୨୦୨୨ରେ ହରଭଜନଙ୍କ ନୂଆ ଅବତାର
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ନେଇ ପାରନ୍ତି ନୂଆ ରୂପ । ଆଗାମୀ ଆଇପିଏଲରେ ସେ ଜଣେ ଖେଳାଳୀଭାବେ ନୁହେଁ ବରଂ ଅନ୍ୟ ଏକ ଦାୟିତ୍ୱରେ ନଜର ଆସିପାରନ୍ତି । ୨୦୨୧ ଆଇପିଏଲ ସିଜନର ପ୍ରଥମ ପର୍ଯ୍ୟାୟରେ ଭଜ୍ଜି କୋଲକାତା ନାଇଟ ରାଇଡର୍ସ ପକ୍ଷରୁ କିଛି ମ୍ୟାଚ ଖେଳିଥିଲେ ।…
Read More...
Read More...