Browsing Tag

Sports

ବିଶ୍ୱକପକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୧ । କିନ୍ତୁ ଏହା ପୂର୍ବରୁ ଭାରତକୀୟ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ଏବେ ୟୁଏଇରେ ଚାଲିଥିବା ଆଇପିଏଲରେ କୋଲାକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁତିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ…
Read More...

ବିଶ୍ୱକପରୁ ବାଦ ପଡିଲେ ସାମ କରନ

ନୂଆଦିଲ୍ଳୀ: ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଦଳ ପାଇଁ ଲାଗିଛି ଏକ ବଡ ଝଟକା । ଦଳର ଷ୍ଟାର ଅଲରାଉଣ୍ଡର ସାମ କରନ ବିଶ୍ୱକପରୁ ବାଦ ପଡିଥିବା ଜଣା ପଡିଛି । କେବଳ ସେତିକି ନୁହେଁ, ଚଳିତ ଆଇପିଏଲ ସିଜନ ୨୦୨୧ରୁ ମଧ୍ୟ ସେ ବାହାରି ଯାଇଛନ୍ତି । ତେବେ ତାଙ୍କ ସ୍ଥାନରେ ଇଂଲଣ୍ଡ ବୋର୍ଡ…
Read More...

କିଏ ପଡିବ ପ୍ଲେଅଫରୁ ବାଦ ??

ଶାରଜାହ: ଆଇପିଏଲର ୫୧ତମ ମ୍ୟାଚରେ ଆଜି ମଇଦାନରେ ଆମନା ସାମନା ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ତାନ ରୋୟଲ୍ସ । ପ୍ଲେ-ଅଫକୁ ଉନ୍ନୀତ ହେବା ପାଇଁ ଉଭୟ ଦଳ ନିକଟରେ ଖୁବ କମ ସୁଯୋଗ ରହିଥିବାରୁ ଏହି ମ୍ୟାଚ ଦୁହିଁଙ୍କ ପାଇଁ ଗୁରୁତ୍ୱପୂୂର୍ଣ୍ଣ ରହିବ । ଏହି ମ୍ୟାଚରେ କେବଳ ବିଜୟ ନୁହେଁ, ବରଂ…
Read More...

ଶୀର୍ଷ ସ୍ଥାନ ପାଇଁ ଚେନ୍ନାଇ- ଦିଲ୍ଲୀ ଟକ୍କର

ଦୁବାଇ: ଆଇପିଏଲ ୨୦୨୧ର ୫୦ତମ ଲିଗ ମ୍ୟାଚରେ ଆଜି ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ଦେଖିବାକୁ ମିଳିବ ଘମାଘୋଟ ଲଢେଇ । ଏହି ମ୍ୟାଚରେ ଚଳିତ ସିଜନର ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଗୋଟିଏ ପଟେ ମହେନ୍ଦ୍ର ସିଂ ଧୋନୀ ଥିବା ବେଳେ ଅନ୍ୟ…
Read More...

ପୁଣି ଶେଷ ବଲ ଛକା ଆଉ ସେହି ପୁରୁଣା ଧୋନୀ

ନୂଆଦିଲ୍ଳୀ: ପୁଣି ପୁରୁଣା ଅନ୍ଦାଜରେ ନଜର ଆସିଲେ କ୍ୟାପ୍ଟେନ କୁଲ ମାହି । ପଣି ଦୁନିଆ ଦେଖିଲା ତାଙ୍କ ବ୍ୟାଟରୁ ବାହାରିତିବା ସେହି ଶେଷ ବଲର ଛକା । ଶେଷ ବଲରେ ଛକା ମାରି ଦଳକୁ ବିଜୟ ଦେବାରେ ମହାରଥୀ ହାସଲ କରିଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଫିନିସର ମହେନ୍ଦ୍ର ସିଂ ଧୋନୀ ।…
Read More...

