Browsing Tag

Sports

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଯାଉଛି ଟି-ଟ୍ୱେଣ୍ଟି

ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଟି-ଟ୍ୱେଣ୍ଟି । ଏପଟେ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍ ଜିତିବା ନିହାତି ଜରୁରୀ ହୋଇ ପଡିଥିବା ବେଳେ,ଭାରତ ପ୍ରଥମ ମ୍ୟାଚ ୬୨ ରନ୍‌ରେ ଜିତିବାପରେ ସିରିଜ କୁ ଜିତିବାକୁ ମୂଳ ଲକ୍ଷ କରି ମଇଦାନ କୁ ଓହ୍ଲାଇବ । ବର୍ତ୍ତମାନ ଟିମ୍ ଇଣ୍ଡିଆ ଲଗାତାର ୧୦ଟି…
Read More...

ବିରେନ୍ଦ୍ର ଲାକ୍ରା ନେଲେ ଡିଏସପି ପଦବିର ଦାୟିତ୍ୱ

ଭୁବନେଶ୍ୱର: ବିରେନ୍ଦ୍ର ଲାକ୍ରା ନେଲେ ଡିଏସପି ପଦବିର ଦାୟିତ୍ୱ । ଓଡିଶାର ହକି ଷ୍ଟାର ବିରେନ୍ଦ୍ର ଲାକ୍ରା ଏହି ଦାୟିତ୍ୱ ନେଲାପରେ ଏବେ ସାରା କ୍ରୀଡା ଜଗତରେ ଖେଳିଯାଇଛି ଖୁସିର ଲହରୀ । ଗତବର୍ଷ ଟୋକିୟୋ ଅଲମ୍ପିକରେ ବ୍ରୋଞ୍ଚ ପଦକ ଜିତି ଭାରତ ପାଇଁ ଗର୍ବ ଆଣିଦେଇଥିଲେ ଏହି ଓଡିଅ।। ହକି…
Read More...

ଜୁନରେ ବାରବାଟୀ ଷ୍ଟାଡିଅମରେ ଟି-ଟ୍ୱେଣ୍ଟି ମ୍ୟାଚ

କଟକ: ଆସନ୍ତା ଜୁନ ମାସରେ ବାରବାଟୀ ଷ୍ଟାଡିଅମରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ମ୍ୟାଚ୍‌ ନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଏନେଇ BCCI ସଭାପତି ସୌରଭ ଗାଙ୍ଗୁଲୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି।…
Read More...

ବିନା ଦର୍ଶକରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏଯାଏଁ ବିପଦ ଟଳିନି । ଏହାରିମଧ୍ୟରେ ଆସନ୍ତା ଫେବୃଆରୀ ୬ରୁ ୧୧ ତାରିଖ ଯାଏଁ ଗୁଜୁରାଟରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ ଖେଳାଯିବ । ଏହାକୁ ନେଇ ଏକ ବଡ ଘୋଷଣା ହୋଇଛି । ଗୁଜୁରାଟରେ ହେବାକୁ ଥିବା ଏହି ଦିନିକିଆ ସିରିଜ ବିନା…
Read More...

ଯୁବରାଜଙ୍କ ଘରେ ରାଜକୁମାର

ନୂଆଦିଲ୍ଲୀ: ଇଣ୍ଡିଆନ କ୍ରିକେଟର ସିକ୍ସର କିଙ୍ଗ ଯୁବରାଜଙ୍କ ଘରକୁ ଆସିଛି କୁନି ରାଜକୁମାର । ଯୁବରାଜ ଏବଂ ପତ୍ନୀ ହେଜେଲଙ୍କ କୋଳରେ ଜନ୍ମ ନେଇଛନ୍ତି ଜଣେ ଶିଶୁ ପୁତ୍ର । ଏ ନେଇ ଟ୍ୱିଟ କରି ସେ ସୂଚନା ଦେଇଛନ୍ତି । ପରିବାରର ଖୁସି ସହ ସେ ଏବେ ନିଜର ପ୍ରଶଂସକମାନଙ୍କୁ ସାମିଲ କରିଛନ୍ତି । ଏଥି…
Read More...

ଧୱନଙ୍କୁ ବାଜିଲା ଶକ୍ତ ଚାପୁଡା

ନୂଆଦିଲ୍ଲୀ: ସୋଶଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଭାରତର ଷ୍ଟାର କ୍ରିକେଟର ଶିଖର ଧୱନ । ନିଜର ନିଆରା ଅନ୍ଦାଜ ସହିତ କିଛି ନୂଆ ଅପଡେଟକୁ ନେଇ ସୋଶଲ ମିଡିଆରେ ସେ ଥାନ୍ତି ଖୁବ ଆକ୍ଟିଭ । ଆଜି ତାଙ୍କର ଆଉ ଏକ ଭିଡିଓ ସହିତ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗବ୍ବର । ଏତର କିନ୍ତୁ କ୍ରିକେଟ…
Read More...

ଗୌତମ ଗମ୍ଭୀର କରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡା ଜଗତରେ ପୁଣି ପଶିଲା କରୋନା । କରୋନାରେ ଆକ୍ରାନ୍ତ ହୋଇଛନ୍ତି ଭାରତର ପୂର୍ବତନ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର । କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ନିଜେ ଗମ୍ଭୀର ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହା ସହିତ ଗତକିଛି ଦିନ…
Read More...

ଆଇପିଏଲକୁ ଫେରିଲା ସୁପର ଜିଆଣ୍ଟ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମୟର ଲିଗକୁ ଫେରିଛି ସୁପର ଜିଆଣ୍ଟସ । ଚଳିତବର୍ଷ ନୂଆ କରି ସାମିଲ ହୋଇଛି ଦୁଇ ଦଳ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏମାନଙ୍କ ମଧ୍ୟରୁ ଲକ୍ଷେ୍ନø ନିଜ ନାମରେ ସୁପର ଜିଆଣ୍ଟସକୁ ସ୍ଥାନ ଦେଇଛି । ଦଳ ଆନୁଷ୍ଠାନିକ ଭାବେ ନିଜର ନାମ ଘୋଷଣା କରିଛି । ଏଥର କେ.ଏଲ ରାହୁଲଙ୍କ…
Read More...

ଆଫ୍ରିକାକୁ ୨୮୮ ଲକ୍ଷ୍ୟ ଟାର୍ଗେଟ

ବୋଲାଣ୍ଡ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ପୁଣି ଥରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି । ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୨୮୭ ରନ ସଂଗ୍ରହ କରିଛି ଟିମ ଇଣ୍ଡିଆ । ତେବେ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ ବିଜୟ ପାଇଁ ୨୮୮ ରନର ଟାର୍ଗେଟ ରହିଛି । ଏହି ମ୍ୟାଚ…
Read More...

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଦିନିକିଆ

ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକା-ଭାରତ ଦ୍ୱିତୀୟ ଦିନିକିଆ । କମ ବା ମର ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ପ୍ରଥମ ଦିନିକିଆ ହାରିବା ପରେ ଆଜିର ମ୍ୟାଚ ଜିତି କମବ୍ୟାକ କରିବାକୁ ଚାହିଁବ ରାହୁଲ ସେନା । ସେପଟେ ମ୍ୟାଚରେ ପରାଜୟ ହେଲେ ସିରିଜ ହାତଛଡା କରିବ ଭାରତ । ବୋଲାଣ୍ଡ ପାର୍କରେ…
Read More...