Browsing Tag

Sports

ଭାବିନା ରଚିଲେ ଇତହାସ

ଜାପାନ: ଟୋକିଓ ପାରାଅଲିମ୍ପିକ୍ସ ଇତିହାସରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି ଭାରତର ମହିଳା ଟେବୁଲ ଟେନିସ ଖେଳାଳୀ ଭାବିନା ପଟେଲ । ଟେବୁଲ ଟେନିସ ଇଭେଣ୍ଟର ଫାଇନାଲରେ ପହଞ୍ଚି ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶାକୁ ଆହୁରି ବଢାଇଛନ୍ତି । ସେମିଫାଇନାଲରେ ପହଞ୍ଚିବା ପରେ କେବଳ ପଦକର ଆଶା…
Read More...

ପଦକ ଆଣିବେ ଭାବିନା

ନୂଆଦିଲ୍ଲୀ: ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଭାରତର ମହିଳା ଟେବୁଲ ଟେନିସ ଖେଳାଳୀ ଭାବିନା ପଟେଲ । ସର୍ବିଆର ବୋରିସ୍ଲାଭା ପେରିଚ୍ ରାଙ୍କୋଭିଙ୍କୁ ୩-୦ରେ ପରାସ୍ତ କରି ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଭାବିନା । କ୍ଲାସ-୪ ରାଉଣ୍ଡର କ୍ୱାର୍ଟର ଫାଇନାଲରେ…
Read More...

ଗେଲ ଭାଙ୍ଗିଦେଲେ କାଚ

ନୂଆଦିଲ୍ଲୀ: ମାତ୍ର ୧୨ ରନର ପାଳି । କିନ୍ତୁ ଏହି ଛୋଟ ପାଳିରେ ଥିଲା ଏମିତି ଏକ ଛକା ଯେଉଁଥିରେ ଭାଙ୍ଗି ଯାଇଥିଲା କାଚ । ଏଭଳି ଘଟଣା ଶୁଣିଲେ ୱେଷ୍ଟ ଇଣ୍ଡିଜ ଟିମର ଖେଳାଳୀ କ୍ରିସ ଗେଲଙ୍କ କଥା ତ ନିଶ୍ଚୟ ମୁଣ୍ଡକୁ ଆସିବ । ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଏହି ଗେଲ ଛକା ମାରି ବଲକୁ…
Read More...

ପନ୍ତଙ୍କ ଗ୍ଲୋଭସକୁ ନେଇ ବିବାଦ

ଲର୍ଡ୍ସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ବ୍ୟକଫୁଟରେ ରହିଛି ଭାରତୀୟ ଦଳ । ୭୮ ରନରେ ଅଲାଆଉଟ ହେବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ୩୪୫ ରନର ଅଗ୍ରଣୀ । ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୪୨୩-୮ ରନ କରି ମଜଭୁତ ସ୍ଥିତିରେ ରହିଛି । ତେବେ ଏହି ସମୟରେ ଭାରତୀୟ…
Read More...

ଶ୍ରେଷ୍ଠ ଖେଳାଳୀର ସମ୍ମାନ ପାଇବେ ଏହି ଖେଳାଳୀ

ଭୁବନେଶ୍ୱର: ଚଳିତ ବର୍ଷର ବିଜୁ କ୍ରୀଡା ଯୋଜନା ଘୋଷଣା ହୋଇଯାଇଛି । ଏହି ତାଲିକାରେ ବାଜି ମାରିଛନ୍ତି ଭାରତୀୟ ହକି ଟିମର ସଦସ୍ୟ ଅମିତ ରୋହି ଦାସ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ତଥା ଓଡିଆ ପୁଅ ଅମିତଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚନା…
Read More...

୭୮ରେ ଅଟକିଲା ଭାରତ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚର ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମନା କରିଛି ଭାରତୀୟ ଦଳ । ଟସ ଜିତି ବିରାଟ କୋହଲୀଙ୍କର ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଫେଲ ହୋଇଛି । କେବଳ ରୋହିତ ଶର୍ମା ଏବଂ ଅଜିଙ୍କ୍ୟା ରାହାଣେଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ…
Read More...

ଆଜିଠୁ ତୃତୀୟ ଟେଷ୍ଟ

ନୂଆଦିଲ୍ଲୀ: ଆଜିଠୁ ଆରମ୍ବ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ । ଲର୍ଡ୍ସରେ ରୋମାଞ୍ଚକର ଏକ ଐତିହାସିକ ବିଜୟ ପରେ ଆତ୍ମବିଶ୍ୱାସ ଭରା ଟିମ ଇଣ୍ଡିଆ ଦ୍ୱିତୀୟ ବିଜୟ ଆଶାରେ ମଇଦାନକୁ ଓହ୍ଲାଇବ । ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଅନ୍ୟ…
Read More...

ଆଫଗାନିସ୍ତାନର ଖେଳ ରଦ୍ଦ

ଋିପୋର୍ଟର୍ସ ଟୁଡେ: ପରବର୍ତ୍ତୀ ମାସରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜକୁ ନେଇ ପୁଣି ଚର୍ଚ୍ଚା । ଏହି ସିରିଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ଜଣାପଡିଛି । ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଆଫଗାନିସ୍ତାନର କ୍ରିକେଯ…
Read More...

କାନ୍ଦି ପକାଇଲେ ଆଣ୍ଡରସନ

ନୂଆଦିଲ୍ଲୀ: ଲର୍ଡ୍ସ ଟେଷ୍ଟରେ ଏକ ବୃହତ ବିଜୟ ପରେ ଇଂଲଣ୍ଡ ଖେଳାଳୀଙ୍କ ସମେତ ସେଠାକାର ଗଣମାଧ୍ୟମ ମଧ୍ୟ ଚିନ୍ତାରେ ପଡିଛନ୍ତି । ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ବାଜି ଓଲଟାଇ ମ୍ୟାଚ ଜିତି ନେଇଥିଲା ଭାରତ । ତେବେ ମ୍ୟାଚ ପରେ ଏହି ମ୍ୟାଚକୁ ନେଇ ବିଭିନ୍ନ ଘଟଣା ଏବେ ସାମନାକୁ ଆସୁଛି । ଏହା…
Read More...

ପିଚ ରୋଲର ଚୋରି ଅଭିଯୋଗରେ ଭାରତୀୟ ଖେଳାଳୀ

ଶ୍ରୀନଗର: ପିଚ ରୋଲର ଚୋରି କରିବା ଅଭିଯୋଗରେ ଫସିଯାଇଛନ୍ତି ଭାରତର ଜଣେ ଷ୍ଟାର ଅଲରାଉଣ୍ଡର । ଯାହାକୁ ନେଇ ଏବେ ସେ ଖୁବ ଅଡୁଆରେ । ରୋଲର ଫେରାଇବାକୁ ନୋଟିସ ମିଳିଥିବା ବେଳେ ରୋଲର ନ ଫେରାଇଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭାରତୀୟ ଷ୍ଟାର ଅଲରାଉଣ୍ଡର ପରଭେଜ…
Read More...