Browsing Tag

Sports

ଶ୍ରେୟସଙ୍କ ହ୍ୱାଟ୍ସଆପ ଡିପି କନେକ୍ସନ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରେ ଡେବ୍ୟୁଟାଣ୍ଟ ଶ୍ରେୟସଙ୍କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଶ୍ରେୟସଙ୍କର ଟେଷ୍ଟ ଖେଳିବା ସହ ହ୍ୱାଟ୍ସଆପର ରହିଛି ଏକ ଖାସ ସମ୍ବନ୍ଧ । ହ୍ୱାଟ୍ସଆପ ଡିପିକୁ ଦେଖି ଟେଷ୍ଟ ଖେଳିବା ପାଇଁ ପ୍ରେରଣା ପାଉଥିଲେ…
Read More...

୩୪୫ରେ ଅଟକିଲା ଭାରତ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଶେଷ ହୋଇଛି ଭାରତର ପ୍ରଥମ ଇନିଂସ । ମୋଟ ୩୪୫ ରନ ମଧ୍ୟରେ ଅଟକିଛି ଭାରତ । ଦଳ ତରଫରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ଡେବ୍ୟୁଟାଣ୍ଟ ଶ୍ରେୟସ ଅୟର । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଦି ସର୍ବାଧିକ ୫ଟି ୱିକେଟ…
Read More...

ରାହୁଲ ଇନ: ରୋହିତ ବିରାଟ ଆଉଟ

ନୂଆଦିଲ୍ଲୀ: ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି) ଜାରି କରିଛି ଟି-୨୦ ବ୍ୟାଟ୍ସମ୍ୟାନ ମାନ୍ୟତା । ଏହି ଲିଷ୍ଟରେ ଓପନର ମାନଙ୍କ ରାଜ ଦେଖିବାକୁ ମିଳିଛି । ତିନୋଟି ଦେଶର ଓପନରଙ୍କୁ ମିଳିଛି ଫାଇଦା । ଭାରତୀୟ ଦଳର ଓପନର କେ.ଏଲ ରାହୁଲ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ତାଙ୍କ…
Read More...

ଭୁବନେଶ୍ୱରଙ୍କ ଘରେ ନୂଆ ଅତିଥି

ନୂଆଦିଲ୍ଲୀ: ମିଳିଛି ବିବାହ ବାର୍ଷିିକୀର ଏକ ସୁନ୍ଦର ଉପହାର । ଇଣ୍ଡିଆନ ଟିମର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଘରକୁ ଆସିଛି ନୂଆ ଅତିଥି । ସ୍ୱିଙ୍ଗର ରାଜକୁମାରଙ୍କ ପରିବାରରେ ସାମିଲ ହୋଇଛନ୍ତି କୁନି ରାଜକୁମାରୀ । କୁମାରଙ୍କ ପତ୍ନୀ ନୁପୁର ଆଜି ଦିଲ୍ଲୀର ଘରୋଇ ହସ୍ପିଟାଲରେ ଏକ…
Read More...

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କୁ ଧମକ । ତାଙ୍କ ସହ ପରିବାରକୁ ମାରି ଦେବା ପାଇଁ ମିଳିଛି ଧମକ । ହତ୍ୟା ଧମକ ଦେଇଛି କାଶ୍ମୀରର ISIS । ଧମକ ପରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କଲେ ସାଂସଦ ଗୌତମ ଗମ୍ଭୀର । ମଙ୍ଗଳବାର ରାତିରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପୂର୍ବତନ…
Read More...

ବାଙ୍ଗାଲୋରକୁ ଭେଟିବ ଓଡିଶା

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ(ISL)ର ଅଷ୍ଟମ ସଂସ୍କରଣରେ ଆସନ୍ତାକାଲି ବେଭ୍ଗଲୁରୁ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ ଓଡିଶା ଏଫସି । ଗୋଆ ଭାସ୍କୋରେ ଏହି ମ୍ୟାଚ ଖେଳାଯିବ । ତେବେ ଏହା ପୂର୍ବରୁ ଦଳର ନୂଆ କୋଚ କିକୋ ରାମିରେଜ ଏବଂ ଅଧିନାୟକ ହେକ୍ଟର ରୋଡାସ ଆଜି ଏକ ପେସ ମିଟ କରିଥିଲେ ।…
Read More...

ଦିଲ୍ଲୀରୁ ବାହାରିବେ କି ଅଶ୍ୱୀନ??

ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଯାଉଛି ଆଇପିଏଲର ମେଗା ଅକ୍ସନ । ସେଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ୮ଟି ଯାକ ଟିମ ନିଜ ନିଜ ଦଳକୁ ନେଇ ଚୟନ କାର୍ଯ୍ୟକ୍ରମରେ ବ୍ୟସ୍ତ । କାହାକୁ ରିଟେନ କରିବେ କାହାକୁ ଛାଡିବେ ସେ ନେଇ ଚାଲିଛି ହିସାବ ନିକାଶ । ତେବେ ଏହି ସମୟରେ ରବିଚନ୍ଦ୍ରନ ଅଶ୍ୱୀନ…
Read More...

ଧୋନୀଙ୍କ ସ୍ଥାନ ନେଇପାରନ୍ତି ଏହି ଖେଳାଳୀ

ନୂଆଦିଲ୍ଲୀ: କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନୀ ଅବସର ନେବା ପରେ ତାଙ୍କ ବିକଳ୍ପ ଖୋଜୁଛି ଭାରତୀୟ କ୍ରିକେଟ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱିକେଟ କିପର ରିଷଭ ପନ୍ତଙ୍କ ଉପରେ ବେଶ କିଛି ଆଶା ରଖିଥିବା ବେଳେ ଉଭୟଙ୍କ ପ୍ରଦର୍ଶନ ସନ୍ତୋଷଜନକ ନାହିଁ । ତେଣୁ ଧୋନୀଙ୍କ ସ୍ଥାନରେ ଫିନିଶର ଭାବେ…
Read More...

ଟି-୨୦ରେ ଏହି ଖେଳାଳୀ ହେଉଛନ୍ତି ଦଳର ମେରୁ ଦଣ୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ କ୍ଲିନ ସ୍ୱିପ କରିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା ଦେଇଛନ୍ତି ଏକ ବଡ ବୟାନ । ଟି-୨୦ ଦଳରେ ପ୍ରତ୍ୟାବର୍ତ୍ତନ କରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖୁବ ପ୍ରଶଂସା କରିଛନ୍ତି ରୋହିତ । ବିଶ୍ୱକପ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଯେତେବେଳେ ବି ଦଳକୁ…
Read More...

କ’ଣ ହେବ ମାହିଙ୍କ IPL କ୍ୟାରିୟର ??

ନୂଆଦିଲ୍ଳୀ: ଆଇପିଏଲ ୨୦୨୧ର ଚମ୍ପିଆନ ଦଳ ଚେନ୍ନାଇ ପାଳନ କରିଛି ବିଜୟ ଉତ୍ସବ । ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ପରେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ମେଣ୍ଟର ଭାବେ ୟୁଏଇରେ ହିଁ ରହିଥିଲେ । ତେଣୁ ଚେନ୍ନାଇ ସୁପର କିଙ୍ଗସ ବିଜୟର ଉତ୍ସବ ପାଳନ କରିବା ପାଇଁ ମାହିଙ୍କୁ ଅପେକ୍ଷା…
Read More...