ଚତୁର୍ଥ ଟି-20: ଟିମ୍ ସିଫର୍ଟଙ୍କ ତୁଫାନି ଅର୍ଧଶତକ, ଭାରତ ବିରୋଧରେ ନ୍ୟୁଜିଲ୍ୟାଣ୍ଡ 215 ରନ୍
ଆନ୍ଧ୍ରପ୍ରଦେଶ: ବିଶାଖାପଟ୍ଟନାରେ ଖେଳାଯାଉଥିବା ଚତୁର୍ଥ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି 215 ରନ୍ର ବିଶାଳ ସ୍କୋର ଗଢ଼ିଛି। ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ କୀୱି ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ଭାରି ଚାପରେ…
Read More...
Read More...