Browsing Tag

Sports

୨୦୨୨ରେ ବିରାଟଙ୍କୁ ଟପିବେ ରାହୁଲ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ହେବାକୁ ଯାଉଛି ମେଗା ଅକ୍ସନ । ୨୦୨୨ ସିଜନରେ ଯୋଡି ହେବେ ଦୁଇ ନୂଆ ଟିମ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏହି ସମୟରେ ପଞ୍ଜାବ କିଙ୍ଗସର ଅଧିନାୟକ ତଥା ଷ୍ଟାର ଖେଳାଳୀ ଲୋକେଶ ରାହୁଲ ପ୍ରାୟତଃ ପଞ୍ଜାବ ଦଳକୁ ଛାଡିବା ପାଇଁ ନିଷ୍ପତ୍ତି ନେଇ…
Read More...

ଆମେରିକାକୁ ହରାଇ ଇତିହାସ ରଚିଲା ପାକିସ୍ତାନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଜୁନିୟର ହକି ବିଶ୍ୱକପ ମହାସମର । ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ । ଆମେରିକା ବିପକ୍ଷ ମ୍ୟାଚରେ ସର୍ବାଧିକ ଗୋଲ ଦେଇଛି ପାକିସ୍ତାନ । ପୂର୍ବରୁ ଆମେରିକା ବିପକ୍ଷରେ ୧୭-୦ ଗୋଲରେ ସ୍ପେନ ବିଜୟୀ ହୋଇ ରେକର୍ଡ କରିଥିଲା । କିନ୍ତୁ ଆଜି…
Read More...

ପଛରେ ପଡିଲେ ହରଭଜନ, ଆଗରେ ଅଶ୍ୱୀନ

କାନପୁର: ଭାରତ-ନ୍ୟୁଜିଲାଣ୍ଡ କାନପୁର ଟେଷ୍ଟ ଅମୀମାଂସିତ ରହିଥିଲେ ମଧ୍ୟ ଏଥିରୁ ବଡ ଫାଇଦା ପାଇଛନ୍ତି ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଭାରତୀରେ ସର୍ବାଧିକ ୱିକେଟ ହାସଲ କରିବାରେ ସେ ହୋଇଛନ୍ତି ତୃତୀୟ । ଏହି ତାଲିକାରେ ଅଶ୍ୱୀନ ପୂର୍ବତନ ଅଫସ୍ପିନର ହରଭଜନ ସିଂହଙ୍କୁ ପଛରେ…
Read More...

ବିବାହ କଲେ ଭାରତୀୟ କ୍ରିକେଟର ରାହୁଲ

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୋୟଲ୍ସର ଷ୍ଟାର ଖେଳାଳୀ ରାହୁଲ ତେୱାତିଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ହାତକୁ ଦି ହାତ ହୋଇଛନ୍ତି ସ୍ପିନ ଷ୍ଟାର ରାହୁଲ । ତାଙ୍କ ବିବାହର ଫଟୋ ସୋଶଲ ମିଡିଆରେ ପୋଷ୍ଟ ହେବା ପରେ ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ରାହୁଲ…
Read More...

ପ୍ରଥମ ଟେଷ୍ଟ ପରେ ଚର୍ଚ୍ଚାରେ ଦ୍ରାବିଡ

କାନପୁର: କାନପୁର ଟେଷ୍ଟ ଶେଷ ହେବା ପରେ ପଡିଆରେ ଘଟିଥିଲା କିଛି ଏମିତି ଘଟଣା ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ଭାରତର ହେଡ କୋଚ ରାହୁଲ ଦ୍ରାବିଡଙ୍କର ଏକ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମ୍ୟାଚ ପରେ କାନପୁର ଗ୍ରୀନ…
Read More...

