Browsing Tag

Sports

ବାଂଲାଦେଶକୁ ହରାଇ ଏସିଆ କପ୍‌ ଫାଇନାଲ୍‌ରେ ଭାରତର ଏଣ୍ଟ୍ରୀ

ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ଏସିଆ କପ୍‌ ଫାଇନାଲ୍‌ରେ ଭାରତ । ୪୧ ରନ୍‌ରେ ବାଂଲାଦେଶକୁ ହରାଇଲା ଟିମ୍‌ ଇଣ୍ଡିଆ । ୧୯.୩ ଓଭର୍‌ରେ ବାଂଲାଦେଶ ଟିମ୍‌ ଅଲ୍‌ ଆଉଟ୍‌ । କୁଲଦୀପଙ୍କୁ ୩, ବୁମ୍‌ରା ଓ ବରୁଣଙ୍କୁ ୨ଟି ଲେଖାଏଁ ୱିକେଟ୍ । ଓପନର୍‌ ଅଭିଶେଷ ଶର୍ମାଙ୍କ ଧୂଆଁଧାର ୭୫ ରନ୍‌ର ପାଳି ।…
Read More...

ଏସିଆ କପ୍‌: ଦୁବାଇରେ ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ

ନୂଆଦିଲ୍ଲୀ: ଦୁବାଇ ଷ୍ଟାଡିୟମରେ ପହଲଗାମ୍ ଘଟଣାର ପ୍ରତିଶୋଧ ନେଲା ଭାରତ । ଏସିଆ କପ ୨୦୨୫ରେ ଭାରତର ଦମଦାର ଦ୍ବିତୀୟ ବିଜୟ। ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ । ୧୫ .୫ ଓଭର୍‌ରେ ବିଜୟ ହାସଲ କଲା ଭାରତୀୟ ଦଳ । ଛକା ମାରି ବିଜୟ ଭେଟି ଦେଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ଭାରତ…
Read More...

ଇତିହାସ ରଚିଲେ ମହିଳା ବକ୍ସର ଜସ୍ମିନ ଲମ୍ବୋରିଆ, ଜିତିଲେ ସ୍ଵର୍ଣ୍ଣ

ନୂଆଦିଲ୍ଲୀ: ମହିଳା ବକ୍ସର ଜସ୍ମିନ ଲମ୍ବୋରିଆଙ୍କୁ ବିଶ୍ବ ବକ୍ସିଂ ଚାମ୍ପିୟନସିପରେ ସ୍ବର୍ଣ୍ଣ । ପୋଲାଣ୍ଡର ଜୁଲିଆ ସେରେମେଟାଙ୍କୁ ୪-୧ରେ ହରାଇଲେ ଜସ୍ମିନ । ୫୭ କେଜି ଓଜନ ବର୍ଗରେ ଜସ୍ମିନଙ୍କୁ ବଡ଼ ସଫଳତା । ତେବେ ବିଶ୍ବ ବକ୍ସିଂ ଚାମ୍ପିୟନସିପରେ ପୂର୍ବରୁ ପୂଜାରାଣୀ ବ୍ରୋଞ୍ଜ ଓ ନୁପୁର…
Read More...

ପ୍ରଦାନ କରାଗଲା ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର, ଅନିମେଶ କୁଜୁର ହେଲେ ଶ୍ରେଷ୍ଠ କ୍ରୀଡାବିତ

ଭୁବନେଶ୍ଵର: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ୨୦୨୪ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟପାଳ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବିଶିଷ୍ଠ ପୁରସ୍କାର ପ୍ରଦାନ କରିଛନ୍ତି । ୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ…
Read More...

ବର୍ମିଂହାମ ଟେଷ୍ଟ: ଭାରତର ପ୍ରଥମ ଟେଷ୍ଟ ବିଜୟ

ନୂଆଦିଲ୍ଲୀ: ଜାରି ରହିଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ । ପ୍ରଥମ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିଲା । ମାତ୍ର ୨ୟ ଟେଷ୍ଟରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଅଧିନାୟକ ଶୁବମନ ଗିଲ୍‌ଙ୍କ ଚମତ୍କାର ବ୍ୟାଟିଂ ଏବଂ ଆକାଶ ଦୀପ୍‌ ଏବଂ ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ…
Read More...