କୋହଲୀଙ୍କ ବିରୁଦ୍ଧରେ ଦୁଇ ଖେଳାଳୀଙ୍କ ଅଭିଯୋଗ

ନୂଆଦିଲ୍ଲୀ: ଭାରତର ଅଧିନାୟକ ବିରାଟ କୋହଲୀଙ୍କୁ ନେଇ ଅନେକ ଅଭିଯୋଗ ଏବେ ମୁଣ୍ଡ ଟେକିଛି । ଏହାକୁ ନେଇ ଭାରତୀୟ କ୍ରିକେଟ ଟିମରେ ଏବେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କ୍ୟାପ୍ଟେନ କୋହଲୀଙ୍କ ଆଭିମୁଖ୍ୟ ଉପରେ କିଛି ବରିଷ୍ଠ ଖେଳାଳୀ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ଏହି…
Read More...

ଗାଙ୍ଗୁଲିଙ୍କୁ ଫାଇନ ଲଗାଇଲେ ହାଇକୋର୍ଟ

କୋଲକାତା: କ୍ରିକେଟ ଜଗତର ଦାଦା ଅର୍ଥାତ ସୌରଭ ଗାଙ୍ଗୁଲିଙ୍କୁ ପଡିଛି ଜରିମାନା । ନିୟମ କାନୁନକୁ ଉଳ୍ଲଙ୍ଘନ କରିବର ଅଭିଯୋଗ ଆସିଛି ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ନାମରେ । ହାଇକୋର୍ଟରେ ପିଆଇଏଲରେ ଫାଇଲ କରାଯାଇଥିଲା । ଏହାପରେ କୋଲକାତାର ହାଇକୋର୍ଟ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ…
Read More...

ଓଡିଶାରେ ଆୟୋଜନ ହେବ ଜୁନିୟର ହକି ବିଶ୍ୱକପ

ଭୁବନେଶ୍ୱର: ପୁଣି ଥରେ ହକି ବିଶ୍ୱକପ ପାଇଁ ଅନୁମତି ପାଇଛି ହକିର ହବ ଭାବେ ପରିଚିତ ପାଇଥିବା ଓଡିଶା । ଚଳିତ ବର୍ଷ ଜୁନିୟର ହକି ବିଶ୍ୱକପ ଆୟୋଜନ କରିବା ପାଇଁ ଓଡିଶା ପ୍ରସ୍ତୁତ ହେଉଛି । ଏ ନେଇ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନଭେମ୍ବର ୨୪ ତାରିଖରୁ…
Read More...

T-୨୦ ବିଶ୍ୱକପର ଥିମ ସଙ୍ଗ ଜାରି କଲା ICC

ଦୁବାଇ: ଆସନ୍ତା ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଥିମ ସଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ (ICC) । ଅକ୍ଟୋବର ୧୭ ତାରିଖରୁ ଓମାନ ଏବଂ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ତେଣୁ ଏନେଇ କ୍ରିକେଟପ୍ରେମୀ ମାନଙ୍କର ଖୁବ ଉତ୍ସାହ ଦେଖିବାକୁ ମିଳିଛି ।…
Read More...

ଖୋ ଖୋ ଖେଳକୁ ପ୍ରାଧାନ୍ୟ

ଭୁବନେଶ୍ୱର: ଅନ୍ୟ ଖେଳାଳୀ ଗୁଡିକ ଭଳି ଗଳିକନ୍ଦିରେ ପହଞ୍ଚିବ ଖୋ ଖୋ । ଏଥିପାଇଁ ଅଣ୍ଟା ଭିଡିଛନ୍ତି ଓଡିଶା ସରକାର । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖୁବଶୀଘ୍ର ଖୋ ଖୋ ଏକାଡେମୀ ଖୋଲାଯିବା ସହ ବହୁମୁଖୀ ଷ୍ଟାଡିୟମର ନିର୍ମାଣ କରାଯିବ । ଖୋ ଖୋ ଅଲିମ୍ପିକ ଗେମର ଏକ ଅଂଶ ହୋଇନଥିଲେ ମଧ୍ୟ…
Read More...