Browsing Tag

Sports

୨୩୭ ଆଥଲେଟ ସମ୍ମାନିତ

ଭୁବନେଶ୍ୱର: ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଆଥଲେଟମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକୃତି ଦେଇ କ୍ରୀଡା ଏବଂ ଯୁବ ସେବା ବିଭାଗ ଆଜି ରାଜ୍ୟର ୨୩୭ ଜଣ ଆଥଲେଟଙ୍କୁ ସମ୍ମାନିତ କରିଛି । କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ସଚିବ…
Read More...

ଅନ୍ତର୍ଜାତୀୟ ଟାଇକୋଣ୍ଡାରେ ପିପିଲି ଟିମ

ପୁରୀ(ଜୟନ୍ତ କୁମାର ସେଠୀ): ଆର୍ନ୍ତଜାତିକ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ପୁରୀ ଜିଲ୍ଲା ପିପିଲି ଟାଇକୋଣ୍ଡୋର ୧୧ଜଣ ପ୍ରତିଯୋଗୀ । କୋଭିଡ କଟକଣା ପାଇଁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପ୍ରତିଯୋଗିତାରେ ପ୍ରାୟ ୧୫ ଟି ଦେଶର ପ୍ରତିଯୋଗୀମାନେ ଭାଗ ନେବେ । ଥାଇଲାଣ୍ଡରେ ଆୟୋଜିତ ଏହି…
Read More...

ନୂଆ ରୂପରେ ଓଡିଶାକୁ ଫେରୁଛି ହକି

ଭୁବନେଶ୍ୱର: ପୁଣି ହୋହଲ୍ଲାରେ କମ୍ପି ଉଠିବ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ଝୁମି ଉଠିବ ରାଜଧାନୀ ଆଉ ହକି ପେମୀ । କାରଣ ଆଗକୁ ଆସୁଛି ଆଉ ଏକ ବଡ ହକି ଟୁର୍ଣ୍ଣାମେଣ୍ଟ । ଆସନ୍ତା ଫେବୃୟାରୀ ମାସରୁ କଳିଭ୍ଗ ଷ୍ଟାଡିୟମରେ ପୁରୁଷ ଏବଂ ମହିଳା ଏଫଆଇଏଚ ପ୍ରୋ ହକି ଲିଗ ଖେଳାଯିବ । କିନ୍ତୁ ଏହି…
Read More...

ଓଡିଶା ପୋଲିସକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର: ଅଲ ଇଣ୍ଡିଆ ପୋଲିସ ମହିଳା ହକିରେ ଓଡିଶା ପୋଲିସର ସଫଳତା । ମହାରାଷ୍ଟ୍ରକୁ ହରାଇ ଟିମ ହାସଲ କଲା ବ୍ରୋଞ୍ଜ । ୬-୦ରେ ଏକତରଫା ବିଜୟ ହାସଲ କରିଛି ଟିମ । https://twitter.com/odisha_police/status/1469566918944120832?s=08 ବେଙ୍ଗଲୁରୁରେ ଆୟୋଜିତ ହେଉଥିବା ଅଲ…
Read More...

କ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡ

ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱର ଶ୍ରେଷ୍ଠ ଖେଳାଳି ବିରାଟ କୋହଲୀ । ବିରାଟଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ହିଟମ୍ୟାନ ରୋହିତ ଶର୍ମା । ଏବେ କୋହଲିଙ୍କ ହାତରେ କେବଳ ଟେଷ୍ଟ ଟିମର ଅଧିନାୟକ ପଦ ରହିଛି । ତେବେ ଏହାପରେ ପ୍ରଶଂସକମାନଙ୍କ…
Read More...

ଶୁଭ୍ରାଂଶୁଙ୍କ ଶତକ ସହ ଓଡିଶାର ଅଭିଯାନ

କଟକ: ବିଜୟ ହାଜରେ ଟ୍ରଫିରେ ଓଡିଶାର ବିଜୟ ଅଭିଯାନ ଆରମ୍ଭ । ଶୁଭ୍ରାଂଶୁ ଶତପଥୀଙ୍କ ଶତକ ଏବଂ ସନ୍ଦୀପ ପଟ୍ଟନାୟକଙ୍କ ଅର୍ଦ୍ଧଶତକ ପାଳି ସହିତ ଓଡିଶା ପ୍ରଥମ ମ୍ୟାଚରେ ଆନ୍ଧ୍ରକୁ ମାତ ଦେଇଛି । ଉଭୟ ବ୍ୟାଟ୍ସମ୍ୟାନଙ୍କଠାରୁ ପଛରେ ରହି ନଥିଲେ ବାମହାତୀ ସ୍ପିନର ଜୟନ୍ତ ବେହେରା । ଆନ୍ଧ୍ରର ୪ଟି…
Read More...

ରୋହିତଙ୍କ ପ୍ରମୋସନ ବଢାଉଛି କୋହଲୀଙ୍କ ଚିନ୍ତା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ସହିତ ଦଳରେ ଦୁଇଟି ବଡ ପରିବର୍ତ୍ତନ ଆଣିଛି ବିସିସିଆଇ । ପ୍ରଥମରେ ରୋହିତ ଶର୍ମାଙ୍କୁ ଦଳର ଦିନିକିଆ ଅଧିନାୟକ କରାଯାଇଛି । ସେହିପରି ଟେଷ୍ଟ ଦଳରେ ରୋହିତଙ୍କୁ ଉପ ଅଧିନାୟକ ପଦରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି…
Read More...

ଦକ୍ଷିଣ ଆଫ୍ରିକା ପାଇଁ ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ । ସିରିଜ ପାଇ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରି ସାରିଥିବା ବେଳେ ଟିମ ଇଣ୍ଡିଆ ଆଜି ଦଳ ଘୋଷଣା କରିଛି । ଏହି ସିରିଜରେ ଏକ ବଡ ପରିବର୍ତ୍ତନ କରାଯାଇଛି । ଟି-୨୦ ପରେ ଦିନିକିଆ ଦଳରେ ବି ଅଧିନାୟକ ପଦ…
Read More...

ହିଟମ୍ୟାନଙ୍କ ହାତରେ ବଡ ସଫଳତା

ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି ପାଇଲେ ରୋହିତ ଶର୍ମା । ସବୁ ବାଦ ବିବାଦର ଅନ୍ତ ଘଟାଇଛି ବିସିସିଆଇ । ଦୀର୍ଘ ଦିନ ଧରି…
Read More...

ଭାରତ ପାଇଁ ରୌପ୍ୟ ଆଣିଲେ ଝିଲି

ନୂଆଦିଲ୍ଲୀ: କମନ ୱେଟଲିଫ୍ଟିଙ୍ଗ ଚମ୍ପିଆନସିପ ବା ତାସକେଣ୍ଟରେ ଭାରତକୁ ମିଳିଛସି ରୌପ୍ୟ ପଦକ । ନାଇଜେରିଆର ପିଟର ଷ୍ଟେଲା କିଙ୍ଗସଲିଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ନଦକ ହାସଲ କରିଛନ୍ତି ଝିଲି । ଏହି ପ୍ରତିଯୋଗିତାରେ କିଙ୍ଗସଲି ୧୬୮କେଜି(୭୨ ୯୬)ର ଓଜନ ଉଠାଇଥିବା ବେଳେ ଭାରତର ଝିଲି…
Read More...