Browsing Tag

Sports

 ଟ୍ୱେଣ୍ଟି -୨୦ ଶୃଙ୍ଖଳା ହାରିଲା ଭାରତର

ୱେଷ୍ଟଇଣ୍ଡିଜ୍ ବିପକ୍ଷ ନିର୍ଣ୍ଣାୟକ ପଞ୍ଚମ ଟ୍ୱେଣ୍ଟି -୨୦ରେ ଭାରତ ୮ ୱିକେଟ୍‌ରେ ପରାଜୟ ସହିତ ଶୃଙ୍ଖଳାକୁ ମଧ୍ୟ ୨-୩ରେ ବରଣ କରିଛି। ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍‌ରେ ସୀମିତ ରହିଥିଲା।…
Read More...

କୋରିଆକୁ ହରାଇ ସେମିଫାଇନାଲ୍ ସ୍ଥାନ ପକ୍କା କଲା ଭାରତ

ଭୁବନେଶ୍ୱର: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଅପରାଜେୟ ଭାରତ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ସୋମବାର ଲିଗ୍ ମ୍ୟାଚ୍ରେ ଘରୋଇ ଦଳ ୩-୨ ଗୋଲରେ କୋରିଆକୁ ପରାସ୍ତ କରିଚି। ଫଳରେ ଭାରତ ୪ ମ୍ୟାଚ୍ରୁ ୩ ବିଜୟ ଓ ୧ ଅମୀମାଂସିତରୁ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ…
Read More...

ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ମ୍ୟାଚ୍

ଜିମ୍ବାୱେ: ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଗୋଟିଏ ସ୍ଥାନରେ ମ୍ୟାଚ୍‌ ହେଉଥିବାରୁ ପ୍ରଥମ ମ୍ୟାଚ୍‌ର ପରିଣାମକୁ ଦେଖି ଯଦି ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ଚାହିଁବ, ତାହେଲେ ଭାରତ ପକ୍ଷରେ…
Read More...

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ୍

ଭୁବନେଶ୍ୱର: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ ଖେଳିସାରିବା ପରେ ଆସନ୍ତା ୨୦୨୩-୨୫ ପାଇଁ ବୁଧବାରଠୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଏହି ପ୍ରଥମ ଟେଷ୍ଟ୍ ଡୋମିନିକାର ରୋସିୟୁରେ ଆରମ୍ଭ ହେବ। ରୋହିତ ଶର୍ମା, ଶୁବମନ ଗିଲ୍ ଓପନ କରିବେ ।…
Read More...

ଜାତୀୟ ମହିଳା ଚେସ୍ ପ୍ରତିଯୋଗିତା ଜିତିଲେ ପଦ୍ମିନୀ

ଭୁବନେଶ୍ୱର: ଅହମଦାବାଦରେ ସୋମବାର ଶେଷ ହୋଇଥିବା ୪୯ତମ ଜାତୀୟ ମହିଳା ଚେସ୍ ପ୍ରତିଯୋଗିତାରେ ଅନେକ ଟାଇଟଲଧାରୀଙ୍କୁ ପଛରେ ପକାଇ ଟ୍ରଫି ଜିତି ନେଇଛନ୍ତି ରାଜ୍ୟର ଏକମାତ୍ର ମହିଳା ଭାବେ ଆଇଏମ୍ ଟାଇଟଲ୍ ରଖିଥିବା ପଦ୍ମିନୀ ରାଉତ। ଦୀର୍ଘ ୬ ବର୍ଷ ପରେ ଏହି ପ୍ରମୁଖ ଜାତୀୟ ମହିଳା…
Read More...

