Browsing Tag

Sports

ଦାଦାଙ୍କ ହାତରେ ନୂଆ ପଦବୀ

ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟୋଲ ଫର କ୍ରିକେଟ ଇନ ଇଣ୍ଡିଆ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଆଉ ଏକ ନୂଆ ପଦବୀ । ଭାରତର ପୂର୍ବ ଅଧିନାୟକ ଅନିଲ କୁମ୍ବଲେଙ୍କ ସ୍ଥାନରେ ଏବେ ଆଇସିସିର ଚେୟରମ୍ୟାନ ଭାବେ ମନୋନୀତ ହୋଇଛନ୍ତି ଟିମ ଇଣ୍ଡିଆର ଦାଦା । ଏ ନେଇ ଆଇସିସି ତରଫରୁ ଘୋଷଣା…
Read More...

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଲଢେଇ

ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯିବ । ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ପ୍ରତିଶୋଧ ନେବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରୋହିତ ସେନା । ଦଳରେ…
Read More...

ଭାରତ ବିପକ୍ଷରେ ଖେଳିବେନି ୱିଲିୟମସନ

ଜୟପୁର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ । ନୂଆ ଏକ ଉତ୍ସାହ ନେଇ ପଡିଆକୁ ଓହ୍ଲାଇବ ରୋହିତ ସେନା । ଏହି ସିରିଜରେ ତିନୋଟି ଟି-୨୦ ଏବଂ ଦୁଇଟି ଟେଷ୍ଟ ଖେଳାଯିବ । ତେବେ ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ୱିଲିୟମସନ ବିଶ୍ରାମ ନେଇଛନ୍ତି ।…
Read More...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା ଜବତ

ମୁମ୍ବାଇ: ଭାରତୀୟ କ୍ରିକେଟରଙ୍କ ଉପରେ ଭାରୀ ପଡିଛି କଷ୍ଟମ ବିଭାଗ । ଟାର୍ଗେଟରେ ଷ୍ଟାର ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏୟାରପୋର୍ଟରେ ପାଣ୍ଡ୍ୟାଙ୍କୁ ଅଟକାଇ ତନାଘନା କରିଛି କଷ୍ଟମ ଡିପାର୍ଟମେଣ୍ଟ । ତାଙ୍କୁ ନିକଟରୁ ଦୁଇଟି ଘଣ୍ଟା ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୫ କୋଟି ଟଙ୍କା ।…
Read More...

ବିଶ୍ୱକପର ଶ୍ରେଷ୍ଠ PLAYING XI

ନୂଆଦିଲ୍ଲୀ: ଶେଷ ହେଲା ବିଶ୍ୱକପ ସିଜନ । ବିଶ୍ୱର ମହାଯୁଦ୍ଧରେ ନ୍ୟୁଜିଲାଣ୍ଡକୁ ହରାଇ ବାଜି ମାରିଛି ଅଷ୍ଟ୍ରେଲିଆ । ଏହାପରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି)ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନ ଚୟନ କରୁଛି । ଏହି ଦଳରେ ଅଧିନାୟକ ଭାବେ ବିବେଚିତ ହୋଇଛନ୍ତି…
Read More...

ଘୋଷଣା ହେଲା ମହିଳା ବିଶ୍ୱକପ ଦଳ

ଭୁବନେଶ୍ୱର: ହକି ଇଣ୍ଡିଆ ପକ୍ଷରୁ ଘୋଷଣା ହୋଇଛି ଭାରତୀୟ ଜୁନିୟର ମହିଳା ହକି ଟିମ । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଭାରତ ୧୮ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ଦୁଇ ଓଡିଆ ଖେଳାଳୀ ସାଲିମା ଟେଟେ ଏବଂ ଶର୍ମିଲା ଦେବୀ ସ୍ଥାନ ପାଇଛନ୍ତି । ପୂର୍ବରୁ ଟୋକିଓ…
Read More...

ବାବର-ୱାର୍ଣ୍ଣର କଳିରେ ସୂତ୍ରଧର ସୋଏବ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଚମ୍ପିଆନର ଟାଇଟଲ ପାଇଛି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ପ୍ରଥମ ଥର ଟି-୨୦ ବିଶ୍ୱକପକୁ ନିଜ ନାମରେ କରିଛନ୍ତି । ଜବରଦସ୍ତ ପାରି ସହ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ପାଇଛନ୍ତି ଅଷ୍ଟ୍ରେଳିଆର ଷ୍ଟାର ଓପନର ଡାଭିଡ ୱାର୍ଣ୍ଣର…
Read More...

ଚର୍ଚ୍ଚାରେ ଅଷ୍ଟ୍ରେଲିଆ ଖେଳାଳୀଙ୍କ ସେଲିବ୍ରେସନ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଟାଇଟଲ ହାସଲ କରିଛି ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଦଳ ଟି-୨୦ ବିଶ୍ୱକପ ଟ୍ରଫି ହାସଲ କରିଛି । ଏହାପରେ ମଇଦାନରୁ ଡ୍ରେସିଂ ରୁମ, ସବୁଠି ଆରମ୍ଭ ହୋଇଥିଲା ଉତ୍ସବର ମାହୋଲ । ଖେଳାଳୀ ଏବଂ ପ୍ରଶଂସକମାନେ ବିଭିନ୍ନ ଅନ୍ଦାଜରେ ସେଲିବ୍ରେସନ…
Read More...

ନ୍ୟୁଜିଲାଣ୍ଡର ବିଶ୍ୱକପ ସ୍ୱପ୍ନ ଧୂଳିସାତ

ଦୁବାଇ: ବିଶ୍ୱକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଲେଖିଛି ନୂଆ ଇତିହାସ । ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣରେ ପ୍ରଥମ ଟାଇଟଲ ହାସଲ କରିଛି ଟିମ ଅଷ୍ଟ୍ରେଲିଆ । ପୁଣି ଥରେ ୨୦୧୫ ବିଶ୍ୱକପର ପୁନରାବୃତ୍ତି ଘଟିଛି ୨୦୨୧ ବିଶ୍ୱକପରେ ।…
Read More...

ଲକ୍ଷ୍ମଣ ହେଲେ NCAର ନୂଆ ମୁଖିଆ

ନୂଆଦିଲ୍ଲୀ:  ଭାରତୀୟ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ମନୋନୀତ କରାଯାଇଛି । ଏହାପରେ କୋଚ ପଦ ପାଇଁ ଦୌଡରେ ସାମିଲ ଥିବା ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟ ଏକ ଗୁରୁଦାୟିତ୍ୱ ଦିଆଯାଇଛି । ଜାତୀୟ କ୍ରିକେଟ ଏକାଡେମୀ ବା NCA ର ମୁଖ୍ୟ ଭାବେ ଦାୟିତ୍ୱ…
Read More...