ବାଇକ ଦୁର୍ଘଟଣାରେ ଆହତ ୱାର୍ଣ୍ଣ

ନୂଆଦିଲ୍ଳୀ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ ଷ୍ଟାର ଖେଳାଳୀ ସେନ ୱାର୍ଣ୍ଣ ଆହତ । ପୁଅ ଜ୍ୟାକ୍ସନଙ୍କ ସହ ଯାଉଥିବା ବେଳେ ଏକ ବାଇକ ଦୁର୍ଘଟଣାରେ ଆହତ ହୋଇଛନ୍ତି ୱାର୍ଣ୍ଣ । ତେବେ ଆହତ ଏତେ ବଡ ଧରଣର ହୋଇ ନଥିଲେ ବି ଅନେକ ସ୍ଥାନରେ କ୍ଷତ ହୋଇଛି । ତାଙ୍କୁ ମେଡିକାଳରେ ଭର୍ତ୍ତି…
Read More...

ପ୍ରଥମ ଟେଷ୍ଟ ହେଲା ଡ୍ର’

କାନପୁର: ଶେଷ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ । ରୋମାଞ୍ଚକର ସ୍ଥିତି ସତ୍ତେ୍ୱ ଡ୍ର ରହିଲା ମ୍ୟାଚ । ଜଡେଜା-ଅଶ୍ୱୀନଙ୍କ ଦମଦାର ବୋଲିଂ ବଳରେ ନ୍ୟୁଜିଲାଣ୍ଡ ଧରାଶାୟୀ ହୋଇଥିବା ବେଳେ ଶେଷରେ କମ ଆଲୋକ ତାଙ୍କୁ ସାହା ହୋଇଥିଲା । ବିଜୟର ଦ୍ୱାର ଶେରେ ପହଞ୍ଚି ସାରିଥିବା ଟିମ…
Read More...

ବିବାହ କରିବେ ଶାର୍ଦ୍ଦୁଳ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଲର୍ଡ ତଥା ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ଦେଇଛନ୍ତି ଖୁସିର ଖବର । ପ୍ରେମିକା ମିତାଲୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଲର୍ଡ ଶାର୍ଦ୍ଦୁଳ । ତେଣୁ ଆଜି ସେ ବିବାହର ପ୍ରଥମ ପଦକ୍ଷେପ ଅର୍ଥାତ ନିର୍ବନ୍ଧ କରିଛନ୍ତି ।…
Read More...

ପଞ୍ଚମ ଦିନରେ ପ୍ରଥମ ଟେଷ୍ଟ

କାନପୁର: ପଞ୍ଚମ ଦିନରେ ପହଞ୍ଚିଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ । ଶେଷ ଦିନରେ ବିଜୟ ପାଇଁ ଲଢିବେ ଉଭୟ ଯିମ । ନ୍ୟୁଜିଲାଣ୍ଡ ସାମନାରେ ୨୮୦ ରନର ଏକ ଲକ୍ଷ୍ୟ ରହିଥିବା ବେଳେ ଭାରତକୁ ଦରକାର ୯ଟି ୱିକେଟ । ଚତୁର୍ଥ ଦିନର ଶେଷ ସମୟରେ ୨୩୪-୭ରେ ପାଳି ଘୋଷଣା କରି କିୱି ଦଳକୁ…
Read More...

ଆଇପିଏଲ ପାଇଁ RCBର ନୂଆ ପ୍ଲାନ

ନୂଆଦିଲ୍ଳୀ: ୨୦୨୨ରେ ହେବ ଆଇପିଏଲର ମେଗା ଅକ୍ସନ । ୮ଟି ଦଳ ପରେ ପୁଣି ଯୋଡି ହେବେ ଆଉ ଦୁଇଟି ଫ୍ରାଞ୍ଚାଇଜି ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏହା ପୂର୍ବର ପ୍ରତ୍ୟେକ ଦଳକୁ ନିଜର ୪ଟି ଲେଖାଏଁ ଖେଳାଳୀଙ୍କୁ ରିଟେନ କରିବା ପାଇଁ କୁହାଯାଇଛି । ତେବେ ଏହି ସମୟରେ ସାମାନ୍ୟ ଏକ ଅସୁବିଧାର ସମ୍ମୁଖୀନ…
Read More...