ଜର୍ମାନୀରେ ପଦକ ଜିତିଲେ ଚାଷୀ ଘର ଝିଅ କଳ୍ପନା

ଭୁବନେଶ୍ୱର: ଜର୍ମାନିର ବର୍ଲିନରେ ଚାଲିଥିବା ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ାରେ ଓଡ଼ିଆ ଝିଅ କଳ୍ପନା ଜେନା ରୌପ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି। ୨ କିଲୋମିଟର ଟିମ୍ ଟ୍ରାଏଲ୍ ସାଇକ୍ଲିଂରେ କଳ୍ପନା ୫:୪୨.୪୨ ସମୟ ସହିତ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ତାଙ୍କ ଭାରତୀୟ ସାଥି…
Read More...

ଫେଡେରେସନ୍‌ କପ୍‌ ଦୌଡ଼କୁଦରେ ଶ୍ରାବଣୀ ଓ ଅମିୟଙ୍କୁ ସ୍ବର୍ଣ୍ଣ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାଞ୍ଚିରେ ଚାଲିଥିବା ଫେଡେରେସନ୍‌ କପ୍‌ ଦୌଡ଼କୁଦର ଦ୍ବିତୀୟ ଦିନରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୪ ପଦକ ମିଳିଛି। ୧୦୦ ମିଟରରେ ଶ୍ରାବଣୀ ନନ୍ଦ ଓ ଅମିୟ ମଲ୍ଲିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଶ୍ରାବଣୀ ୧୦୦ ମିଟର ଦୌଡ଼ରେ ୧୧.୫୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା…
Read More...

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ

ଭାରତୀୟ କ୍ରିକେଟର ଓ ବଲିଉଡ ଯୋଡି କଥା ଆସିଲେ ପ୍ରଥମେ ମନରେ ଆସେ ଅନୁଷ୍କା ଶର୍ମା ଓ ବିରାଟ କୋହଲି । ଅନୁଷ୍କା ବଲିଉଡର ଜଣେ ଆଗ ଧାଡିର ହିରେଇନ । ସେହିପରି ବିରାଟ କୋହଲି ହେଉଛନନ୍ତି ଭାରତୀୟ ଦଳର ପୂର୍ବତମ ଅଧିନାୟକ ତଣା ଆରସିବି କ୍ୟାପଟେନ । ବିରାଟ ଅନୁଷ୍କା ବିବାହ ପରଠାରୁ ତାଙ୍କ ଯୋଡିକୁ…
Read More...

ମ୍ୟାଚ ଖେଳୁ ଖେଳୁ ଧୋନିଙ୍କ ଆଣ୍ଠୁରେ ଆଘାତ

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ୪ଟି ମ୍ୟାଚ ଖେଳିଥିିଛି ୨ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ଅନ୍ୟ ୨ଟି ବିଜୟ ହୋଇଛନ୍ତି ।ବୁଧବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ନିଜ ଘରୋଇ ପଡ଼ିଆରେ ହରାଇଥିଲା ରାଜସ୍ଥାନ ରୟାଲ୍ସ। ହାରିବା ପରେ ଚେନ୍ନାଇର କୋଚ୍ ଷ୍ଟିଫେନ୍ ଫ୍ଲେମିଂ ସିଏସକେ…
Read More...

ଥାଇଲାଣ୍ଡରେ ଚମକିଲେ ଓଡ଼ିଆ ଝିଅ

ଭୁବନେଶ୍ୱର : ଥାଇଲାଣ୍ଡରେ ହେଇଥିବା ଓପନ୍ ସନ୍ତରଣ ପ୍ରତିଯେଗିତାରେ ସିଲଭର ଜିତିଛନ୍ତି ଓଡ଼ିଆ ଝିଅ ପ୍ରତ୍ୟାଶା । ଏହା ଭାରତ ଓ ଓଡିଶା ପାଇଁ ଅତ୍ୟନ୍ତ ଗର୍ବର କଥା ।ଶୁକ୍ରବାର ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ ଇଭେଣ୍ଟରେ ପ୍ରତ୍ୟାଶା ୩୧.୭୩ ସେକେଣ୍ଡ ସମୟରେ ରେସ୍ ଶେଷ କରି ଦ୍ବିତୀୟ ସ୍ଥାନରେ…
Read More...