Browsing Tag

Sports

ଭାରତ ଉପରେ ଭାରି ପଡିଲେ ଭାରତୀୟ ବଂଶୋଦ୍ଭବ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୩୨୫ ରନରେ ଅଟକିଛି ଟିମ ଇଣ୍ଡିଆ । କେବଳ ଓପନର ମୟଙ୍କ ଅଗ୍ରୱାଲଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ୩୧୧ ବଲ ଖେଳି ମୟଙ୍କ ବ୍ୟକ୍ତିଗତ ୧୫୦ ରନ ସଂଗ୍ରହ କରିଥିଲେ । ଫଳରେ ଭାରତ ଏକ ସମ୍ମାନଜନକ…
Read More...

ଦାଦାଙ୍କ ଉପରେ ଜୟଙ୍କ ବିଜୟ

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହଙ୍କ ମଧ୍ୟରେ ଶୀତଳ ଯୁଦ୍ଧ । ତେବେ ଏହି ଯୁଦ୍ଧ କୋଲକାତାର ଇଡେନ ଗାର୍ଡେନରେ ଦେଖିବାକୁ ମିଳିଛି । ଯେଉଁଥିରେ ବାଜି ମାରିଛନ୍ତି ସମ୍ପାଦକ ଜୟ ଶାହ । ମାତ୍ର ୧ ପାଦ ପଛରେ ରହି ଯାଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ…
Read More...

ଫାଇନାଲରେ ଆଜେଣ୍ଟିନା

ଭୁବନେଶ୍ୱର: ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା । ଜୁନିୟର ହକି ବିଶ୍ୱକପ ସେମିଫାଇନାଲରେ ଦମଦାର ବିଜୟ ସହ ପ୍ରଥମ ଦଳ ଭାବେ ସ୍ଥାନ ପକ୍କା କରିଛି ଆର୍ଜେଣ୍ଟିନା । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ହକି ସେମିଫାଇନାଲ ମ୍ୟାଚରେ ଫ୍ରାନ୍ସକୁ ୩-୧ ଗୋଲରେ ହରାଇ ଦଳ ଫାଇନାଲ ପାଇଁ ଟିକେଟ…
Read More...

ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଲେ ୩ ମୁଖ୍ୟ ଖେଳାଳୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ୫ ବର୍ଷ ପରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଛି ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଦଳକୁ ଫେରିଛନ୍ତି କ୍ୟାପଟେନ କିଙ୍ଗ କୋହଲୀ । ବିରାଟଙ୍କ ପ୍ରତ୍ୟାବର୍ତ୍ତନ ପରେ ବଦଳିଯାଇଛି ଦଳର ପ୍ଲେଇଙ୍ଗ ଇଲେଭେନ…
Read More...

୪-୧ରେ ହାରିଲା ଇଜିପ୍ଟ

ଭୁବନେଶ୍ୱର: ମାତ୍ର ଗୋଟିଏ ଗୋଲରେ ଇଜିପ୍ଟକୁ ମାତ ଦେଇଛି ଚିଲି । ଶେଷ ମୁହୂର୍ତ୍ତରେ ରାଇମୁଣ୍ଡୋ ଭାଲେଞ୍ଜୁଏଲା ଗୋଲ ଦେଇ ଦଳକୁ ବିଜୟୀ କରାଇଛନ୍ତି । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଏହି ଗୋଲ ଦେଇଥିଲେ । ଏହି ମ୍ୟାଚରେ ଡାନିଏଲ ବେରୋଗୀ ପ୍ଲେୟର ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି । ଅନେକ…
Read More...

କ୍ରିକେଟ ପଡିଆରେ ଓମିକ୍ରନ ଆତଙ୍କ

ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ ପରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ସୂଚୀ ରହିଛି । କିନ୍ତୁ ଗସ୍ତ ପୂର୍ବରୁ ହିଁ ଭାରତ ସାମନାକୁ ଆସିଛି ଏକ ବଡ ଚାଲେଞ୍ଜ । କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜରେ ସାଜିଛି ବାଧକ ।…
Read More...

ଜାଡେଜାଙ୍କୁ ମିଳିପାରେ ବଡ ଦାୟିତ୍ୱ

ଚେନ୍ନାଇ: ଆଇପିଏଲ-୨୦୨୨ ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମ ଘୋଷଣା କରିଛନ୍ତି ନିଜ ନିଜର ରିଟେନସନ ଲିଷ୍ଟ । ଗତ ସିଜନର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୪ ଜଣ ପୁରୁଣା ଖେଳାଳୀଙ୍କୁ ରିଟେନ କରିଛି । ଏହି ଲିଷ୍ଟରେ କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନୀ, ଅଲରାଉଣ୍ଡର ରବିନ୍ଦ୍ର ଜଡେଜା,…
Read More...

ବଢୁଛି ରୋମାଞ୍ଚ; ସେମି ପାଇଁ ୩ ଦଳ SELECTED

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜି ଖେଳାଯାଉଛି କ୍ୱାର୍ଟର ଲଢେଇ । ଜୁନିୟର ହକି ବିଶ୍ୱକପର ସେମି ଟିକେଟ ପାଇବା ପାଇଁ ଚାଲିଛି ଟକ୍କର । ପ୍ରଥମ ଟିମ ଭାବେ ଜର୍ମାନୀ ସେମିରେ ପହଞ୍ଚିଥିବା ବେଳେ  ଏବେ ନେଦରଲାଣ୍ଡସକୁ ହରାଇ ସେମି ପାଇଁ ସ୍ଥାନ ପକ୍କା କରିଛି ଆର୍ଜେଣ୍ଟିନା । ସେହିପରି ତୃତୀୟ…
Read More...

ହାତ ଛାଡିଲା ମୁମ୍ବାଇ; କାହାର ହେବେ ହାର୍ଦ୍ଦିକ ?

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଟିମ ଇଣ୍ଡିଆ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ମଧ୍ୟ ସ୍ଥାନ ହରାଇଛନ୍ତି ହାର୍ଦ୍ଦିକ । ଆଇପିଏଲ ୧୫ ପାଇଁ ମୁମ୍ବାଇ ହାର୍ଦ୍ଦିକଙ୍କୁ ରିଟେନ କରିବ ନାହିଁ ବୋଲି…
Read More...

ଆମେରିକାରେ ଭାରତୀୟଙ୍କ ରାଜୁତି

ୱାଶିଂଟନ: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଚାଲିଛି ଭାରତୀୟଙ୍କ ରାଜ । ଟେକ୍ନୋଲୋଜୀ କମ୍ପାନୀଠାରୁ ଆରମ୍ଭ କରି କ୍ରିକେଟ, ସବୁଠି ଭାରତର ଦବଦବା । ଆମେରିକାରେ ଏମିତି ଅନେକ ଗ୍ଲୋବାଲ କମ୍ପାନୀ ରହିଛି ଯାହାର ମୁଖ୍ୟ ହେଉଛନ୍ତି ଜଣେ ଭାରତୀୟ । ମାଇକ୍ରୋ ବ୍ଲଗିଂ ସାଇଟ…
Read More...