୁହେଁ ଚଳିତ ସିଜନରୁ ଲିଗ ହେବ ଟାଟା ଆଇପିଏଲ । ଚୀନର ମୋବାଇଲ କମ୍ପାନୀକୁ ରିପ୍ଲେସ କରିବ…
Read More...

ମାସ୍କ ସାନିଟାଇଜର ସହ ନିଆରା ସେଲିବ୍ରେସନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚାଲୁ ରହିଛି ବିଗ ବାଶ ଲିଗ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନୀ ବୋଲର ହାରିସ ରୌଫ ୱିକେଟ ହାସଲ କରିବା ପରେ କରିଛନ୍ତି ଅଜବ ସେଲିବ୍ରେସନ । ଏହି ସେଲିବ୍ରେସନର ଭଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ…
Read More...

ଶ୍ରେୟସ ଧରିପାରନ୍ତି କୋଲକାତାର ମଙ୍ଗ

ନୂଆଦିଲ୍ଲୀ: ଆଇପିଏଲରେ ହେବାକୁ ଯାଉଛି ବଡ ଅଦଳବଦଳ । ମେଗା ଅକ୍ସନ ଉପରେ ରହିଛି ସମସ୍ତଙ୍କ ନଜର । ସବୁ ଦଳକୁ ଆସିବେ ନୂଆ ଖେଳାଳି ଆଉ ନୂଆ କ୍ୟାପଟେନ । ୟା ଭିତରେ କୋଲକାତା ନାଇଟ ରାଇଡର୍ସ ମଧ୍ୟ ଜଣେ ନୂଆ ଅଧିନାୟକଙ୍କ ଖୋଜରେ ରହିଛି । ୨୦୨୨ ସିଜନରେ ଜଣେ ଭାରତୀୟ ଯୁବ ଖେଳାଳୀଙ୍କୁ ଅଧିନାୟକ…
Read More...

ଏଜାଜ ପଟେଲ ପ୍ଲେୟର ଅଫ ଦ ମନ୍ଥ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ICC) ପକ୍ଷରୁ ଜାରି ହୋଇଛି ଡିସେମ୍ବର ମାସର ‘ପ୍ଲେୟର ଅଫ ଦ ମନ୍ଥ’ ତାଲିକା । ମୁମ୍ବାଇରେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରେ ୧୪ ୱିକେଟ ଅକ୍ତିଆର କରିଥିବା ଅଜାଜ ପଟେଲଙ୍କୁ ମିଳିଛି ପ୍ଲେୟାର୍ ଅଫ ଦି ମନ୍ଥ (ଡିସେମ୍ବର ମାସର ଶ୍ରେଷ୍ଠ ଖେଳାଳି)…
Read More...

ନୀରଜଙ୍କ ନାଁରେ ସୁନାର ପୋଷ୍ଟ ବକ୍ସ

ନୂଆଦିଲ୍ଲୀ: ଗୋଲଡେନ ବୟ ନୀରଜ ଚୋପ୍ରାଙ୍କୁ ମିଳିଲା ଆଉ ଏକ ସମ୍ମାନ । ଏଥର ନୀରଜଙ୍କୁ ସମ୍ମାନ ଜଣାଇଛି ଭାରତୀୟ ଡାକ ବିଭାଗ । ହରିୟାଣା ପାନିପତର ନୀରଜ ଚୋପ୍ରା ଗାଁରେ ଲଗାଯାଇଛି ସୁନେଲି ପୋଷ୍ଟ ବକ୍ସ । ପ୍ରକୃତରେ ପୋଷ୍ଟ ବକ୍ସଟି ସୁନାର ନୁହେଁ । ଏଥିରେ ସୁନେଲି ରଙ୍ଗ ଦିଆଯାଇଛି । ଏଥିସହିତ…
Read More...

ତୃତୀୟ ଟେଷ୍ଟ ପୂର୍ବରୁ ଦଳରେ ଅଦଳବଦଳ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପରାଜୟ ପରେ ସିରିଜ ୧-୧ ସ୍ଥିତିରେ ପହଞ୍ଚିଛି । ତେବେ ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ବିଜୟ ସହ ସିରିଜ କବଜା କରିବା ପାଇଁ ରଣନୀତି ଆରମ୍ଭ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲୀ ଫିଟ ହୋଇଛନ୍ତି ।…
Read More...