୧୮ ବର୍ଷରୁ କମ୍ ଓଡ଼ିଶା କବାଡି ଟିମରେ ସୁବର୍ଣ୍ଣପୁରର ଝିଅ ସିରିନ୍ ପାତ୍ର

ସୁବର୍ଣ୍ଣପୁର:- ସର୍ବ ଭାରତୀୟ କ୍ରୀଡାରେ ଭାଗ ନେବେ ସିରିନ । ୧୮ ବର୍ଷରୁ କମ୍ ପ୍ରଥମ ଅଲ୍ ଇଣ୍ଡିଆ କବାଡ଼ି ପ୍ରତିଯୋଗୀତାକୁ ସୁବର୍ଣ୍ଣପୁର ଜିଲ୍ଲାର ଝିଅ ସିରୀନ ପାତ୍ର ପ୍ରଥମ ଥର ମନୋନୀତ ହୋଇଛନ୍ତି  । ଯେଉଁଥିପାଇଁ ସିରିନଙ୍କ ପାଖକୁ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ସଂଘ ପକ୍ଷରୁ ଶୁଭେଚ୍ଛାର…
Read More...

ଜିଲ୍ଲାର କ୍ରୀଡ଼ାବିତ ମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରି କ୍ରୀଡା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ…

ସୁବର୍ଣ୍ଣପୁର-: ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ତଥା ପ୍ରୋତ୍ସାହନ ନିମନ୍ତେ ଆଜି ସୁବର୍ଣ୍ଣପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଭିଡିଓ କନଫରେନସିଙ୍ଗ ହଲ ଠାରେ ଅନୁଷ୍ଠିତ…
Read More...

ବିସିସିଆଇ ପକ୍ଷରୁ ପ୍ରକାଶ ପାଇଲା ଆଇପିଏଲ୍ – ୨୦୨୫ର କାର୍ଯ୍ୟସୂଚୀ

ବ୍ୟୁରୋ : ଈଉଉଓ (ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ) ପକ୍ଷରୁ ରବିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ – ୨୦୨୫ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆଇପିଏଲ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ ୨୫ ଯାଏଁ ଖେଳାଯିବ। ଏଥର ୬୫ ଦିନରେ ୧୩ଟି ଭେନ୍ୟୁ(ସ୍ଥାନ) ରେ ମୋଟ ୭୪ଟି ମ୍ୟାଚ ଖେଳାଯିବ। ଉଦ୍ଘାଟନୀ…
Read More...

ୱାନ୍ ଡେ’ ଓ ଟେଷ୍ଟ୍ ମ୍ୟାଚ୍ ପରେ ରଣଜୀରେ ବି ଫେଲ୍ ମାରିଲେ ରୋହିତ୍

ବ୍ୟୁରୋ : ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ଲପ୍ ହୋଇଥିଲେ । ପରେ ଆଲୋଚନା ହେଉଥିଲା ରଣଜୀ ଟ୍ରଫିରେ ପୁଣି ହିଟମ୍ୟାନ ଫର୍ମକୁ ଫେରିବେ । କିନ୍ତୁ ରଣଜୀରେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ରୋହିତ । ମୁମ୍ବାଇ ପକ୍ଷରୁ ରଣଜୀ ଖେଳୁଥିବା…
Read More...

ଭଲ ଫର୍ମ ସତ୍ତ୍ବେ ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ଦଳରେ ସିରାଜଙ୍କୁ ମିଳିଲାନି ସ୍ଥାନ

ଆସନ୍ତା ଫେବୃଆରୀ ୧୯ ତାରିଖରୁ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱ ଟିମ ପଡିଆକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଖରାପ ପ୍ରଦର୍ଶନ ସତ୍ବେ ରୋହିତଙ୍କ ଉପରେ ପୁଣି ମ୍ୟାନେଜମେଣ୍ଟ ଭରଷା କରିଛି । ବିରାଟ କୋହଲି, ଲୋକେଶ…
Read More...