Browsing Tag

Sports

ମୁହାଁ ମୁହିଁ ହେବେ କେଏଲ ରାହୁଲ ଓ ଏଦେନ ମାରକ୍ରମ

ଲକ୍ଷେ୍ନøର ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ୱରେ ଦୁିଟି ମ୍ୟାଚ ଖେଳିଥିବା ବେଳେ ଗୋଟିଏ ଜିତିଛି ଅନ୍ୟ ଗୋଟେ ପରାସ୍ତ ହୋଇଛି । । ସନରାଇଜର ହାଇଦ୍ରାବାଦର ପ୍ରଥମ ମ୍ୟାଚରେ ମାକ୍ରମଙ୍କ ଅନୁପସ୍ଥିତ ଥିବାରୁ ଏହାର ନେତୃତ୍ୱ ନେଇଥିଲେ ଭୁବନେଶ୍ୱର କୁମାର ।ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ…
Read More...

ଆଜି ଗୁଜରାଟ ଟାଇଟନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ। ଗୁଜରାଟ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରଇ ଥିବା ବେଳେ ଦିଲ୍ଲୀ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ଠୁ ପରାଜିତ ହୋଇଥିଲା ।…
Read More...

ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ଜାଦେଜା ଓ ଅକ୍ଷରଙ୍କ ପଦୋନ୍ନତି

ମୁମ୍ବାଇ: ପ୍ରକାଶ ପାଇଲା ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ସଦସ୍ୟ ତାଲିକା । ବର୍ଡର ଗାଭାସ୍କର ଟ୍ରଫିରେ ପ୍ଲେୟାର୍ ଅଫ୍ ଦି ସିରିଜ୍ ବିବେଚିତ ରବୀନ୍ଦ୍ର ଜାଦେଜାଙ୍କୁ ଏଲିଟ୍ ଗ୍ରେଡ୍-ଏ ପ୍ଲସକୁ ପଦୋନ୍ନତି ମିଳିଛି। ଅକ୍ଷର ପଟେଲ ଗ୍ରେଡ୍-ଏକୁ ଉଠିଛନ୍ତି। ଖରାପ ଫର୍ମ କାରଣରୁ କେଏଲ୍ ରାହୁଲ…
Read More...

ପ୍ରଥମେ ଶ୍ରେୟସ ଆୟର ପରେ ଲକି ଫର୍ଗୁସନ ଆଉ ଏବେ ନୀତୀଶ ରାଣା : କେକେଆରର ପିଛା ଛାଡ଼ୁନି ସମସ୍ୟା 

କୋଲକାତା: ପ୍ରଥମେ ଶ୍ରେୟସ ଆୟର ପରେ ଲକି ଫର୍ଗୁସନ ଆଉ ଏବେ ନୀତୀଶ ରାଣା | ଆଇପିଏଲ୍ ୨୦୨୩ ସିଜନ୍ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଅଡୁଆ କମିବାର ନାମ ନେଉନାହିଁ | ପିଠିରେ ଆଘାତ ହେତୁ ଦଳର ଅଧିନାୟକ ଶ୍ରେୟସ ଆୟର ଏହି ସିଜିନରୁ ବାଦ ପଡିଥିବାବେଳେ ଦ୍ରୁତ ବୋଲର ଲକି…
Read More...

ଦଳକୁ ଫେରିବେ ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍

ନୂଆଦିଲ୍ଲୀ:ରବିବାର ଭାରତ-ଅଷ୍ଟ୍ରେଲିଆ ଭିତରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ବିଶାଖାପାଟଣାରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍ ରୋହିତ ଶର୍ମା ଏହି ମ୍ୟାଚରେ ଦଳକୁ ଫେରିବେ । ତେବେ ପ୍ରଥମ ଦିନିକିଆ ରୋହିତ ଶର୍ମା ଖେଳିନଥିଲେ ବି, ଦଳ ୫…
Read More...

ପରାଜୟ ପରେ ପଦ ଛାଡିଲେ ପ୍ରଶିକ୍ଷକ: ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଗତକାଲି ହକି ବିଶ୍ଵକପ ସମାପ୍ତି ହୋଇଛି ଆଉ ଆଜି ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ । ଓଡ଼ିଶାରେ ଖେଳାଯାଇଥିବା ବିଶ୍ବକପ୍‌ରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ରିଡ୍ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।…
Read More...

ତୃତୀୟ ଥର ପାଇଁ ହକି ବିଶ୍ଵକପ ଟାଇଟଲ ହାତେଇଲା ଜର୍ମାନୀ 

ଭୁବନେଶ୍ୱର : ତୃତୀୟ ଥର ପାଇଁ ହକି ବିଶ୍ଵକପ ଟାଇଟଲ ହାତେଇଲା ଜର୍ମାନୀ। ଡିଫେଣ୍ଡିଙ୍ଗ ଚାମ୍ପିଅନ‌କୁ ହରାଇଲା ଜର୍ମାନୀ ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲ । ଜର୍ମାନୀ ଜର୍ମାନୀରେ କମ୍ପିଲା କଳିଙ୍ଗ। ଦୀର୍ଘ 17ଦିନ ଧରି ଚାଲିଥିବା ୨୦୨୩ ହକି ମହାକୁମ୍ଭର ବିଜୟ ଟାଇଟଲ ପିନ୍ଧିଛି…
Read More...

ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟକା । ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା । ଖେଳିବେ ବୋଲି ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା। ହେଲେ ଏବେ ବିସିସିଆଇ ନିଜ ନିଷ୍ପତ୍ତି ବଦଳାଇଛି। ଜସପ୍ରୀତ ବୁମରାଙ୍କ…
Read More...

ଧୀରେ ଧୀରେ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି

ନୂଆଦିଲ୍ଲୀ : ସୁଧୁରିବାରେ ଲାଗିଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ଏବେ ଆଇସିୟୁରୁ ବାହାର କରି ୱାର୍ଡକୁ ଅଣାଯାଇଛି ଋଷଭଙ୍କୁ | କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡେରାଡୁନ୍‌ସ୍ଥିତ ମାକ୍ସ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ ପନ୍ତ | ଏହି ସମୟରେ ପନ୍ତଙ୍କ…
Read More...

ୟୁକ୍ରେନ୍‌-ରୁଷିଆ ଯୁଦ୍ଧବିରତି ପାଇଁ ଫିଫାର ଅନୁରୋଧ

ଦୋହା: ଦୀର୍ଘ ୯ ମାସ ଧରି ଚାଲିଥିବା ୟୁକ୍ରେନ-ରୁଷିଆ ଯୁଦ୍ଧରେ ବିରତି ଆଣିବାକୁ ଫିଫା ଅନୁରୋଧ କରିଛି। କାତାର ବିଶ୍ବକପ୍‌ ୨୦୨୨ରୁ ସକାରାତ୍ମକ ସନ୍ଦେଶ ନେଇ ଯୁଦ୍ଧବିରତି ପ୍ରସ୍ତାବ ଦେଇଛି ଫିଫା। ‌ଇଣ୍ଡୋନେସିଆର ବାଲିରେ ଆରମ୍ଭ ହୋଇଥିବା ଜି୨୦ ସମ୍ମିଳନୀ ଅବସରରେ ଫିଫା ସଭାପତି ଜିଆନି…
Read More...