Browsing Tag

Sports

ସାମ୍ବାଦିକ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: କରୋନା ବିପକ୍ଷରେ ଟୀକାକରଣକୁ ନେଇ ନୂଆ ଘୋଷଣା କରିଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଖୁବଶୀଘ୍ର ଟୀକାକରଣ ଶେଷ କରାଯିବ ବୋଲି ସେ କହିଛନ୍ତି । ଦ୍ୱିତୀୟ ଡୋଜ ନେବାର ୯ ମାସ ପୂରଣ ହୋଇଯାଇଥିବା ବ୍ୟକ୍ତିମାନେ ଏବେ ପ୍ରିକସନ ଡୋଜ ନେଇ ପାରିବେ…
Read More...

AFC ମହିଳା ଏସିଆନ କପ-୨୦୨୨ ଆରମ୍ଭ

ମୁମ୍ବାଇ: ଆରମ୍ଭ ହେଉଛି ଏଏଫସି ମହିଳା ଏସିଆନ କପ-୨୦୨୨ । ୧୯୭୯ ମସିହାରେ ଭାରତ ଆୟୋଜନ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ । ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ ଦ୍ୱିତୀୟ ଥର ପାଇଁ ଭାରତ ଏହି ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ହାସଲ କରିଛି । ମୁମ୍ବାଇ,ନଭି ମୁମ୍ବାଇ ଏବଂ…
Read More...

ଆସିଲା ଆଇସିସିର ନୂଆ ଅପଡେଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ଜାରି ହୋଇଛି ଟେଷ୍ଟ ମାନ୍ୟତା । ଏହି ଅପଡେଟରେ କମବ୍ୟାକ କରିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ । ବିରାଟ କୋହଲି ଦୁଇଟି ସ୍ଥାନ ଉପରକୁ ଉଠି ଟେଷ୍ଟ ବ୍ୟାଟସମ୍ୟାନ…
Read More...

ଟେନିସ ଜଗତରେ ସାନିଆ ଯୁଗର ଅବସାନ

ନୂଆଦିଲ୍ଲୀ: ହଠାତ ଏକ ବଡ ଘୋଷଣା କରିଛନ୍ତି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା । ଟେନିସ ଜଗତରୁ ସେ ନେଇଛନ୍ତି ଅବସର । ଚଳିତ ବର୍ଷ ଅର୍ଥାତ ୨୦୨୨ ସାନିଆଙ୍କ ପାଇଁ ହେବ ଶେଷ ସିଜନ । ଶେଷ ଥର ପାଇଁ ଏହି ବର୍ଷ ମଇଦାନରେ ନଜର ଆସିବେ ସାନିଆ ମିର୍ଜା । ଅଷ୍ଟ୍ରେଲିଆନ ଓପନ ଖେଳିବା ପାଇଁ…
Read More...

ମଇଦାନକୁ ଓହ୍ଲାଇବ ରାହୁଲ ସେନା

ନୂଆଦିଲ୍ଲୀ: ଲୋକେଶ ରାହୁଲଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଆଜି ମଇଦାନକୁ ଓହ୍ଲାଉଛି ଭାରତ । ୩ ଟିକିଆ ଦିନିକିଆ ସିରିଜର ଆଜି ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ମ୍ୟାଚରେ ବିଜୟ ସହ ଟେଷ୍ଟ ସିରିଜରେ ମିଳିଥିବା ପରାଜୟର ପ୍ରତିଷୋଧ ନେବ ଦଳ । ଏଥିସହ ସିରିଜକୁ ଜିତି ୨୦୨୩…
Read More...

ରାହୁଲଙ୍କୁ ମିଳିଲା ନୂଆ ପରିବାର

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ୩ ଜଣ ଖେଳାଳୀଙ୍କୁ ଦଳରେ ସାମିଲ କରିଛି । ଏବେ ଲକ୍ଷେ୍ନø ମଧ୍ୟ ଦଳର ପ୍ରଥମ ୩ ଜଣ ଖେଳାଳୀଙ୍କ ନାମ ଘୋଷଣା କରିଛି । ଫ୍ରାଞ୍ଚାଇଜି ଭାରତର ଜଣେ ଷ୍ଟାର ଖେଳାଳୀଙ୍କ ସମେତ ଜଣେ ଅଷ୍ଟ୍ରେଲିଆର…
Read More...

ଅହମ୍ମଦାବାଦରେ ସାମିଲ ହେଲେ ଦୁର୍ଦ୍ଦାନ୍ତ ଖେଳାଳି

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ସିଜନ ପାଇଁ ଅହମ୍ମଦାବଦ ରିଟେନ କରିଛି ନିଜର ପ୍ରଥମ ୩ ପସନ୍ଦ ଖେଳାଳି । ପ୍ରଥମ ଦୁଇ ଖେଳାଳିଙ୍କୁ ୧୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିବା ବେଳେ ତୃତୀୟ ପଦନ୍ଦ ଖେଳାଳିଙ୍କ ପାଇଁ ୭ କୋଟି ଟଭ୍କା ଖର୍ଚ୍ଚ କରିଛି ଏହି ଫ୍ରାଞ୍ଚାଇଜି । ଏମାନଭ୍କୁ ମଧ୍ୟରୁ ଭାରତର…
Read More...

ବିଦାୟକାଳୀନ ମ୍ୟାଚ ଖେଳିବେନି କୋହଲି

ନୂଆଦିଲ୍ଲୀ: ଅଚାନକ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ କୋହଲିଙ୍କର ଏମିତି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ତେବେ କୋହଲିଙ୍କୁ ବିସିସିଆଇ ପକ୍ଷରୁ ଅଧିନାୟକଭାବେ ବିଦାୟକାଳୀନ ମ୍ୟାଚ ଖେଳିବାକୁ…
Read More...

କୋହଲିଙ୍କୁ ନେଇ କପିଲଙ୍କ ବଡ ବୟାନ

ନୂଆଦିଲ୍ଲୀ: ଟେଷ୍ଟରୁ ଅଧିନାୟକ ପଦ ଛାଡିବା ପରେ ଏବେ ସବୁଠି ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା । ପୂର୍ବତନ କ୍ରିକେଟରଙ୍କଠୁ ଆରମ୍ଭ କରି ସବୁ ମହଲରେ ବିରାଟଙ୍କ ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ । ଏହା ଭିତରେ ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ମଦନଲାଲ ବିରାଟଙ୍କ ନିଷ୍ପତ୍ତିକୁ ନେଇ…
Read More...