Browsing Tag

Sports

କ୍ଲିନ ସ୍ୱିପ ଟାର୍ଗେଟରେ ମେନ ଇନ ବ୍ଲୁ

କୋଲକାତା: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ । ଅଧିନାୟକତ୍ୱର ପ୍ରଥମ ସିରିଜରେ ହିଁ କ୍ଲିନ ସ୍ୱିପ ପରିସ୍ଥିତିରେ ରହିଛି ରୋହିତଙ୍କ ସେନା । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଥିବା ବେଳେ ଆଜିର ମ୍ୟାଚରେ ବିଜୟ ଲାଭ କଲେ ଦଳ…
Read More...

ବିରାଟଙ୍କୁ ଅତିକ୍ରମ କଲେ ଗପ୍ତିଲ

ରାଞ୍ଚି: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଜିତି ସିରିଜ ହାତେଇଛି ଟିମ ଇଣ୍ଡିଆ । ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚରେ ସହଜ ବିଜୟ ସହିତ ଟି-୨୦ ବିଶ୍ୱକପର ମଧୁର ପ୍ରତିଶୋଧ ନେଇଛି ମେନ ଇନ ବ୍ଲୁ । ତେବେ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ନ୍ୟୁଜିଲାଣ୍ଡ ବରାଜୟର ସାମନା କରିଛି…
Read More...

ଦ୍ୱିତୀୟ ମ୍ୟାଚରେ ଫେରିବେ ଧୋନୀ

ରାଞ୍ଚି: ଆଜି ରାଞ୍ଚିରେ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚରେ ମଇଦାନକୁ ଫେରିବେ କ୍ୟାପଟେନ କୁଲ ମାହି । ଝାଡଖଣ୍ଡର ରାଞ୍ଚି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ତେବେ ଦର୍ଶକଙ୍କ ପାଇଁ ସବୁଠୁ ବଡ କଥା ହେଉଛି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି…
Read More...

କ୍ରିକେଟରୁ ବିଦାୟ ନେଲେ Mr. 360

ନୂଆଦିଲ୍ଲୀ: ପରବର୍ତ୍ତୀ ଆଇପିଏଲର ସଂସ୍କରଣରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଲାଗିପାରେ ଏକ ଶକ୍ତ ଝଟକା । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ କ୍ରିକେଟ ଜଗତକୁ ଅଲବିଦା କହିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ମିଷ୍ଟର ୩୬୦ ଆବ୍ରାହମ ବେଞ୍ଜାମିନ ଡିଭିଲିୟର୍ସ ।…
Read More...

ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ

ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ମ୍ୟାଚ ପୂର୍ବରୁ ସମସ୍ତ ଖେଳାଳୀଙ୍କ ସହିତ ପ୍ରସ୍ତୁତ ହୋଇଛି ରାଞ୍ଚିର ମଇଦାନ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ସହିତ ଭାରତୀୟ ଦଳର ମନୋବଳ ଦୃଢ ରହିଛି । ତେଣୁ ଆଜିର ମ୍ୟାଚକୁ ଜିତି ସିରିଜକୁ ହାତେଇବା ପାଇଁ ଲକ୍ଷ୍ୟ…
Read More...

ଦ୍ୱିତୀୟ ମ୍ୟାଚ ପୂର୍ବରୁ କୋର୍ଟରେ ମାମଲା ରୁଜୁ

ରାଞ୍ଚି: ଆଜି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ । କିନ୍ତୁ ମ୍ୟାଚକୁ ନେଇ କୋର୍ଯରେ ରୁଜୁ ହୋଇଛି ମାମଲା । ଖେଳାଳୀଙ୍କ ସୁରକ୍ଷା ଏବଂ କୋରୋନା କଟକଣାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ବିସିସିଆଇ । ସମସ୍ତ ପ୍ରସ୍ତୁତି ପରେ ମଧ୍ୟ…
Read More...

ବଦଳିବ ଦିନିକିଆ ବିଶ୍ୱକପର ଫର୍ମାଟ

ଦୁବାଇ: ଖୁବ ଶୀଘ୍ର ବଢିବ ଦିନିକିଆ ବିଶ୍ୱକପର ରୋମାଞ୍ଚ । କ୍ରିକେଟ ବିଶ୍ୱକପକୁ ଆହୁରି ରୋମାଞ୍ଚ କରିବା ପାଇଁ କରୁଛି ଯୋଜନା, ନେଇଛି ଏକ ବଡ ନିଷ୍ପତ୍ତି । ଆସନ୍ତା ୨୦୨୭ ବିଶ୍ୱକପରେ ଟ୍ରଫି ପାଇଁ ୧୦ ବଦଳରେ ଲଢିବେ ୧୪ ଦଳ । ରାଙ୍କିଙ୍ଗ ହିସାବରେ ସ୍ତାନ ପାଇବେ ଶୀର୍ଷ ୧୦ ଦଳ ଏବଂ କ୍ୱାଲିଫାଏ…
Read More...

ଆଇସିସି ଟୁର୍ଣ୍ଣାମେଣ୍ଟ ସୂଚୀ ଘୋଷଣା

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଘୋଷଣା ହୋଇଛି ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟଗୁଡିକର କାର୍ଯ୍ୟସୂଚୀ । ଆସନ୍ତା ୨୦୨୪ରୁ ୨୦୩୧ ମସିହା ପର୍ଯ୍ୟନ୍ତ ପ୍ରମୁଖ ପୁରୁଷ ଟୁର୍ଣ୍ଣାମେଣ୍ଟର ହୋଷ୍ଟ ଟିମ ଗୁଡିକର ନାମ ଘୋଷଣା ହୋଇଛି । ଏହି ସମୟ ମଧ୍ୟରେ ଦୁଇଟି ପୁରୁଷ ଦିନିକିଆ…
Read More...

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ

ଭୁବନେଶ୍ୱର: ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ନେଦରଲାଣ୍ଡର ହକି ଟିମ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଗୁନିୟର ହକି ବିଶ୍ୱକପ ପାଇଁ ଟିମ ନେଦରଲାଣ୍ଡ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି । ଆସନ୍ତା ୨୪ ତାରିଖରେ ହକି ବିଶ୍ୱକପ ପାଇଁ ହେବ…
Read More...

ମ୍ୟାଚ ପୂର୍ବରୁ ଦଳରୁ ବାହାରିଲେ ଆଉ ଜଣେ ଖେଳାଳୀ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ମ୍ୟାଚର ଠିକ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଅଧିନାୟକ କେନ ୱିଲିୟମସନ ନିଜକୁ ଏହି ସିରିଜରୁ ଦୂରେଇ ରହିଥିବା ବେଳେ ଏବେ ଆଉ ଜଣେ ଟି-୨୦ ସିରିଜରୁ ଓହରି ଯାଇଥିବା ସୂଚନା ମିଳିଛି ।…
Read More...