ଅବନୀ ଆଣିଲେ ଦ୍ୱିତୀୟ ପଦକ
ଜାପାନ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ଦବଦବା ଲାଗି ରହିଛି । ଏ ପର୍ଯ୍ୟନ୍ତ ମୋଟ ୧୨ଟି ପଦକ ହାସଲ କରିସାରିଛି ଭାରତ । ସେଥିମଧ୍ୟରୁ ଭାରତର ଶୁଟର ଅବନୀ ଲେଖାରା ହାସଲ କରିଛନ୍ତି ଦୁଇଟି ପଦକ । ମହିଳା ଆର୍-୨ ୧୦ ମିଟର ଏୟାର ରାଇଫଲ କ୍ଲାସ ଏସଏଚ-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ…
Read More...
Read More...