ଆଜିଠାରୁ ଆରମ୍ଭ ହେବ ଓଡିଶା ହକି ଫିଭର
ବ୍ୟୁରୋ:ଆଜି କଳିଙ୍ଗ ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ଭାରତ ଓ ନ୍ୟୁଜଲାଣ୍ଡ । ଓଡିଶା ତରଫରୁ ଆୟୋଜିତ ହୋଇଥିବା ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ – ଲିଗ ର ଚତୁର୍ଥ ସଂସ୍କରଣର ଶୁଭାରମ୍ଭ କରିବେ ଏହି ଦୁଇ ଦଳ । ଏ ନେଇ ଆଜି କଳିଙ୍ଗ ଷ୍ଟାଡିୟମରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଏହାର ମଜା…
Read More...
Read More...